Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
World
All world wide news update will uploaded
ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କଲା ଇରାନ, ଶତ୍ରୁ ଛଡ଼ା ସମସ୍ତେ ଯେଇ ପାରିବେ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଷ୍ଟ୍ରେଟ୍ ଅଫ ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କରିଛି ଇରାନ। ଏହି ଜଳପଥ ଦେଇ ସମସ୍ତେ ଜାହାଜ ନେଇପାରିବେ ହେଲେ ଶତ୍ରୁ ରାଷ୍ଟ୍ର ସହ ଜଡ଼ିତ ଜାହାଜ ଛଡ଼ାଯିବନି ବୋଲି ଇରାନ କହିଛି।…
ଭାରତ ମହାସାଗରରେ ଇରାନର ଆଟାକ
ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର ସହ ଧରିବାରେ ସଫଳ ହୋଇଛି। ଏବେ, ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଦାବି କରିଛି ଅନେକ ଆମେରିକୀୟ ସୂତ୍ରକୁ ଉଦ୍ଧୃତ କରି କହିଛି ଯେ ଇରାନ…
ଆମେରିକା ଏବଂ ଇସ୍ରାଏଲର ମିଳିତ କ୍ଷେପଣାସ୍ତ୍ର ମାଡ଼ରେ ଆଇଆରଜିସିର ମୁଖପାତ୍ର ଅଲି ମହମ୍ମଦ ନାଇନି ମୃତ
ପଶ୍ଚିମ ଏସିଆରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଆମେରିକା ଏବଂ ଇସ୍ରାଏଲର ମିଳିତ କ୍ଷେପଣାସ୍ତ୍ର ମାଡ଼ରେ ଇରାନର ଶକ୍ତିଶାଳୀ ସାମରିକ ବାହିନୀ ଆଇଆରଜିସିର ମୁଖପାତ୍ର ଅଲି ମହମ୍ମଦ ନାଇନିଙ୍କ ମୃତ୍ୟୁ ହୋଇଛି। କିଛି ଦିନ ମଧ୍ୟରେ ଏହା ଇରାନ ନେତୃତ୍ୱ ଉପରେ ଚତୁର୍ଥ ବଡ଼ ଆକ୍ରମଣ।…
ଦିନକୁ ଦିନ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି ମଧ୍ୟପ୍ରାଚ୍ୟର ସ୍ଥିତି: ୧୬ଟି ଫାଇଟର୍ ଜେଟ୍,୧୦ଟି ରିପର୍ ଡ୍ରୋନ୍…
ନା ଇରାନ ନା ଆମେରିକା କିମ୍ବା ଇସ୍ରାଏଲ । କେହି ପଛକୁ ହଟୁ ନାହାଁନ୍ତି । ଭୟଙ୍କର ଯୁଦ୍ଧଲଢୁଛନ୍ତି । ଦିନକୁ ଦିନ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ପରସ୍ପର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରୁଛନ୍ତି । ଇରାନର ଅନେକ ଗ୍ୟାସ୍ ଫିଲ୍ଡକୁ ଇସ୍ରାଏଲ ଧ୍ୱଂସ କରିଦେଇଛି । ଇରାନ ମଧ୍ୟ ଖୋଜି…
୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କଲା ଆମେରିକା
ଆମେରିକା ୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କରିଛି। ଏହି ନିୟମ ୨ ଏପ୍ରିଲ ୨୦୨୬ରୁ ଲାଗୁ ହୋଇଯିବ। ଆମେରିକା ବିଦେଶ ବିଭାଗ ସୂଚନା ଅନୁସାରେ ନାଗରିକଙ୍କୁ ବି-୧ (ବିଜନେସ୍) ଓ ବି-୨ (ଟୁରିଷ୍ଟ) ଭିସା ନେବା ପୂର୍ବରୁ ୧୫ ହଜାର ଡଲାରର ବଣ୍ଡ ଜମା କରିବାକୁ ପଡିବ। ଏହି ବଣ୍ଡ ସେହି…
କତାରରେ ଥିବା ରାସ୍ ଲଫାନ୍ ଉପରେ ଇରାନର ଆକ୍ରମଣ,ହୁତୁହୁତୁ ହୋଇ ଜଳିଗଲା ପ୍ଲାଣ୍ଟ
ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଆମେରିକା ଏବଂ ଇରାନ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ପରସ୍ପର ଉପରେ କରୁଛନ୍ତି ମିସାଇଲ୍ ଆଟାକ୍ । ଅନେକ ଗୁରତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଟାର୍ଗେଟ୍ କରୁଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ବିଶ୍ୱର ସବୁଠୁ ବଡ…
ଆମେରିକୀୟ ଫାଇଟର ଜେଟ୍କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ
ଇରାନ ଏବଂ ଆମେରିକା ମଧ୍ୟର ଜାରି ଯୁଦ୍ଧ ମଧ୍ୟରେ ତୁର୍କୀରୁ ବଡ଼ ଖବର ସାମ୍ନାକୁ ଆସିଛି । ତୁର୍କୀରେ ଯୁଦ୍ଧ ବିମାନ ଓହ୍ଲାଇବା ନେଇ ଆମେରିକାର ଅନୁରୋଧ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ଅଙ୍କାରା । ନାଟୋ ସଦସ୍ୟ ତୁର୍କୀର ଏଭଳି କାରନାମା, ଟ୍ରମ୍ପଙ୍କୁ ଶକ୍ତ ଧକ୍କା ଦେଇଛି । ସେପଟେ…
ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇଁ ସବୁଠାରୁ ବଡ଼ ପରମାଣୁ ବିପଦ ସୃଷ୍ଟି କରୁଛନ୍ତି- ଆମେରିକାର…
ପାକିସ୍ତାନ ଏବଂ ଚୀନ୍, ଆମେରିକା ଲାଗି ବଡ଼ ବିପଦ । ଏକଥା ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ । ସେ ବୁଧବାର (୧୮ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ, ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇଁ ସବୁଠାରୁ ବଡ଼ ପରମାଣୁ ବିପଦ ସୃଷ୍ଟି କରୁଛନ୍ତି।ତୁଲସୀ…
ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼, ୪୦୦ ମୃତ, ଶତାଧିକ ଆହତ
ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ପାକିସ୍ତାନର ବୋମାମାଡ଼ । ଆକ୍ରମଣରେ ୪୦୦ ମୃତ, ଶତାଧିକ ଆହତ ହୋଇଛନ୍ତି । କାବୁଲ ଆକାଶରେ କଳା ଧୂଆଁର ଆସ୍ତରଣ , ଚାରିଆଡ଼େ ନିଆଁ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲର ମଧ୍ୟଭାଗରେ ପ୍ରବଳ ବୋମାମାଡ଼ କରିଛି । ଏହି ଆକ୍ରମଣ ପରେ ସାରା…
ମଧ୍ୟପ୍ରାଚ୍ୟ ଉତ୍ତେଜନା – ଦୁବାଇରେ ଆସୁଥିବା ବିମାନ ପାଇଁ ଅବତରଣ ଅନୁମତିକୁ ସ୍ଥଗିତ
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ପ୍ରଭାବିତ ହୋଇଛି। ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁବାଇରେ ଆସୁଥିବା ବିମାନ ପାଇଁ ଅବତରଣ ଅନୁମତିକୁ ସ୍ଥଗିତ ରଖିଛନ୍ତି ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ। ଏହି ସ୍ଥଗିତ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ…