Browsing Category

Trends

All trending news will be updated in daily basis

ଇମ୍ରାନ ଖାନଙ୍କୁ ଆଶ୍ବସ୍ତି: ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍

ଇସଲାମବାଦ: ଇମ୍ରାନ ଖାନଙ୍କୁ ଆଶ୍ବସ୍ତି ମିିଳିଛି ଇସଲାମବାଦ ହାଇକୋର୍ଟରୁ ।  ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋସାଖାନା ମାମଲାରେ  ସ୍ଥଗିତାଦେଶ ଜାରି କରିଥିବା…

ଟିବି ମୁକ୍ତ ଭାରତ ପାଇଁ ନିଜ ପକେଟ୍ ମନି ଦାନ କରିଛନ୍ତି ୭ ବର୍ଷୀୟା ନଳିନୀ

ପିଲାଦିନୁ ସମାଜକୁ ବାର୍ତା ଦେଇଛନ୍ତି କୁନି ଝିଅ ନଳିନୀ । ନିଜ ପିଲା ଖେଳ ବୟସରେ ସମାଜର କଥା ଚିନ୍ତା କରି ଦାନ କରିଛନ୍ତି ତାଙ୍କ ପକେଟ ମନି । ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି ।…

ଲୁହରେ ଭିଜିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ଗାଁ: ପଚିଶ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାକ୍ଷୀଗୋପାଳ : ଲୁହରେ ଭିଜିଛି ସହିଦ ଦେବାଶିଷ ବିଶ୍ୱାଳଙ୍କ ଗାଁ । ପିଲାଠୁ ବୁଢ଼ା ସମସ୍ତଙ୍କ ଆଖିରେ ଲୁହ । ଖବର ପହଁଚିବା ପରେ ସହିଦଙ୍କ ଘରେ କାନ୍ଦ ବୋବାଳି ବନ୍ଦ ହେଉନାହିଁ । ବନ୍ଧୁ ପରିଜନ, ରାଜନେତାଙ୍କ ଗହଳି ଛୁଟିଛି । କିନ୍ତୁ ନିଜ ପୁଅକୁ ହରାଇ ପରିବାର , ଗାଁ ଏବେ ଝୁରୁଛି । ଗତକାଲି…

ସୁଦାନ ହିଂସା:  ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ

ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…

ରାଜସ୍ଥାନ ରୟାଲ୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା

ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ…

ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତ

ଭାରତର ଜନସଂଖ୍ୟା ବଢ଼ିବଢ଼ି ଯାଉଥିବା ବେଳେ ଏବେ ଚୀନକୁ ଟପିଥିବା ଚର୍ଚା ହେଉଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ୟୁନାଇଟେଡ ନେସନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ତେବେ କେବେ ଭାରତର ଜନସଂଖ୍ୟା ଟପିଲା ଏବଂ କିଭଳି ଗଣନା କରାଗଲା ତାହା ମଧ୍ୟ…

ଖୁସିରେ ରହିବା ପାଇଁ ଚିନ୍ତାଧାରା ବଦଳାଇବା ଉଚିତ୍

ଆପଣ ଘରେ କାର୍ଯ୍ୟକ୍ଷେତ୍ରରେ ଖୁସି ପାଇପାରୁନାହାଁନ୍ତି କି? ଯଦି ହଁ , ତେବେ ଆପଣ ଆଉ ଭାବନ୍ତୁ ନାହିଁ । କିପରି ଖୁସି ପାଇବେ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ଏକ ରିସର୍ଚରୁ ଜଣାଯାଇଛି ଯେ ଯଦି ଆପଣ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ନିଜ କାର୍ଯ୍ୟ ଠିକ ଭାବେ…

ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦% ବୃଦ୍ଧି ପାଇ ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର…

ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଠାରୁ ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିବେଶକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଆଇଟି,ଶିଳ୍ପ ପର୍ଯ୍ୟଟନ ଓ କ୍ରୀଡା କ୍ଷେତ୍ର ପାଇଁ ନିବେଶକଙ୍କୁ ସାକ୍ଷାତ କରିବେ। ଏପ୍ରିଲ ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ…

ଡୋନାଲଡ୍‌ ଟ୍ରମ୍ପ୍‌ କରିପାରନ୍ତି ଆତ୍ମସମର୍ପଣ

ନ୍ୟୁୟର୍କ: ଦିନେ ସାରା ବିଶ୍ବରେ ନିଜର ଦବଦବା ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବେ ଜେଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ଛୋଟ ଅଭିଯୋଗ ନୁହେଁ । ତେଣୁ ଟ୍ରମ୍ପ ଆତ୍ମସମର୍ପଣ କରିବାର ସମ୍ଭାବନା ଥିବାରୁ…