ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ଆଗତ
ଭୁବନେଶ୍ବର: ରାଜ୍ୟରେ ଆପାର୍ଟମେଣ୍ଟ କ୍ରେତାମାନଙ୍କର ଏଣିକି ସାଧାରଣ କ୍ଷେତ୍ର ବା କମନ ଏରିଆରେ ସମାନ ଅଧିକାର ରହିବ । ବିଧାନସଭାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ ଆଗତ ହୋଇଛି । କିଛି ଦିନ ତଳେ ଅଧ୍ୟାଦେଶ ଆକାରରେ ଆଣିଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା…