Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Browsing Category
World
All world wide news update will uploaded
ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍
ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ହୋଇଛି ।…
ରୁଷକୁ ଏୟାରଲିଫ୍ଟ ହେଲେ ମୋଜତାବା ଖାମେନି ,ରାଷ୍ଟ୍ରପତି ଭବନ ପରିସରରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କର…
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଦାୟିତ୍ବ ଗ୍ରହଣ କରିଥିଲେ । କିନ୍ତୁ ପରେ ରିପୋର୍ଟ ଆସିଲା ଯେ, ଖାମେନିଙ୍କ ଉପରେ ହୋଇଥିବା ଆକ୍ରମଣରେ ମୋଜତାବା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା ଏବଂ ସେ…
ମୃତ୍ୟୁକୁ ନେଇ ଗୁଜବ ଅନଲାଇନ୍ରେ ଝଡ଼ ସୃଷ୍ଟି କରିଥିବାବେଳେ ନୂଆ ଭିଡ଼ିଓ ଜାରି କଲେ ନେତାନ୍ୟାହୁ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁକୁ ନେଇ ଗୁଜବ ଅନଲାଇନ୍ରେ ଝଡ଼ ସୃଷ୍ଟି କରିଥିବାବେଳେ ସେ ନିଜେ ଏକ ଭିଡିଓ ଜାରି କରି ଏହାର ସିଧାସଳଖ ଜବାବ ରଖିଛନ୍ତି। ଇରାନ ଆକ୍ରମଣରେ ନେତାନ୍ୟାହୁଙ୍କ ମୃତ୍ୟୁ ହୋଇଥିବା ମାର୍ଚ୍ଚ ୧୩ରେ ଇସ୍ରାଏଲ ପକ୍ଷରୁ ଜାରି ତାଙ୍କର ଏକ…
ଶିଶୁ ହତ୍ୟାକାରୀ ନେତାନ୍ୟାହୁ ବଞ୍ଚିଛନ୍ତି ତାହାଲେ ତାଙ୍କୁ ଛଡାଯିବ ନାହିଁ ,ତାଙ୍କୁ ଖୋଜି ଖୋଜି ହତ୍ୟା କରିବୁ…
ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ । ଇରାନର ପାଲଟା ଜବାବ । ଏହା ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ଏବଂ ନିଖୋଜ ଖବରକୁ ନେଇ ହଠାତ ସବୁ ଆଡେ ଚର୍ଚ୍ଚା । ଇସ୍ରାଏଲ ପକ୍ଷରୁ…
ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପଙ୍କ ଅପିଲ୍
ବିଶ୍ବକୁ ଘାରିଛି ହର୍ମୁଜ୍ ଚିନ୍ତା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟେନସନ୍ । ଏବେ ହର୍ମୁଜ୍ରେ ଯେଉଁସବୁ ଦେଶର ଜାହାଜ ଅଟକି ରହିଛି, ସେମାନଙ୍କୁ ସୈନ୍ୟ ପଠାଇବାକୁ ଟ୍ରମ୍ପ ଅପିଲ୍ କରିଛନ୍ତି । ଏହା ସହ ହର୍ମୁଜ୍ ଖୁବଶୀଘ୍ର ମୁକ୍ତ ହେବ ବୋଲି ମଧ୍ୟ ଦାବି କହିଛନ୍ତି…
ନିଜର ପଡ଼ୋଶୀ ଦେଶ ଉପରେ ଆକ୍ରମଣ ନ କରିବା ପାଇଁ ଇରାନକୁ ହମାସ ର ଅପିଲ
