Browsing Category

World

All world wide news update will uploaded

ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ

ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦୃଢ଼ ଜବାବ। ଯଦି ଆକ୍ରମଣ ଜାରି ରହେ ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ ବୋଲି କହିଲା ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଷ୍ଟ୍ରେଟ୍ ଅଫ୍ ହରମୁଜକୁ କବ୍‌ଜା କରିବା ନେଇ ବୟାନ ଦେବା ପରେ ଇରାନ ପକ୍ଷରୁ…

ୟୁକେ ପାଖରେ ମାତ୍ର ଦେଢ଼ ଦିନର ତୈଳ ମହଜୁତ

ଆମେରିକା , ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଜାରି ରହିଥିବାରୁ ତୈଳ ଦର ଏବେ ପ୍ରତି ବ୍ୟାରେଲ ୧୦୦ ଡଲାରରୁ ଅଧିକ ହୋଇଛି। ୨୦୨୨ ପରେ ହଠାତ ତୈଳ ଦରରେ ଆଶାତୀତ ବୃଦ୍ଧି ଦେଖିବାକୁ ମିଳିଛି । ଇରାନ୍ ଯୁଦ୍ଧ ଯୋଗୁଁ, ତୈଳ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି । ଆମେରିକା ଅପେକ୍ଷା…

ମୋଜତବା ଖାମେନି ଇରାନର ନୂଆ ସୁପ୍ରିମ ଲିଡର୍,ବିଧିବଦ୍ଧ ଭାବେ ଏନେଇ ଘୋଷଣା

ଇରାନର ନୂଆ ସୁପ୍ରିମ ଲିଡର୍ । ଇରାନର ସର୍ବୋଚ୍ଚ ନେତା ଖାମେନୀଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କୁ ଦେଶର ସର୍ବୋଚ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଅ ମୋଜତବା ଖାମେନି ଇରାନର ମଙ୍ଗ ସମ୍ଭାଳିବେ । ପୂର୍ବତନ ଲିଡର୍ ଅୟୋତଲ୍ଲାହ ଖାମେନିଙ୍କ ମୃତ୍ୟୁ ପରେ ବି ପଛଘୁଞ୍ଚା ଦେଇନି ତେହରାନ…

ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା

ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା । ଛାଡୁନି ଇସ୍ରାଏଲ । ଘନ ଘନ ଆକ୍ରମଣ କରୁଛି । ରବିବାର ବେରୁଟରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି ।ଲେବାନନରେ ଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରାଯାଇ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।…

ଆଜି ରାତିରେ ଇରାନ ଉପରେ ହୋଇପାରେ ସବୁଠୁ ବଡ ଆକ୍ରମଣ, ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା   ଇରାନ୍ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛି । ଆଜି ରାତିରେ ଇରାନ ଉପରେ ହୋଇପାରେ ସବୁଠୁ ବଡ ଆକ୍ରମଣ । ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ସବୁଠାରୁ ବଡ଼ ସାମରିକ ଅଭିଯାନ ଭାବରେ ବର୍ଣ୍ଣନା…

ଇରାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ,ତୀବ୍ରତା ୪.୧ ରେକର୍ଡ

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଇରାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ୮ଟା ୪୮ ମିନିଟରେ ଇରାନର ବନ୍ଦର ଆବାସ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଯାହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଫଳରେ ଭୟରେ…

ଦୁବାଇରେ ଏମରଜେନ୍ସି ଆଲର୍ଟ

ୟୁଏଇରେ ଡ୍ରୋନ ଆଟାକ । ଦୁବାଇରେ ଏମରଜେନ୍ସି ଆଲର୍ଟ । ୟୁଏଇରେ ଡ୍ରୋନ ଷ୍ଟ୍ରାଇକ ପରେ ଦୁବାଇ ବାସିନ୍ଦାଙ୍କ ମୋବାଇଲକୁ ଏକ ଜରୁରୀକାଳୀନ ସତର୍କତା ବାର୍ତ୍ତା ପଠାଯାଇଛି । ଡ୍ରୋନ ଆକ୍ରମଣର ଆଶଙ୍କା ଥିବାରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ନିଜକୁ ସୁରକ୍ଷିତ ରଖିବାକୁ…

ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ

ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗୁରୁବାର ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି । ଏହା ସହ ସେ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଖାମେନି ଦୀର୍ଘ ସମୟ ଧରି ଦେଶକୁ…

ଇରାନୀ ଜାହାଜ ଉପରେ ବୁଡ଼ାଜାହାଜର ଆକ୍ରମଣ,୭୮ ଜଣ ଆହତ ୧୦୧ ନିଖୋଜ

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭାରତ ମହାସାଗରରେ ଦେଖିବାକୁ ମିଳିଛି ଆଉ ଏକ ଝଲକ। ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା ଉପକୂଳରେ ଏକ ଇରାନୀ ଜାହାଜ ଉପରେ ଏକ ବୁଡ଼ାଜାହାଜ ଆକ୍ରମଣ କରିଛି । ଫଳରେ ୭୮ ଜଣ ଆହତ ହୋଇଥିବା ବେଳେ, ୧୦୧ ଜଣ…

ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରି ଉଡ଼ାଇଲା ଇସ୍ରାଏଲ୍

ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରି ଉଡ଼ାଇଲା ଇସ୍ରାଏଲ୍। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ସୋସିଆଲ୍ ମିଡିଆରେ ସୂଚନା ଦେଇଛି। ଇରାନୀ ଶାସନର ଏହା ସେଣ୍ଟ୍ରାଲ ଓ ମୁଖ୍ୟ ହେଡକ୍ୱାର୍ଟର୍ସ ଥିଲା ବୋଲି ଆଇଡିଏଫ୍ କହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏକ…