Browsing Category

Trends

All trending news will be updated in daily basis

ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା

ମଦ ଘୋଟାଲା ମାମଲାରେ  ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ ଗିରଫ ହେବା ପରେ ଆପ ପକ୍ଷରୁ ବିଭିନ୍ନ ସ୍ଥାନରେ ଧାରଣା ଦିଆଯାଇଛି । ଦୀର୍ଘ ୮ ଘଣ୍ଟାର ଜେରା ପରେ  ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନ ତିଅାର କରିଥିବା ବେଳେ ପ୍ରଶ୍ନର ଉତ୍ତର…

ଭାରତରେ ଆଜି ପହଞ୍ଚିବେ ଆଉ ୧୨ ଚିତା

ଭାରତରେ ଆଜି ପହଞ୍ଚିବେ ଆଉ ୧୨ ଚିତା । ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର ଭୋପାଳର କୁନୋ ନ୍ୟାସନାଲ ପାର୍କରେ ପହଞ୍ଚିବେ ଏହି ୧୨ ଚିତା । ଗୁରୁବାର ଦିନ ୧୨ ଚିତା ସହ ଭାରତୀୟ ବାୟୁସେନାର ବିମାନ ଦକ୍ଷିଣ ଆଫ୍ରିକାରୁ ବାହାରି ସାରିଛି । ପାଖାପାଖି ୮ହଜାର କିଲୋମିଟର ଯାତ୍ରା କରି ୫ଟି ଅଣ୍ଡିରା…

ଏରୋ ଇଣ୍ଡିଆ ୨୦୨୩

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ…

ରିଲିଫ୍ ସାମଗ୍ରୀ ନେଇ ଉଡ଼ିଲା ଭାରତର ୭ମ ପ୍ଲେନ୍

ନୂଆଦିଲ୍ଲୀ: ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିରାଟ ବିରାଟ ବିଲ୍ଡିଂରୁ ଯେତିକି ଯେତିକି ଧ୍ବଂସାବଶେଷ ସଫା କରାଯାଉଛି, ସେମିତି ସେମିତି ଛାତିଥରା ଦୃଶ୍ୟ ପଦାକୁ ଆସୁଛି । କେବଳ ଭୂକମ୍ପ ନୁହେଁ, ତୁର୍କୀ ଓ ସିରିଆରେ ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର…

ତୁର୍କୀ ଭୂମିକମ୍ପ: ୫୬୮ ମୃତ

 ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି  । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବ‌େଳେ ଭୂମିକମ୍ପ ସଂଘଠିତ ହୋଇଛି । ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର…

ଲୋକ ସେବା ପ୍ରସାରଣର ଉତ୍ତରଦାୟିତ୍ୱ ଉପରେ ମାର୍ଗଦର୍ଶିକା

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ । ଭାରତରେ କାର୍ଯ୍ୟ…

ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ

ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ ।  ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।  ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ ।…

ବୟକଟକୁ ନେଇ ଚିନ୍ତାରେ ଶାହରୁଖ

ଚିନ୍ତାରେ ପଠାନ ଫିଲ୍ମର ହିରୋ ଶାହରୁଖ ଖାନ । ତେବେ ତାଙ୍କ ଫିଲ୍ମ ଭଲ ଚାଲିବ କିଛି ଲୋକ କହୁଥିବା ବେଳେ କିଛି ଲୋକ କହୁଛନ୍ତି ଚାଲିବନି । ଗୋଟିଏ ପଟେ କରୋନା ଯୋଗୁ ଫିଲ୍ମ ରିଲିଜ ହୋଇପାରୁନଥିଲା ।  ତାଙ୍କ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଚାରିଆଡେ ବୟକଟ କରାଯାଉଥିବାରୁ…

ଓସ୍‌ଡମା କୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପାଇଁ ଚୟନ କରାଯାଇଛି

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ଘୋଷଣା କରାଯାଇଛି। ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍ଥାଗତ ବର୍ଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ…

ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ସାହାସକୁ ସଲାମ

ଆଜି ମହାନ ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କୁ ପାଣି ପିଆଇ ଦେଇଥିଲେ ବୀର ସୁରେନ୍ଦ୍ର ସାଏ ।  ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମ ହୋଇଥିଲେ ବୀର ସୁରେନ୍ଦ୍ର ସାଏ । ସେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ…