Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
World
All world wide news update will uploaded
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା,ଫ୍ରାନ୍ସ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବ
ମଧ୍ୟପାଚ୍ୟରେ ମହାଯୁଦ୍ଧ ଭିତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା । ସାରା ବିଶ୍ୱକୁ ଇମାନୁଏଲ ମାକ୍ରନ ଦେଖାଇଛନ୍ତି ତାକତ । ବଡ଼ ଘୋଷଣା କରି ସେ କହିଛନ୍ତି ଯେ, ଫ୍ରାନ୍ସ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବ । ଫ୍ରାନ୍ସ ନିକଟରେ ବର୍ତ୍ତମାନ ୩୦୦ ପରମାଣୁ ବୋମା ଅଛି । କିନ୍ତୁ…
ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ ଆମେରିକା ତାର ନାଗରିକଙ୍କ ପାଇଁ ଜାରି କଲା ନିର୍ଦ୍ଦେଶନାମା
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇରାନ-ଆମେରିକା-ଇସ୍ରାଏଲ ମିଳିତ ମୋର୍ଚ୍ଚା ମଧ୍ୟରେ ଚାଲିଛି ସାମରିକ ମୁକାବିଲା । ଆଉ ଏହି ଯୁଦ୍ଧ ଘନ ଘଟା ଭିତରେ ଆମେରିକା ଜାରି କରିଛି ନୂଆ ନିର୍ଦ୍ଦେଶନାମା । ବୈଦେଶିକ ବିଭାଗ ଏହାର ନାଗରିକମାନଙ୍କୁ ତୁରନ୍ତ ଡଜନରୁ ଅଧିକ ମଧ୍ୟପ୍ରାଚ୍ୟ ଦେଶ ଛାଡିବାକୁ…
ଦୁବାଇ, ସାଉଦି, ବାହାରିନ ଭଳି ଦେଶରେ ଇରାନ ମିସାଇଲ ଆଟାକ୍,ବଦଳିଯାଇଛି ଦୁବାଇର ନକ୍ସା
ଇସ୍ରାଏଲ ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ । ଇରାନ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ୟୁଏସ । ଅନେକ ଜାଗାରେ ମିସାଇଲ ମାଡ଼ କରୁଛନ୍ତି । ତେବେ ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ବିଭିନ୍ନ ଦେଶରେ ଥିବା ୟୁଏସ ମିଲିଟାରୀ ବେସକୁ ଟାର୍ଗେଟ କରୁଛି । ଦୁବାଇ, ସାଉଦି,…
ଖାମେନେଇଙ୍କୁ ମାରିବା ପାଇଁ ଏପରି କରାଯାଇଥିଲା ପ୍ଲାନ
ଶନିବାର ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏଥିଲାଗି ବହୁ ଦିନ ପୂର୍ବରୁ ଯୋଜନା ହୋଇଥିଲା । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଏହି ଅପରେସନ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏଜେନ୍ସି…
ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
ଇସ୍ରାଏଲ୍ ଆମେରିକା ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସକ ଆନ୍ଦୋଳନ ତୀବ୍ର ହୋଇଛି। ପାକିସ୍ତାନ ସିଆ ବହୁଳ ଅଞ୍ଚଳଗୁଡ଼ିକରେ ହିଂସାତ୍ମକ ସଂଘର୍ଷ,ପୋଡ଼ାଜଳା ଆକ୍ରମଣ ଏବଂ ଆମେରିକା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସୋସିଆଲ୍ ମିଡିଆରେ…
ଇରାନର ଏୟାରଷ୍ଟ୍ରାଇକ୍ ରେ ପ୍ରାଣ ହରାଇଲଲେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ
ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଈଙ୍କ ମୃତ୍ୟୁ ପରେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ ମଧ୍ୟ ପ୍ରାଣ ହରାଇଛନ୍ତି। କୁହାଯାଉଛି ଏକ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍ ରେ ତାଙ୍କୁ ହତ୍ୟା କରାଯାଇଛି। ଅହମଦିନେଜାଦ ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ଇରାନର ରାଷ୍ଟ୍ରପତି ଥିଲେ।…
ଇରାନରେ ବଡ଼ କ୍ଷମତା ପରିବର୍ତ୍ତନ: ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇଙ୍କ ନାମ ଘୋଷଣା
ପଶ୍ଚିମ ଏସିଆରେ ଯୁଦ୍ଧର ଭୟାବହତା ମଧ୍ୟରେ ଇରାନରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ, ଦେଶର ଶାସନ ଭାର ଏବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ହାତକୁ ଯାଇଛି। ତାଙ୍କୁ ଇରାନର ନୂଆ ସୁପ୍ରିମ୍ ଲିଡର ଭାବେ ଘୋଷଣା…
ଆମେରିକା ଏୟାରବେସ୍ ଉପରେ ଇରାନର ଶତାଧିକ ମିସାଇଲ୍ ମାଡ଼
ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ଧାରଣ କରିଛି। ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ପ୍ରମୁଖ ସାମରିକ ଏୟାରବେସ୍ଗୁଡ଼ିକ ଉପରେ ଇରାନ ପକ୍ଷରୁ ଶତାଧିକ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍ ମାଡ଼ କରାଯାଇଛି। ଏହି ବଡ଼ ଧରଣର ଆକ୍ରମଣ ପରେ ସାରା ବିଶ୍ୱରେ…
ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ
ପଶ୍ଚିମ ଏସିଆରେ ଯୁଦ୍ଧର ସ୍ଥିତି ଏବେ ଏକ ନୂଆ ମୋଡ଼ ନେଇଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏକ ଭୟଙ୍କର ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ହ୍ବାଇଟ୍…
ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ,ସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ
ଶେଷରେ ମଧ୍ୟ ପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ । ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରାଯାଇଛି । ତେହେରାନର ବିଭିନ୍ନ ଅଞ୍ଚଳରୁ କଳା ଧୂଆଁ ଉଠୁଥିବାର ଦେଖବାକୁ ମିଳୁଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି…