Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
World
All world wide news update will uploaded
ଇସଲାମାବାଦରେ ସିଆ ଧର୍ମସ୍ଥଳର ମୁଖ୍ୟ ଫାଟକରେ ବିସ୍ଫୋରକ ବିସ୍ଫୋରଣ – ୧୫ ମୃତ
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ସିଆ ଧର୍ମସ୍ଥଳ ଭିତରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ସହରର ଶାହଜାଦ ଟାଉନ୍ ଅଞ୍ଚଳର…
୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ରାଜନୈତିକ ଦଳ ଜମାତ-ଏ-ଇସଲାମୀ,ଭାରତ ସହିତ…
ବାଂଲାଦେଶର ମୌଳବାଦୀ ରାଜନୈତିକ ଦଳ ଜମାତ-ଏ-ଇସଲାମୀ । ୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରିଛି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ, ପାର୍ଟି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୌହାଦ୍ୟମୂଳକ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଆହୁରି ମଧ୍ୟ ବାଂଲାଦେଶର…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି
ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା…
ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ
ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ । ୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ସମ୍ମାନଜନକ ଗ୍ରାମୀ ଆୱାର୍ଡ ପ୍ରଦାନ କରାଯାଇଛି। ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ…
ଟ୍ରମ୍ପ୍ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ
ମିନିଆପଲିସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଦୋକାନବଜାର ବନ୍ଦ ରହିଥିତ୍ବା ଦେଖାଯାଇଛି।…
ଆସନ୍ତାମାସରେ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ ଛାନିଆ ରେ ପାକିସ୍ତାନ
ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିବେ। …
ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର ବୋଲି ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଇଛି ଟ୍ରମ୍ପ ପ୍ରଶାସନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ହେବାକୁ କେତେ କ’ଣ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ଏବଂ ସେନା ମୁଖ୍ୟ ମୁନୀର । କିନ୍ତୁ ଟ୍ରମ୍ପ ସେମାନଙ୍କୁ ଶକ୍ତ ଝଟକା ଦେଇଛନ୍ତି । ପାକିସ୍ତାନ ଯିବାକୁ ହେଲେ, ଦୁଇ ଥର ଚିନ୍ତା କର ବୋଲି ନିଜ ଦେଶର ନାଗରିକଙ୍କୁ ପରାମର୍ଶ…
ବରଫର ଧଳା ଚାଦର ତଳେ ଆମେରିକା , ନେଲାଣି ୪୨ଜୀବନ
ସବୁ ଆଡେ ବରଫ ଆଉ ବରଫ । ଯୁଆଡେ ଚାହିଁଲେ ବରଫର ଧଳା ଚାଦର । ଆମେରିକାରେ ଗତ ଜାନୁଆରୀ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ଲୋକେ ଅନ୍ଧାରରେ ରହିଛନ୍ତି ।…
ଆମେରିକାରେ ଶୀତକାଳୀନ ଝଡ଼ , ଅସ୍ତବ୍ୟସ୍ତ ଜନଜୀବନ
ଆମେରିକାରେ ଶୀତକାଳୀନ ଝଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବରଫ ଭିତରେ ଲୋକମାନେ ଥରୁଥିବା ବେଳେ ଶୀତଝଡ଼ରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଚଳାଚଳ ବ୍ୟାହତ ହୋଇଛି ଏବଂ ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ଅନେକ ବିମାନକୁ ବାତିଲ କରିବାକୁ ପଡ଼ିଛି। ଏହି ସପ୍ତାହ ଶେଷରେ ଆଉ ଏକ…
ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି ,୯ ହଜାରରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ଉଡାଣ ରଦ୍ଦ
ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦେଶର ପ୍ରାୟ ୨୦ କୋଟି ଲୋକ ଅର୍ଥାତ ଦୁଇ-ତୃତୀୟାଂଶ ଏହି ଝଡ ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଏଥିସହ ୯ ହଜାରରୁ…