Browsing Category

World

All world wide news update will uploaded

ଆମେରିକା ଯଦି ନିଜ ବିଶ୍ୱବିଦ୍ୟାଳୟର ସୁରକ୍ଷା ଚାହୁଁଛି ତେବେ ଇରାନର କଥା ମାନିବାକୁ ପଡିବ – ଆଇଆରଜିସି

ମଧ୍ୟପ୍ରାଚ୍ୟରେ ଅସ୍ଥିରତା କମୁନି । ଇରାନ ଉପରେ ମିସାଇଲ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପଲଟା ଜବାବ ଦେଉଛି। ସେପଟେ ଆମେରିକା ଆହୁରି ୩୫୦୦ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇଛି। ଏସବୁ ଭିତରେ ଆମେରିକାକୁ କଡାଚେତାବନୀ ଦେଇଛିଇରାନ । ଦେଶର ରିଭଲ୍ୟୁସନାରୀ…

ନେପାଳରେ ନୂତନ ସରକାର ବଡ଼ ଆକ୍ସନ,ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ…

ନେପାଳରେ ନୂତନ ସରକାର ଗଠନ ହେବା ପରେ ଲାଗିରହିଛି ରାଜନୈତିକ ଅସ୍ଥିରତା। ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ବଡ଼ ଆକ୍ସନ ନେଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକରଙ୍କୁ ଗିରଫ କରିଛି ପୋଲିସ।…

ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ

ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ। ମୁମ୍ବାଇରେ ଥିବା ଇରାନ ଦୂତାବାସ ପକ୍ଷରୁ ଏହାର ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି। ଇରାନ ସରକାରୀ ମିଡିଆ ମଧ୍ୟ ଏହି ଭିଡିଓକୁ ପ୍ରସାରଣ କରିଛି। ଭିଡିଓରେ ଇରାନର ଏରୋସ୍ପେସ୍ ଫୋର୍ସର ଯବାନ ଏକ ନୀଳ ରଙ୍ଗର…

ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଉପସାଗରୀୟ କ୍ଷେତ୍ରରେ ଜାରି ଉତ୍ତେଜନା ମଧ୍ୟରେ ଶୁକ୍ରବାର ରାତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଇଛି। ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ବଜ୍ରପାତ ହୋଇଛି। ବର୍ଷା ଓ ଝଡତୋଫାନ ମଧ୍ୟରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା…

ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା…

ଖୋଲିବ କି ହର୍ମୁଜ ଜଳପଥ। ବାଟରୁ ବଡ଼ କଣ୍ଟାକୁ ହଟାଇଲା ଇସ୍ରାଏଲ। ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC)ର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା IDF। ହରମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବାରେ ତାଙ୍କର ଥିଲା ବଡ଼ ଭୂମିକା। ଇସ୍ରାଏଲ ଏହି…

ଇରାନ ର ଦାବିକୁ ଅବାସ୍ତବ ବୋଲି କହିଛି ଆମେରିକା

ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଆମେରିକା ୫ ଦିନ ଯାଏଁ ଯୁଦ୍ଧ ବିରତି ଘୋଷଣା କରିଥିଲେ ମଧ୍ୟ ତାହା କାମ ଦେଉନି । ଲଗାତାର ଭାବେ ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ କରୁଛି । ୟୁଏସ ମଧ୍ୟ ଇରାନ ଅଭିମୁଖେ ନିଜର ସବୁଠୁ ଘାତକ ଫୋର୍ସକୁ ପଠାଇବାକୁ ଯୋଜନା କଲାଣି । ଏସବୁ ଭିତରେ…

କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ , ୬୬ ମୃତ

କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ । ୬୬ ମୃତ । ଦକ୍ଷିଣ କଲମ୍ବିଆ ସୀମା ପେରୁ ନିକଟରେ ବିମାନ କ୍ରାସ । ୧୨୫ ଜଣଙ୍କୁ ନେଇ କଲମ୍ବିଆର ପୁଏର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଘଟିଛି ଦୁର୍ଘଟଣା ।  ବିମାନ ବନ୍ଦରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ,ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ। ଇରାନ ବିରୋଧରେ ଆକ୍ରମଣକୁ ସ୍ଥଗିତ ରଖିଲା ଆମେରିକା।  ୱାଶିଂଟନ ଏବଂ ତେହେରାନ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି।  ଇରାନର…

ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ: ଯଦି ସଂଘର୍ଷ ଦୀର୍ଘ ହୁଏ, ତେବେ ଏହି ଖର୍ଚ୍ଚ ଆହୁରି ବଢ଼ିପାରେ ବିଶେଷଜ୍ଞ

ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ। ଇରାନ ଏମିତି ଆଘାତ ଦେଇଛି, ସବୁ ଦିନ ପାଇଁ ମନେରଖିଥିବ ଆମେରିକା। ଓ୍ୱାଶିଂଟନ ଆର୍ଥିକ ଏବଂ ରଣନୈତିକ ଉଭୟ କ୍ଷେତ୍ରକୁ ଝଟକା ଦେଇଛି ତେହେରାନ। ଇରାନର ପ୍ରତିଶୋଧମୂଳକ ଆକ୍ରମଣ। ଆମେରିକାର ସାମରିକ ଘାଟି ଛିନଛତ୍ର। ମାତ୍ର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ,…

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ

ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଗତକାଲି ରାତିରେ  ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମାଙ୍ଗାନ ଜିଲ୍ଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ୧୪ କିଲୋମିଟର ଗଭୀରତା ଅନୁଭୂତ ହୋଇଥିଲା । ବର୍ତ୍ତମାନ୍…