Browsing Category

Technology

All technology related news will be uploaded in this

୨୦୦ ଟଙ୍କା ମୂଲ୍ୟର ଏକ ନୂତନ ମନୋରଞ୍ଜନ ଆଡ-ଅନ୍ ପ୍ଲାନ୍ ଲଞ୍ଚ କରିଛି ଜିଓ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର। ଉପଭୋକ୍ତାଙ୍କ ପାଇଁ ୨୦୦ ଟଙ୍କା ମୂଲ୍ୟର ଏକ ନୂତନ ମନୋରଞ୍ଜନ ଆଡ-ଅନ୍ ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ୧୫ଟି ଓଟିଟି ପ୍ଲାଟଫର୍ମ ଏବଂ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ପ୍ରଦାନ କରେ। ଏହି ପ୍ଲାନ୍ ୨୮ ଦିନ ପାଇଁ ବୈଧ…

ଭାରତୀୟ ମାର୍କେଟରେ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି Oppo

Oppo ଭାରତୀୟ ମାର୍କେଟରେ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଖାସି କରି ଏହି ସ୍ମାର୍ଟଫୋନ୍ ୟୁଥ୍ ଏବଂ ପ୍ରଥମ ଥର ପାଇଁ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ବେଷ୍ଟ । ଏହି Oppo ଫୋନ୍ ମାତ୍ର ୧୩,୯୯୯ଟଙ୍କାରୁ ଆରମ୍ଭ ହେଉଛି । ଏଥିରେ 7000mAh ବ୍ୟାଟେରୀ ସହିତ ଅନେକ ଦମଦାର…

ଲଞ୍ଚ ହେଲା Vivo Y600 Turbo ଫୋନ , ଆସନ୍ତୁ ଜାଣିବା ପ୍ରାଇସ ଓ ଫଚର୍ସ ବିଷୟରେ

Vivo ଭାରତରେ ଏକ ବଡ଼ ବ୍ୟାଟେରୀ ସହିତ ଆଉ ଏକ ଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ୨୫ ମେ ଅର୍ଥାତ୍ ଆଜି ଲଞ୍ଚ ହୋଇଛି । ଏହି ଭିଭୋ ଫୋନ୍ Y ସିରିଜ୍ ଅଧୀନରେ ଲଞ୍ଚ ହୋଇଛି ଏବଂ ଏହାର ମୂଲ୍ୟ ମିଡ୍ ବଜେଟ୍ ରେଞ୍ଜରେ ରହିଛି । ଭିଭୋ କନଫର୍ମ କରିଛି ଯେ ଏହି ଫୋନକୁ Vivo Y600 Turbo…

ଭାରତରେ ଲଞ୍ଚ ହୋଇଛି Realme 16 ସିରିଜର ଆଉ ଏକ ଫୋନ୍,ଆସନ୍ତୁ ଜାଣିବା ଫିଚର୍ସ

Realme 16 ସିରିଜର ଆଉ ଏକ ଫୋନ୍ ଭାରତରେ ଲଞ୍ଚ ହୋଇଛି । Realmeର ଏହି ଫୋନ୍ 8000mAhର ପାୱାରଫୁଲ ବ୍ୟାଟେରୀ ସହିତ ଉପଲବ୍ଧ ହେଉଛି । ଏହି ଫୋନ୍ IP69 ରେଟେଡର ହୋଇଥିବାରୁ ପାଣିରେ ପଡିବା ସତ୍ତ୍ବେଏହା ପ୍ରୋଟେକ୍ଟ କରିଥାଏ  । ଚୀନ ବ୍ରାଣ୍ଡର ଏହି ଫୋନ୍ ପୋର୍ଟ୍ରେଟ୍ ଗ୍ଲୋ ଏବଂ ଇନଷ୍ଟାଣ୍ଟ…

ଭାରତରେ ଲଞ୍ଚ ହୋଇଛି Oppoର ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍,ଆସନ୍ତୁ ଜାଣିବା ଏହି ଫୋନଗୁଡିକର ସମ୍ପୂର୍ଣ୍ଣ ଡିଟେଲ୍ସ

