Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
World
All world wide news update will uploaded
ଇରାନରେ ବଡ଼ ଦୁର୍ଘଟଣା,ବୋମା ବିସ୍ଫୋରଣରେ ୧୪ ଜଣ IRGC ସୈନିକ ମୃତ ୨ ଜଣ ଆହତ
ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ୧୪ ସୈନିକଙ୍କ ମୃତ୍ୟୁ…
ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ,ନିଷ୍ପତ୍ତି ନେବେ ଟ୍ରମ୍ପ
ପାକିସ୍ତାନ ମାଧ୍ୟମରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ପ୍ରସ୍ତାବ ଦେଲା ଇରାନ । ରୁଷ, ଓମାନ ଏବଂ ପାକିସ୍ତାନ ସହ ଆଲୋଚନା ପରେ ଇରାନ ଏହି ପ୍ରସ୍ତାବ ଆମେରିକାକୁ ପଠାଇଛି । ଏହା ଉପରେ ଆଗାମୀ ପର୍ଯ୍ୟାୟ ଆଲୋଚନା ହେବ କି ନାହିଁ, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଷ୍ପତ୍ତି ନେବେ ।…
ହର୍ମୁଜରେ ଦୀର୍ଘକାଳୀନ ଅବରୋଧ ପାଇଁ ଯୋଜନା କରୁଛନ୍ତି ଟ୍ରମ୍ପ
ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ଦେଶରେ ଇନ୍ଧନ ଅଭାବ ହେତୁ ପରିସ୍ଥିତି ଖରାପ ହେବାରେ ଲାଗିଛି।…
ଜାପାନରେ ପୁଣି ଭୂକମ୍ପ ,ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ
ଜାପାନରେ ପୁଣି ଭୂକମ୍ପ । ଜାପାନର ଉତ୍ତର ଦ୍ଵୀପ ହୋକାଇଡୋରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୋର ୫:୨୪ ମିନିଟରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଖବର…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା,ଦୁର୍ବୃତ୍ତର ଫଟୋ ସେୟାର କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା । କିନ୍ତୁ ଫେଲ୍ ମାରିଲା ପ୍ଲାନ୍ । ବର୍ତ୍ତିଗଲେ ଟ୍ରମ୍ପ୍ । ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତକୁ ସୁରକ୍ଷାକର୍ମୀ ଧରିଛନ୍ତି । ଦୁର୍ବୃତ୍ତର ଫଟୋ ମଧ୍ୟ ସୋସିଆଲ…
ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି,ଯୁଦ୍ଧ ରୋକିବାକୁ ପାକିସ୍ତାନରେ ଗୁରୁତ୍ବପୂର୍ଣ୍ଣ ବୈଠକ
ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ସୟଦ ଅସୀମ ମୁନୀର…
ଏହି କାରଣରୁ ଓ୍ବାଶିଂଟନ ଡିସିରେ ଉଡ଼ିଲା ଅଷ୍ଟ୍ରେଲିଆର ପତାକା
ବ୍ରିଟେନର ରାଜା କିଙ୍ଗ୍ ଚାର୍ଲସ୍ ତୃତୀୟ ଆମେରିକା ଗସ୍ତ କରିବେ । ଏହା ତାଙ୍କର ପ୍ରଥମ ରାଜକୀୟ ଗସ୍ତ ହେବାକୁ ଥିବା ବେଳେ, ଓ୍ବାଶିଂଟନ ଡିସିରେ ଏକ ଅଜବ ଘଟଣା ଘଟିଛି । କିଙ୍ଗ ଚାର୍ଲସଙ୍କ ସ୍ବାଗତ ପାଇଁ ଆମେରିକାରେ ଭବ୍ୟ ଆୟୋଜନ କରାଯାଉଛି । କିନ୍ତୁ ଏଥିରେ ବଡ଼ ଭୁଲ କରିଦେଇଛି ଆମେରିକା ।…
ଇଣ୍ଡୋନେସିୟା ଦେଇଛି ନୂଆ ସଂକେତ,ମଲକ୍କା ଷ୍ଟ୍ରେଟ୍ ଜଳମାର୍ଗ ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଠାରୁ ଶୁଳ୍କ ଅସୁଲ…
ହର୍ମୁଜ ପରେ ଏବେ ମଲକ୍କା ଷ୍ଟ୍ରେଟ୍ ଚର୍ଚ୍ଚାରେ ଏହାକୁ ବିଶ୍ୱର ସବୁଠୁ ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ରୂପେ ଦେଖା ଯାଏ। ଏହି ଜଳ ମାର୍ଗ ଦେଇ ତୈଳ ଓ ଅନ୍ୟ ପଣ୍ୟ ପରିବହନ ହୋଇଥାଏ। ଏହି ଜଳ ମାର୍ଗର ବେଶ୍ ଗୁରୁତ୍ୱ ରହିଛି, କାରଣ ଏହା ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ହେଲେ ଏବେ ଏଠାରେ…
ଏହି କାରଣରୁ ବିଶ୍ୱରେ ଇଣ୍ଟରନେଟ୍ ବନ୍ଦ ହୋଇଯିବ?
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନାହିଁ। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ସଂଘର୍ଷ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଯାହା ଚିନ୍ତାଜନକ ଓ ଭୟାନକ ହେବ ବୋଲି ଜଣାପଡୁଛି। ଇରାନ ସହିତ ଜଡିତ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥା ଗୁଡ଼ିକ ସଙ୍କେତ…
୮ ମହିଳା ବନ୍ଦୀଙ୍କୁ ମୁକ୍ତ କରୁ ଇରାନ: ନିବେଦନ କଲେ ଟ୍ରମ୍ପ, କହିଲେ ଆଲୋଚନା ପାଇଁ ଏହା ହେବ ଶୁଭାରମ୍ଭ
ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କର ସୁଧାର ପାଇଁ ଏକ ବଡ଼ ସର୍ତ୍ତ ବା ନିବେଦନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନରେ ବନ୍ଦୀ ଥିବା ଏବଂ ମୃତ୍ୟୁଦଣ୍ଡର ସମ୍ଭାବନାର ସମ୍ମୁଖୀନ ହେଉଥିବା ୮ ଜଣ ମହିଳାଙ୍କୁ ମୁକ୍ତ କରିବା ପାଇଁ ଟ୍ରମ୍ପ ସୋସିଆଲ ମିଡିଆରେ…