Browsing Category

World

All world wide news update will uploaded

ଆମେରିକାକୁ ସମର୍ଥନ ନକରି ଇରାନ୍ ବିଶ୍ବାସ ଜିତିଛି ଫ୍ରାନ୍ସ,ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି…

ଆମେରିକାକୁ ସମର୍ଥନ ନକରି ଇରାନ୍ର ବିଶ୍ବାସ ଜିତିଛି ଫ୍ରାନ୍ସ । ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି ଫ୍ରାନ୍ସର ଜାହାଜ । ନାଟୋର ଏକ ଘନିଷ୍ଠ ସହଯୋଗୀ ଫ୍ରାନ୍ସ, ଇରାନ ଯୁଦ୍ଧରେ ଆମେରିକାକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…

ଆମେରିକାର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍

ଆମେରିକାର ଆଉ ଗୋଟିଏ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ଏଫ-୩୫କୁ ଧ୍ବଂସ କରିଥିବା ନେଇ ଦାବି କଲା ଇରାନ୍ । ମଧ୍ୟ ଇରାନ ଆକାଶରେ ଏହି ବିମାନକୁ ଆଇଆରଜିସିର ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଛି ବୋଲି ତେହେରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଥିବା ବେଳେ,…

ଜାତିସଂଘର ସୁରକ୍ଷା ପରିଷଦକୁ ଇରାନ ର ଧମକ

ଇରାନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇରାନକୁ ଚେକ୍ ଦେବାକୁ ଆମେରିକା ଯେତେ ଚେଷ୍ଟା କଲେ ବି ସବୁ ଫେଲ୍ ମାରିଛି । ସେପଟେ ଇରାନ୍ ହର୍ମୁଜ ପ୍ରଣାଳୀକୁ ପ୍ରାୟ ବନ୍ଦ କରିଦେବା ଫଳରେ ବିଶ୍ବରେ ଶକ୍ତି ସଙ୍କଟ ଦେଖା ଦେଇଛି । ଏବେ ହର୍ମୁଜ ପ୍ରାଣାଳୀ ଉପରେ ନିଷ୍ପତ୍ତି ନେବା ଲାଗି…

ହର୍ମୁଜ୍ ପ୍ରଣାଳୀ ଉପରେ ଆଲୋଚନା ପାଇଁ ୟୁକେ ପକ୍ଷରୁ ଭାରତ ସମେତ ଅନେକ ଦେଶକୁ ନିମନ୍ତ୍ରଣ କରାଯାଇଛି , ଆମେରିକାକୁ…

ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଇରାନ ଷ୍ଟ୍ରେଟ୍ ଅଫ ହରମୁଜ ବନ୍ଦ କରିଦେଇଛି।ଫଳରେ ସାରା ବିଶ୍ୱରେ ଶକ୍ତି ସଂକଟ ଦେଖା ଦେଇଛି। ଏହାର ସମାଧାନ ପାଇଁ ଭାରତର ସହଯୋଗ ଲୋଡ଼ିଛି ୟୁନାଇଟେଡ୍ କିଙ୍ଗଡମ(ୟୁକେ)। ଏହି ମାମଲାରେ ଆଲୋଚନା କରି ସମାଧାନ ବାହାର କରିବାକୁ ଭାରତ ସମେତ ୩୫ଟି ଦେଶକୁ ନିମନ୍ତ୍ରଣ…

ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ତାଲିକାରେ ସାମିଲ ହେବାକୁ ଦିଆଯିବ ନାହିଁ , ଇରାନ ସହ କୌଣସି ଡିଲ୍ ହେବ…

ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ତାଲିକାରେ ସାମିଲ ହେବାକୁ ଦିଆଯିବ ନାହିଁ । ଇରାନ ସହ କୌଣସି ଡିଲ୍ ହେବ ନାହିଁ । ଆମେରିକା ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇ ତେଲ ଆମଦାନୀ କରିନଥାଏ । ଭବିଷ୍ୟତରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଆମେରିକା ପାଇଁ ସେତେ ମାତ୍ରାରେ ଆବଶ୍ୟକ ନୁହେଁ ବୋଲି…

ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି,ଏହା ଆମର ଯୁଦ୍ଧ ନୁହେଁ ବୋଲି ଆମେରିକାକୁ ସ୍ପଷ୍ଟ ସନ୍ଦେଶ ଦେଲେ ବ୍ରିଟେନ…

ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। କହିଛନ୍ତି ଇରାନ ଯୁଦ୍ଧରେ ବ୍ରିଟେନ ପଡିବନି। ସେ କହିଛନ୍ତି ଏହା ଆମର ଯୁଦ୍ଧ ନୁହେଁ। ଏହା ସହିତ ସେ ହୋର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରୟାସ…

ଆସନ୍ତାକାଲି ଠାରୁ ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନୀ ଉପରେ ଆଟାକ୍ କରିବ ଇରାନ

ଆମେରିକା ଯେତେ ଆକ୍ରମଣ କରୁଛି,ସେତେ ହିଂସକ ହୋଇଉଠୁଛି ଇରାନ। ଆମେରିକା ସାମରିକ ବେସ୍ ଠାରୁ ଆରମ୍ଭ କରି ବିମାନ ଓ ଜାହାଜକୁ ଆକ୍ରମଣ କରୁଛି ଇରାନ। ଏବେ ପାଳି ଆମେରିକାର ବଡ଼ ବଡ଼ ଟେକ୍ କମ୍ପାନୀଙ୍କର। ଆସନ୍ତାକାଲି ଠାରୁଆପଲ ମାଇକ୍ରୋସଫ୍ଟ ଭଳି ୧୮ ଆମେରିକୀୟ କମ୍ପାନୀ ଉପରେ ଆଟାକ୍ କରିବାକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇଟାଲୀ ଆମେରିକାକୁ ଏକ ବଡ଼ ଝଟକା ଦେଇଛି ,ଆମେରିକୀୟ ଯୁଦ୍ଧ ବିମାନ ଅବତରଣ ପାଇଁ ବରାଣ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇଟାଲୀ ଆମେରିକାକୁ ଏକ ବଡ଼ ଝଟକା ଦେଇଛି। ସ୍ଥାନୀୟ ଖବରକାଗଜ କୋରିଏର ଡେଲା ସେରା ଅନୁଯାୟୀ, ଇଟାଲୀ ସରକାର ସିସିଲିରେ ମଧ୍ୟପ୍ରାଚ୍ୟ ଯାଉଥିବା ଏକ ବିମାନକୁ ଅବତରଣ କରିବାରୁ ବାରଣ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଇଟାଲୀ ସରକାର ଇରାନ ଯୁଦ୍ଧରୁ ନିଜକୁ ଦୂରେଇ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା। ପୁଣି ଚର୍ଚ୍ଚାରେ ସେଇ ନାମ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମେ ନୋବେଲ ଦାବି ଓ ଆଉ ଏବେ ଯୁଦ୍ଧ। ସଙ୍କଟରେ ଫସି ରହିଛି ବିଶ୍ୱ। ହେଲେ ଟ୍ରମ୍ପ ପ୍ରଶାସନ ଟେନସନ ଫ୍ରି। ଟ୍ରମ୍ପ କିପରି ଲୋକପ୍ରିୟ ହେବେ, ସେ ଦିଗରେ ଲାଗିପଡ଼ିଛନ୍ତି।…

ଇରାନୀ ଆକ୍ରମଣରେ ଭାରତୀୟ କର୍ମଚାରୀ ମୃତ

ଯୁଦ୍ଧରେ ପଛକୁ ହଟୁନି ଇରାନ। ଗଲ୍ଫ ଦେଶକୁ ଆଟାକ୍। ଏହାରି ଭିତରେ କୁଏତର ବିଦ୍ୟୁତ୍ ଏବଂ ଜଳ ବିଶୋଧାନାଗାର ପରିସରରେ ଥିବା ସେବା ଭବନ ଉପରେ ଇରାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୁଏତର ବିଦ୍ୟୁତ୍ ଏବଂ ଜଳ ମନ୍ତ୍ରଣାଳୟ…