Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Business
All business-related news will news will upload
ଜିଓ ପଛରେ ପଡିଲା ବିଏସ୍ଏନ୍ଏଲ୍
ଟେଲିକମ୍ କମ୍ପାନୀ ‘ରିଲାଏନ୍ସ ଜିଓ’ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭା ହୋଇଛି। ଏପରିକି ରାଜ୍ୟରେ ଜିଓ ତା’ର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଉଲ୍ଲେଖଯୋଗ୍ୟ, ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ଦ୍ୱାରା ପ୍ରକାଶିତ ସର୍ବଶେଷ…
ଅନୀଲ ଅମ୍ବାନୀଙ୍କ ଉପରେ ସେବିର ଆକ୍ସନ
ବିଜନେସମ୍ୟାନ ଅନୀଲ ଅମ୍ବାନୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ନିୟାମକ ତାଙ୍କୁ ସିକ୍ୟୁରିଟୀ ମାର୍କେଟରୁ ୫ ବର୍ଷ ପାଇଁ ବାତିଲ କରିଛି। ଏଥିସହ ସେବି ଅନୀଲ ଅମ୍ବାନୀଙ୍କ ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି। କମ୍ପାନୀ ରିