Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
World
All world wide news update will uploaded
ପାକିସ୍ତାନ ଗସ୍ତରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍,କାଲି ଇସ୍ଲାମାବାଦରେ ହେବ ଶାନ୍ତି ଆଲୋଚନା
ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭେନସ୍ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ଇରାନ-ଆମେରିକା ଯୁଦ୍ଧବିରାମ ଲାଗି ଇସ୍ଲାମାବାଦରେ ଅନୁଷ୍ଠିତ ହେଉଥିବା ଶାନ୍ତିବାର୍ତ୍ତା ପୂର୍ବରୁ ଭେନ୍ସ ବଡ଼ ବୟାନ ଦେଇଛନ୍ତି। ଭେନସ୍ କହିଛନ୍ତି ଯେ ସେ ଇରାନ ସହିତ ସକରାତ୍ମକ ଆଲୋଚନା ଆଶା କରୁଛନ୍ତି।…
ଭାଙ୍ଗିଛି ପୁଟିନଙ୍କ ଧୈର୍ଯ୍ୟ,ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଛି ମସ୍କୋ
ଦୀର୍ଘ ୫ ବର୍ଷ ହେଲାଣି ଚାଲିଛି ଯୁଦ୍ଧ। ଆକ୍ରମଣ ପ୍ରତି ଆକ୍ରମଣର ହତାଶ ହେଲେଣି ଋଷ-ୟୁକ୍ରେନ୍। ମରୁଛନ୍ତି ଲୋକେ, ନଷ୍ଟ ହେଉଛି ସମ୍ପତ୍ତି। ତଳିତଳାନ୍ତ ହେଉଛି ଅର୍ଥନୀତି। ଏଥର ଆଉ ନୁହେଁ, ଭାଙ୍ଗିଛି ପୁଟିନଙ୍କ ଧୈର୍ଯ୍ୟ। ୟୁକ୍ରେନ୍ ଉପରେ ହେବ ଭୟଙ୍କର ଆକ୍ରମଣ। ଗୋଟିଏ ଷ୍ଟ୍ରାଇକରେ ସବୁ…
ଆମ ଅନୁମତି ବିନା ହୋର୍ମୁଜ ପାର କରିପାରିବେନି ସମୁଦ୍ରରେ ଅଟକି ରହିଥିବା ଜାହାଜ-ଇରାନ ନେଭି
ଆମେରିକା-ଇରାନ ଯୁଦ୍ଧବିରାମ ମଧ୍ୟରେ ଇରାନ ନେଭି ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ନେଇ ବଡ଼ ବୟାନ ଦେଇଛି। କହିଛି ଯେ ସମୁଦ୍ରରେ ଅଟକି ରହିଥିବା ଜାହାଜ ଆମ ଅନୁମତି ବିନା ହୋର୍ମୁଜ ପାର କରିପାରିବେନି। ଏଥିରେ ଯଦି କେହି ଖିଲାଫ କରେ ତାକୁ ପରିଣାମ ଭୋଗିବାକୁ ପଡିବ। ଇରାନର ଏହି ଧମକ ସେତେବେଳେ ଆସିଛି…
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି,ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି,
ଟଳିଲା ମହାଯୁଦ୍ଧର ବିପଦ! ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଇରାନ ସହ ୨ ସପ୍ତାହ ପାଇଁ ଶାନ୍ତି ଚୁକ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଛନ୍ତି । ନିଜେ ସେଟ୍ କରିଥିବା ଡେଡଲାଇନ୍ ଶେଷ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ…
କୋଟିଏ ଚାଳିଶ ଲକ୍ଷ ନାଗରିକ ଗର୍ବର ସହ ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ କରିପାରିବେ- ଇରାନ ରାଷ୍ଟ୍ରପତି ମାସୁଦ୍…
ମଧ୍ୟପ୍ରାଚ୍ୟ ଅସ୍ଥିର । ସରୁନି ଯୁଦ୍ଧ । ବାରମ୍ବାର ଇରାନ ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଲଗାତାର ଭାବେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସୁଛି । ମଙ୍ଗଳବାର ସେ ଇରାନବାସୀଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଗୋଟିଏ ରାତିରେ ପୂରା ସଭ୍ୟତା…
ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ଭୟଙ୍କର ମିସାଇଲ୍ ଆକ୍ରମଣ କଲେ ଆମେରିକା
ଖାର୍ଗ ଦ୍ୱୀପରେ ଆକ୍ରମଣ । ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ଭୟଙ୍କର ମିସାଇଲ୍ ଆକ୍ରମଣ ହୋଇଛି । ଏଠାରେ ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ, ଇରାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ପ୍ରମୁଖ ବାଣିଜ୍ୟ…
ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୫ ସୂତ୍ରୀ ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଇରାନ
ଇରାନ୍ ଏବଂ ଆମେରିକା ମଧ୍ୟ ଜାରି ଯୁଦ୍ଧ ବନ୍ଦ କରିବା ଲାଗି ମଧ୍ୟସ୍ଥତା କରୁଛି ପାକିସ୍ତାନ । ହେଲେ ପାକିସ୍ତାନର ଯୁଦ୍ଧବିରତି ପ୍ରସ୍ତାବ ଇରାନର ନେତୃତ୍ବଙ୍କୁ ପସନ୍ଦ ଆସୁନାହିଁ । ଏହା ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ କହିଥିଲେ, ଆମେ ଇସ୍ଲାମାବାଦ ଯିବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଏବେ…
ଶତ୍ରୁ ନଜରରୁ ୪୮ ଘଣ୍ଟା ଧରି ନିଜକୁ ଏପରି ସୁରକ୍ଷିତ ରଖିଥିଲେ ପାଇଲଟ
ଇରାନର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଆମେରିକୀୟ ଏଫ-୧୫ ଇ ଯୁଦ୍ଧ ବିମାନ କ୍ରାସ୍ ପରେ ଯେଉଁ କାହାଣୀ ସାମ୍ନାକୁ ଆସୁଛି ତାହା କୌଣସି ହଲିଉଡ ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ବିମାନରେ ମିଜାଇଲ ମାଡ଼ ହେବା ପରେ ଦୁଇ ପାଇଲଟ ଇଜେକ୍ଟ ହୋଇଯାଇଥିଲେ। ହେଲେ ଜଣେ ଦୁଇ ଦିନ ଧରି ଶତ୍ରୁ ମୁଲକରେ ଲୁଚି…
ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ,ଆମେରିକା ଏବଂ ଇସ୍ରାଏଲ ପାଇଁ ସମଗ୍ର ମଧ୍ୟପ୍ରାଚ୍ୟକୁ ନର୍କରେ ପରିଣତ କରିବାକୁ…
ଚରମ ସ୍ଥିତିରେ ଇରାନ-ଆମେରିକା ଯୁଦ୍ଧ । ଦିନ ଗଡୁଛି ଲଢେଇ ଥମୁନି । ଆହୁରି ଉଗ୍ର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଛନ୍ତି । ଏହାର କଡ଼ା ଜବାବ ଦେଇଛି ତେହେରାନ । ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ, ଇରାନ…
ଆମେରିକାକୁ ସମର୍ଥନ ନକରି ଇରାନ୍ ବିଶ୍ବାସ ଜିତିଛି ଫ୍ରାନ୍ସ,ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି…
ଆମେରିକାକୁ ସମର୍ଥନ ନକରି ଇରାନ୍ର ବିଶ୍ବାସ ଜିତିଛି ଫ୍ରାନ୍ସ । ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି ଫ୍ରାନ୍ସର ଜାହାଜ । ନାଟୋର ଏକ ଘନିଷ୍ଠ ସହଯୋଗୀ ଫ୍ରାନ୍ସ, ଇରାନ ଯୁଦ୍ଧରେ ଆମେରିକାକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…