Browsing Category

World

All world wide news update will uploaded

କିଏ ହେବ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କିମ୍‌ଙ୍କ ଭଉଣୀ ବନାମ କିମ୍‌ଙ୍କ ଝିଅ ମଧ୍ୟରେ କ୍ଷମତା ପାଇଁ ହେବ…

କିମ ଜଙ୍ଗ ଉନ୍‌। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ। କିମ୍‌ଙ୍କ ତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ହଲଚଲ। ଉତ୍ତର କୋରିଆରେ ବଡ଼ ଲଢ଼େଇ ହେବାକୁ ଯାଉଛି। କ୍ଷମତା ପାଇଁ ସଂଘର୍ଷ। କିମ୍‌ଙ୍କ ଭଉଣୀ ବନାମ କିମ୍‌ଙ୍କ ଝିଅ। ଏହି ଯୁଦ୍ଧ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ-ଉନଙ୍କ ୧୩…

ପୃଥିବୀରେ ଏଲିଅନ୍ ଓହ୍ଲାଇଥିବାର କୌଣସି ପ୍ରମାଣ ନାହିଁ

ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ପୁଣି ଥରେ ଏଲିଏନ୍ ବିଷୟରେ କହିଛନ୍ତି । ପୃଥିବୀ ବାହାରେ ବ୍ରହ୍ମାଣ୍ଡରେ ଜୀବନର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଆମେରିକା ସରକାର ନେଭାଡାର ସାମରିକ ଘାଟି ଏରିଆ ୫୧ ରେ ଗୁପ୍ତ ଭାବରେ ଏଲିଏନମାନଙ୍କୁ ଲୁଚାଇ ରଖିଛନ୍ତି ବୋଲି…

ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା -ଡୋନାଲ୍ଡ ଟ୍ରମ୍ପ

ଇରାନ ସହ ଚାଲିଥିବା ପରମାଣୁ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଇରାନ ଅଭିମୁଖେ ଏକ ବଡ଼ କ୍ୟାରିୟର ଗ୍ରୁପ ପଠାଇଛୁ । ମୁଁ ଡିଲ୍ କରିବାକୁ ଚାହୁଁଛି,…

ବାଂଲାଦେଶରେ BNP ର ବଡ଼ ବିଜୟ!,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଂଲାଦେଶରେ BNP ର ବଡ଼ ବିଜୟ! ।  ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ।  ଶେଖ୍  ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ  ।  ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ ।   ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ…

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ । ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ, ରୁଷ ସରକାର ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଲୋକପ୍ରିୟ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିଛି। ଏଣିକି ରୁଷ ଲୋକମାନେ…

ସ୍କୁଲରେ ଗୁଳିକାଣ୍ଡ , ୩୪ ମୃତ

ଥାଇଲାଣ୍ଡର ସୋଙ୍ଗଖଲା ପ୍ରଦେଶର ଏକ ସ୍କୁଲରେ ଗୁଳିକାଣ୍ଡ । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀ ସାମିଲ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜଣେ ୧୮ ବର୍ଷୀୟ ଯୁବକ ଏକ M-4 ବନ୍ଧୁକରେ ଗୁଳିମାଡ଼ କରିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି…

ଆମେରିକା ପାକିସ୍ତାନକୁ ଟଏଲେଟ୍ ପେପର ପରି ବ୍ୟବହାର କରିଥିଲା – ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଜାତୀୟ ସଂସଦରେ ଆମେରିକାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଇସଲାମକୁ ରକ୍ଷା କରିବା ପାଇଁ ଆଫଗାନ ମାଟିରେ ଲଢ଼ାଯାଇଥିବା ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ କରିନାହିଁ। ଆଫଗାନିସ୍ତାନ ଯୁଦ୍ଧରେ ଜିହାଦ ନାମରେ…

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା , ୩୦ ମୃତ

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ…

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ – ୮ ମୃତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ରବିବାର ଏହି ସୂଚନା ଦେଇଛି। ଦୁର୍ଘଟଣା ପୋଲିସ ଡିଷ୍ଟ୍ରିକ୍ଟ ୨୧ରେ ହୋଇଛି। ପରିବାର ଶୀତରୁ ରକ୍ଷା ପାଇବା ପାଇଁ ଗ୍ୟାସ ହିଟର ଉପଯୋଗ କରୁଥିଲେ। ଗ୍ୟାସ ଲିକ୍…

ପିଓକେ ଓ ଅକ୍ସାଇ ଭାରତର , ଭାରତର ଏକ ମାନଚିତ୍ର ଜାରି କଲା ଆମେରିକା

ଜମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ପାକିସ୍ତାନ ଏହି ସରଳ ସତ୍ୟ ଉପରେ ଯେତେ ବିତର୍କ କରୁ କିମ୍ବା ଯେତେ ମିଛ ପ୍ରଚାର କରୁ, ସତ ସମଗ୍ର ବିଶ୍ୱ ଜାଣିଛି । ଏବେ, ଏହି ପରିପ୍ରେକ୍ଷୀରେ ଆମେରିକା ପାକିସ୍ତାନକୁ ଏକ ବଡ଼ ଧକ୍କା ଦେଇଛି । ବାଣିଜ୍ୟ ଚୁକ୍ତି ପରେ, ଆମେରିକା…