Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Trends
All trending news will be updated in daily basis
ଦରଖାସ୍ତ ଦିଅ ମନସ୍କାମନା ପୂର୍ଣ୍ଣ କର
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରଥା ପରମ୍ପରା କାହି କେତେ କାଳରୁ ରହିଆସିଛି । ଏହି ପରମ୍ପରା ଭିତରେ ରହି ଆସିଛି ଅନେକ ରହସ୍ୟ । ଯେଉ ରହସ୍ୟ ପାଇ କିଛି ମନ୍ଦିର ଚତ୍ମକାର ପାଲଟି ଯାଉଛି । ଏହି କିଛି ଚତ୍ମକାରକୁ ଲୋକଲୋଚନକୁ ଆଣିବାକୁ ଭାରତର ବିଭିନ୍ନ!-->!-->!-->…
ଗିଟାରିଷ୍ଟ କର୍ଟ କୋବେନଙ୍କ ମହଙ୍ଗା ଗିଟାର
bloomberg.com
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦୁନିଆରେ ଭରି ରହିଛି ମହଙ୍ଗା ଜିନିଷ ସବୁ । ଏହ ସବୁ ଜିନିଷ କେବେ କେବେ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆର୍କଷଣ କରେ । ଏହି ସବୁ ମହଙ୍ଗା ଜିନିଷ ଲକ୍ଷ!-->!-->!-->!-->!-->…
ନୂତନ ବର୍ଷର ଅଭିନନ୍ଦନ
ମେଟ୍ରୋ ଟିଭି ବ୍ୟୁରୋ,୧/୧:ନୂଆ ବର୍ଷର ନୂଆ ସକାଳ ଆପଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ମେଟ୍ରୋ ପରିବାର । ନୂଆ ବର୍ଷର ଆରମ୍ଭ ଆପଣଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରିଦଉ । କିଛି ସ୍ଥାନରେ କୋହଲା ଓ ଆଉ କିଛି ସ୍ଥାନରେ ଖରାରେ ଏଇ ନୂଆ ବର୍ଷର ସକାଳ । ଆସନ୍ତୁ ସମସ୍ତେ କୋଭିଡ ନିୟମ ଓ!-->!-->!-->…
ସପ୍ତାଶ୍ଚର୍ଯ୍ୟ ଗିଜା ପିରାମିଡ୍
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ପୃଥିବୀରେ ଥିବା ୭ଟି ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗିଜା ପିରାମିଡ ଅନ୍ୟତମ । ଏହି ପିରାମିଡ ବହୁ ପ୍ରାଚୀନକାଳରୁ ଅକ୍ଷୁର୍ଣ୍ଣ ଅଛି । ଗିଜାର ଗ୍ରେଟ ପିରାମିଡ ଖୁଫୁର ପିରାମିଡ ବା ଚୋପ୍ସର ପିରାମିଡ ଭାବରେ ଜଣାଶୁଣା । ଏହି ପିରାମିଡ ୪ର୍ଥ ରାଜବଂଶର ଇଜିପ୍ଟର ଫାରୋ!-->…
ତିନିଟି ହୃତପିଣ୍ଡ ଥିବା ପ୍ରାଣୀ
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆମ ଏଇ ବିଚିତ୍ର ବ୍ରହ୍ମାଣ୍ଡରେ ଭିନ୍ନଭିନ୍ନ ପ୍ରକାରର ଜୀବ ସବୁ ଦେଖିବାକୁ ମିଳେ । କିଏ କେତେବେଳେ ବିଲୁପ୍ତ ହୁଏ ତ ଆଉ କିଏ ବଂଶ ବିସ୍ତାର କରି ଆଗକୁ ବଢେ । ବିଭିନ୍ନ ପ୍ରାଣୀ,ଜୀବ , ଉଭିଦକୁ ନେଇ ଏ ପୃଥିବୀ ତିଷ୍ଠି ରହିଛି । ଏହି ପରି କିଛି ଅଜବ ପ୍ରାଣୀ!-->…