Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Jobs
ଆସନ୍ତା ୨୩ ତାରିଖରେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନିଯୁକ୍ତ ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏକାଥରକେ ୫୫୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନିଯୁକ୍ତି ମେଳା ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହୋଇଥିବା ଚିଠି ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ…
ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି ବିବିସି
ବିବିସି ବିଶ୍ବବ୍ୟାପୀ ୨୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। ଏହା ଜରିଆରେ କମ୍ପାନି ବାର୍ଷିକ ୧୦ ପ୍ରତିଶତ ସଞ୍ଚୟ କରିବାକୁ ଚାହୁଛି। ବ୍ରିଟେନ୍ର ଏହି ପ୍ରସାରଣକାରୀ ସଂସ୍ଥାର ଏହା ହେଉଛି ଅନ୍ୟତମ ସର୍ବବୃହତ୍ ଛଟେଇ। ଏକ ଇମେଲ୍ ଜରିଆରେ କର୍ମଚାରୀମାନଙ୍କୁ ଯୋଜନା…
ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ…
ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର…
୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଆଇଟି କମ୍ପାନି ଓରାକଲ୍
ଆମେରିକୀୟ ଆଇଟି କମ୍ପାନି ଓରାକଲ୍ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ରିପୋର୍ଟ ଅନୁଯାୟୀ, କମ୍ପାନି ଭାରତରେ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଏବଂ ଆଗାମୀ ମାସରେ ଆଉ ଏକ ବଡ଼ ଧରଣର ଛଟେଇ ହେବାର ସମ୍ଭାବନା ରହିଛି। ଭାରତୀୟ କର୍ମଚାରୀମାନେ କମ୍ପାନିର ବିଶ୍ୱସ୍ତରରେ ୪୦ ପ୍ରତିଶତରୁ…
ଆସିଲା ଚାକିରି ସୁଯୋାଗ , ହାଇକୋର୍ଟର ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୩୦୦ ପଦବି ପୂରଣ କରାଯିବ। ଏହି ପଦବି ପାଇଁ ଯୋଗ୍ୟତା ମାନଦଣ୍ଡ ଦଶମ ଶ୍ରେଣୀ ପାସ୍ ଠାରୁ ଆରମ୍ଭ କରି ସ୍ନାତକ ଏବଂ ବୈଷୟିକ ପ୍ରାର୍ଥୀଙ୍କ…
ଭିଟର ୨୦୨୬ ବ୍ୟାଚ୍ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ ମିଳିଲା ନିଯୁକ୍ତି
ଭିଟର ୨୦୨୬ ବ୍ୟାଚ୍ର ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁୁ ନିଯୁକ୍ତି ପ୍ରସ୍ତାବ ମିଳିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲଗାତାର ଚତୁର୍ଥ ବର୍ଷ ପାଇଁ ଏହା କ୍ୟାମ୍ପସ ନିଯୁକ୍ତିରେ ଏଭଳି ସଫଳତା ପାଇଛି। ଭିଟ୍ରେ ଶିକ୍ଷାଦାନ ପଦ୍ଧତି ଓ ଶିଳ୍ପର ଆବଶ୍ୟକତା ମଧ୍ୟରେ ରହିଥିବା ଅନ୍ତରକୁ…
ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
କୋରାପୁଟ ଜିଲ୍ଲାରେ ସେଞ୍ଚୁରି ପ୍ଲାଏବୋର୍ଡସ୍ ଏକ ପ୍ଲାଏଉଡ୍ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିରେ କମ୍ପାନି ୮୭୦.୮୨ କୋଟି ଟଙ୍କା ନିବେଶ କରିବ। ସେହିପରି ପିଡିଲାଇଟ୍ ଇଣ୍ଡଷ୍ଟ୍ରିଜ୍ ବାଲେଶ୍ବରରେ ଏକ ଟାଇଲ୍ ଯୋଡ଼େଇ ଅଠା ଉତ୍ପାଦନ ପ୍ରକଳ୍ପ ବସାଇବ। ଅନ୍ତର୍ଜାତୀୟ ଖ୍ୟାତି…
ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
ଭୁବନେଶ୍ୱର : ନିଜର ନ୍ୟାଯ୍ୟ ଦାବି ହାସଲ ପାଇଁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ପରିସରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ପ୍ରତିଶ୍ରୁତି ମନେ ପକାଇ…
୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ,୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ , ପ୍ରାୟ…
୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ । ପ୍ରାୟ ୯,୦୦୦ ନିଯୁକ୍ତି ସୃଷ୍ଟି ହେବ । ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାରଙ୍କ ଗୁରୁତ୍ୱ । ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍…
ହୋମ ଗାର୍ଡ ପଦବୀ ,୧୮୩ ପଦ ପାଇଁ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ
୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦେଢ ଘଣ୍ଟାରେ ଗୋଟିଏ…