Oppo ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ରହିଛି ବହୁତ୍ ବଢ଼ିଆ । ତେବେ ଆସନ୍ତୁ ଜାଣିବା ଏହି ଫୋନଗୁଡିକର ସମ୍ପୂର୍ଣ୍ଣ ଡିଟେଲ୍ସ । Oppo Find X9 Ultra ଭାରତରେ ଲଞ୍ଚ ହୋଇଛି । କମ୍ପାନୀ ଭାରତୀୟ ବଜାରରେ Find X9s ମଧ୍ୟ ଲଞ୍ଚ…

ୟୁଜର୍ସଙ୍କୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରିବ ଜିଓ

ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ଶସ୍ତା ପ୍ଲାନ୍ ସାମିଲ କରିଛି । ଏହି ପ୍ଲାନଗୁଡ଼ିକ ଅନଲିମିଟେଡ କଲିଂ ସମେତ ଅନେକ ସୁବିଧା ପ୍ରଦାନ କରେ । ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ସବୁଠାରୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରେ । ଯାହା…

iPhone 17 Pro ପରି ଫୋନ୍ ଲଞ୍ଚ କରିଛି itel

ଆଜିକାଲି ଅନେକ ଚାଇନିଜ୍ ବ୍ରାଣ୍ଡ iPhone 17 Pro ପରି କଲର ଏବଂ ଡିଜାଇନ୍ ସହିତ ଫୋନ୍ ଲଞ୍ଚ କରୁଛନ୍ତି । ଏହାକୁ ଅନୁସରଣ କରି, itel ମଧ୍ୟ ଭାରତୀୟ ବଜାରରେ ଏହାର ଶସ୍ତା ଫୋନ୍ ଲଞ୍ଚ କରିଛି । ଫୋନର ଲୁକ୍, ଡିଜାଇନ୍ ଏବଂ କଲର ସବୁକିଛି iPhone 17 Pro ପରି । ଫୋନରେ ଏକ ପାୱାରଫୁଲ୍…

ବର୍ଷିକିଆ ପ୍ଲାନ୍ ଆଣିଛି BSNL ,୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରିବ

ବର୍ଷିକିଆ ପ୍ଲାନ୍ ଆଣିଛି BSNL । ମିଳିବ ବଢ଼ିଆ ସୁବିଧା । BSNL ୩୬୫ ଦିନ ପାଇଁ ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରେ । ଏହି ପ୍ଲାନ୍ ସାରା ବର୍ଷ ୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରେ । ଭାରତ ସଂଚାର ନିଗମ ଲିମିଟେଡର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ଘରୋଇ ଟେଲିକମ୍…

OnePlus ଲଞ୍ଚ କଲା Nord CE 6 ସ୍ମାର୍ଟଫୋନ୍ , ଫିଚର୍ସ ବି ରହିଛି ବହୁତ୍ ବଢ଼ିଆ

ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । OnePlus ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଫିଚର୍ସ ବି ରହିଛି ବହୁତ୍ ବଢ଼ିଆ । ନିକଟରେ OnePlus ଭାରତୀୟ ବଜାରରେ Nord CE 6 ନାମକ ଏକ 8000mAh ବ୍ୟାଟେରୀ ବିଶିଷ୍ଟ ଫୋନ୍ ଲଞ୍ଚ କରିଛି। ଚୀନ୍ କମ୍ପାନୀ 8000mAh ବ୍ୟାଟେରୀ…

ପୁଣି ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କଲା Vivo

Vivo ପୁଣି ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଫୋନରେ ୬୫୦୦mAhର ବ୍ୟାଟେରୀ ସହିତ ଅନେକ ଦମଦାର ଫିଚର୍ସ ମଧ୍ୟ ରହିଛି । Vivo ଏହି ଫୋନକୁ Y ସିରିଜରେ ପ୍ରଚଳନ କରିଛି । ଏହି ଫୋନ୍ ଖାସ୍ କରି ୟୁଥ୍ ଏବଂ ବଜେଟ୍ ୟୁଜର୍ସଙ୍କ ପାଇଁ ଡିଜାଇନ୍ କରାଯାଇଛି । କମ୍ପାନୀ ଏହି ଫୋନକୁ…