ଘନେଇବାରେ ଲାଗିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ମଧ୍ୟରେ ପାଲେଷ୍ଟାଇନ ମିଲିଟାଣ୍ଟ ଗ୍ରୁପ ହମାସ ଇରାନକୁ ବଡ଼ ଆହ୍ଵାନ ଦେଇଛି। ନିଜର ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବା ଇରାନ ବନ୍ଦ କରୁ ବୋଲି ହମାସ କହିଛି। ଏହା ସହିତ ହମାସ ଇରାନ ସମର୍ଥନରେ ବି ବୟାନ ଦେଇଛି। ହମାସର ଏହି ବୟାନ ଏମିତି ସମୟରେ…
ଇରାନ ରାଷ୍ଟ୍ରପତି ଡ. ମସୁଦ ପେଜେଶ୍କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ ,ଭିଡରେ ବୁଲି…
ପୂର୍ବତନ ସୁପ୍ରିମ ଲିଡର ଅୟାତୋଲା ଅଲି ଖେମେନିଙ୍କ ହତ୍ୟା ପରେ ମଧ୍ୟ ଇରାନ ରାଷ୍ଟ୍ରପତି ଡ. ମସୁଦ ପେଜେଶ୍କିୟନଙ୍କ ଇସ୍ରାଏଲ ଓ ଆମେରିକା ପ୍ରତି ସାମାନ୍ୟତମ ଭୟ ମଧ୍ୟ ନାହିଁ। ଏହାର ପ୍ରମାଣ ଶୁକ୍ରବାର ଫର୍ଡୋସୀ ସ୍କୋୟାରରେ ଦେଖିବାକୁ ମିଳିଛି, ଯେଉଁଠି ତାଙ୍କୁ ପ୍ରଦର୍ଶନକାରୀଙ୍କ ଗହଣରେ…
୩ କୋଟି ବ୍ୟାରେଲ ରୁଷ ତେଲ କ୍ରୟ କଲା ଭାରତ
ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥବା ଯୁଦ୍ଧ ମଧ୍ୟରେ ହର୍ମୁଜ ଜଳପଥ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଭାରତ ଏବେ ରୁଷ ତେଲ ପାଇଁ ଅଣ୍ଟା ଭିଡ଼ିଛି । ଆମେରିକା ମଧ୍ୟ ରୁଷ ତେଲ କିଣିବା ପାଇଁ ଭାରତକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛାଡ଼ ପ୍ରଦାନ କରିଛି । ତେଣୁ…
ଇରାନର ରାଜଧାନୀ ତେହେରାନରେ ତେଲ ବର୍ଷା, ଆସନ୍ତୁ ଜାଣିବା ଏହି ତେଲ ବର୍ଷା କଣ , ଜୀବନ ପ୍ରତି କେତେ ବିପଦ
ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧ। ଆମେ କିନ୍ତୁ ଏହି ଯୁଦ୍ଧରେ ତୈଳ ଓ ଗ୍ୟାସକୁ ନେଇ ସଙ୍କଟ ଦେଖୁଛେ। କିନ୍ତୁ ଯୁଦ୍ଧର ପରିଣାମ ଆମ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପଡ଼ିପାରେ, ତାହାକୁ ଉଲ୍ଲେଖ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHO ରିପୋର୍ଟ ଯାହା କହୁଛି, ତାହା ଇରାନ ପାଇଁ ବଡ଼ ବିପଦ…
ଏହି କାରଣରୁ କୋରିଆକୁ ଆମେରିକୀୟ ସୈନ୍ୟ ପଠାଇଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ। ଯୁଦ୍ଧ ନୁହେଁ ତ ମହାଯୁଦ୍ଧର ସଙ୍କେତ। ଇରାନ୍ ଉପରେ ଏକକାଳୀନ ଆଟାକ୍ କରୁଛି ଇସ୍ରାଏଲ ଓ ଆମେରିକା। ପାଲଟା ଜବାବ ଦେଉଛି ତେହରାନ। କୁହାଯାଉଛି ଯେ ମଧ୍ୟପ୍ରାଚ୍ୟର ଯୁଦ୍ଧରେ ଗୋଟେ ପରେ ଆଉ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି। ଏବେ କୋରିଆ ଉପଦ୍ୱୀପରେ ବଢ଼ୁଛି…