Browsing Category

Jobs

ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି କଲା ଆଇଟି ସଂସ୍ଥା

ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ନିର୍ଭଳଶୀଳତା କମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି । ଏହାକୁ ନେଇ ଓ୍ବାର୍କ ଫ୍ରମ ହୋମ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଦେଶର ଏକ ପ୍ରମୁଖ ଆଇଟି ସଂସ୍ଥା ସରକାରଙ୍କୁ ଆଡଭାଇଜରୀ ଜାରି କରିବାକୁ ଦାବି କରିଛି । Nascent…

୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା

କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ପରେ ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ଜାରି ରହିଛି। ଚଳିତ ବର୍ଷର ପ୍ରଥମ ଚାରି ମାସରେ ୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ବିଭିନ୍ନ  କମ୍ପାନୀ  ଘୋଷଣା କରିଛନ୍ତି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ଚଳିତ ବର୍ଷ ୯୩,୨୯୪ ଛଟେଇ…

୧୫୦୦ ରୁ ଅଧିକ ସରକାରୀ ନିଯୁକ୍ତି କୁ ରଦ୍ଦ କଲେ ଶାହ ସରକାର

ନେପାଳର ନୂତନ ବାଲେନ୍ଦ୍ର ଶାହ ସରକାର ୧୫୦୦ ରୁ ଅଧିକ ସରକାରୀ ନିଯୁକ୍ତି କୁ ରଦ୍ଦ କରିଛନ୍ତି। ସେସବୁକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସାଧାରଣରେ ବିବେଚନା କରାଯାଉଥିଲା। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲଙ୍କ ଦ୍ୱାରା ଜାରି ଏକ ଅଧ୍ୟାଦେଶ ପରେ ଏହି ପଦକ୍ଷେପ…

 ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ପ୍ରଥମଥର ଛାତ୍ରୀଛାତ୍ରଙ୍କୁ ଓଡ଼ିଆରେ  ମାଟ୍ରିକ୍‌ ସାର୍ଟିଫିକେଟ୍  ମିଳିବ। ଉଭୟ ଓଡ଼ିଆ…

ଗତ ମାସକ ମଧ୍ୟରେ ଏଆଇ ନେଇଛି ପ୍ରାୟ ୪୬,୭୫୦ କର୍ମଚାରୀଙ୍କ ଚାକିରି

କୃତ୍ରିମ ବୁଦ୍ଧିମତା(ଏଆଇ)କୁ ନେଇ ଯେଉଁ ଭୟ ଥିଲା ଏବେ ତାହା ଆଇଟି କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ବର୍ତ୍ତମାନ ‘ଏଆଇ’ର ବିକାଶ ପାଇଁ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଗତ ମାସକ ମଧ୍ୟରେ ମେଟା, ଓରାକଲ୍ ଓ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ…

ଏଲଆଇସି ର ହାଉସିଂ ଫାଇନାନ୍ସ ଲିମିଟେଡରେ ଜୁନିଅର ଆସିଷ୍ଟାଣ୍ଟ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି

ସରକାରୀ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ହାଉସିଂ ଫାଇନାନ୍ସ ଲିମିଟେଡରେ ଜୁନିଅର ଆସିଷ୍ଟାଣ୍ଟ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ଘୋଷଣା କରାଯାଇଛି। ଯୋଗ୍ୟତା ମାନଦଣ୍ଡ ପୁରଣ କରୁଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍, lichousing.com କୁ ଯାଇ ଅନଲାଇନରେ ଆବେଦନ…

ଆସନ୍ତା ୨୩ ତାରିଖରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନିଯୁକ୍ତ ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏକାଥରକେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନିଯୁକ୍ତି ମେଳା ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ…

ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି ବିବିସି

ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଜରିଆ‌ରେ କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି। ବ୍ରିଟେନ୍‌ର ଏହି ପ୍ରସାରଣକାରୀ ସଂସ୍ଥାର ଏହା ହେଉଛି ଅନ୍ୟତମ ସର୍ବବୃହତ୍‌ ଛଟେଇ। ଏକ ଇମେଲ୍‌ ଜରିଆରେ କର୍ମଚାରୀମାନଙ୍କୁ ଯୋଜନା…

ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ…

ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର…

୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଆଇଟି କମ୍ପାନି ଓରାକଲ୍

ଆମେରିକୀୟ ଆଇଟି କମ୍ପାନି ଓରାକଲ୍ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ରିପୋର୍ଟ ଅନୁଯାୟୀ, କମ୍ପାନି ଭାରତରେ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଏବଂ ଆଗାମୀ ମାସରେ ଆଉ ଏକ ବଡ଼ ଧରଣର ଛଟେଇ ହେବାର ସମ୍ଭାବନା ରହିଛି। ଭାରତୀୟ କର୍ମଚାରୀମାନେ କମ୍ପାନିର ବିଶ୍ୱସ୍ତରରେ ୪୦ ପ୍ରତିଶତରୁ…