Browsing Category

Trends

All trending news will be updated in daily basis

ଏୟାରଟେଲ ଗ୍ରାହକଙ୍କୁ ମହଙ୍ଗା ମାଡ଼ !

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ ପୁଣି ଥରେ ଏହାର କୋଟି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଜୁଲାଇ ୩ ରେ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଥିଲା।ଜୁଲାଇ ୩ ରୁ ଏୟାରଟେଲ ଏହାର ଯୋଜନାକୁ ପ୍ରାୟ ୨୧ ପ୍ରତିଶତ ମହଙ୍ଗା କରିଛି। ବର୍ତ୍ତମାନ ଏୟାରଟେଲ…

ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ

ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ…

ଭାରତରେ ଲଞ୍ଚ ହେଲା‘ଆଇକ୍ୟୁଓଓ ଜେଡ୯ ଲାଇଟ୍’

ଭାରତରେ ସବୁଠାରୁ ଶସ୍ତା ୫ଟି ଫୋନ୍ ‘ଆଇକ୍ୟୁଓଓ ଜେଡ୯ ଲାଇଟ୍’ ଲଞ୍ଚ କରିଛି । ଏହାର ଦାମ୍ ବହୁତ କମ୍ ରହିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୪୯୯ ଟଙ୍କା ରଖାଯାଇଥିବା ବେଳେ ଏଥିରେ ୫୦୦୦mAh ବ୍ୟାଟେରୀ, ୧ ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ…

ପେଟିଏମକୁ ବଡ଼ ଝଟକା

ପେଟିଏମକୁ ବଡ଼ ଝଟକା ଲାଗିଛି । ବର୍ତ୍ତମାନ ଏହି କମ୍ପାନୀରେ ଟଙ୍କା ନିବେଶ କରୁଥିବା ଜାପାନର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସଫ୍ଟବ୍ୟାଙ୍କ ନିଜକୁ ଏଥିରୁ ଦୁରେଇ ଦେଇଛି । ସଫ୍ଟବ୍ୟାଙ୍କ ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନରେ ନିଜର ସଂପୂର୍ଣ୍ଣ ପାର୍ଟନରସିପ ବିକ୍ରି କରିଛି । ସୂତ୍ର…

 ହ୍ୱାଟ୍ସଆପର ନୂଆ ଫିଚର 

ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିଛି, ଯାହା ଅଜଣା ହ୍ୱାଟ୍ସଆପ ଗ୍ରୁପ ସହ ଜଡିତ ସୂଚନାକୁ ପ୍ରାଇଭେଟ ରଖିବ । ଏହି ନୂଆ ଫିଚର ର ମୋଟିଭ ୟୁଜର୍ସଙ୍କୁ ଫ୍ରଡ ଗ୍ରୁପରୁ ବଞ୍ଚାଇବାକୁ ପଡିବ । ଯେଉଁଥିରେ ତାଙ୍କୁ ଅଚାନକ ଆଡ କରାଯାଏ ।ମେଟାର ହ୍ୱାଟ୍ସଆପ ହେଡ Will Cathcart…

ସାମସଙ୍ଗର ନୂଆ ଫ୍ଲିପ ଫୋନ ଲଞ୍ଚ କଲା

 ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ସାମସଙ୍ଗ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି…

ଇଲେକ୍ଟ୍ରିକ କାର୍ ଲଞ୍ଚ୍ କରିବ ଟାଟା ମୋଟର୍ସ

ଲଗାତାର ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ଯାନ ଉପରେ ଫୋକସ କରୁଛି । କମ୍ପାନିର ପୋର୍ଟଫୋଲିଓରେ ପୂର୍ବରୁ ୪ଟି ଇଲେକ୍ଟ୍ରିକ୍ କାର୍ ଥିବା ବେଳେ ଏବେ କମ୍ପାନି ଆଉ ଏକ ଇଲେକ୍ଟ୍ରିକ୍ କାର୍ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ନାମ ରହିଛି କର୍ଭ ।  ଟାଟା ମୋଟର୍ସ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ…

ବିଏସଏନଏଲର ୩୦୦ ଦିନିଆ ରିଚାର୍ଜ ପ୍ଲାନ

ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ସେମାନଙ୍କ ମୋବାଇଲ୍ ରିଚାର୍ଜ ଯୋଜନାକୁ ମହଙ୍ଗା କରିଛନ୍ତି। ହେଲେ ଇତିମଧ୍ୟରେ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରି ଚର୍ଚ୍ଚାରେ ବିଏସଏନଏଲ କେବଳ ଶସ୍ତା ସ୍ୱଳ୍ପ ମିଆଦି ଯୋଜନା ନାହିଁ, ଦୀର୍ଘ…

ବନ୍ଦ ହେବ ଦେଶୀ ଟ୍ୱିଟର Koo

ବର୍ତ୍ତମାନ ଦୈନନ୍ଦିଦ ଜୀବନରେ ସୋସିଆଲ ମିଡିଆ ଏହାର କାୟା ବିସ୍ତାର କରିବାରେ ଲାଗିଛି । ସୋସିଆଲ ମିଡିଆରେ ଆମେ ସାଙ୍ଗସାଥି ଓ ପରିବାର ବର୍ଗଙ୍କ ସହ ଅନେକ ଫୋଟୋ, ଭିଡିଓ ଇତ୍ୟାଦି ଶେୟାର କରିଥାଉ । ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ Koo ବିଷୟରେ ତ ସମସ୍ତେ ଜାଣିଥିବେ । ଖୁବ୍ ଶୀଘ୍ର ଏହା…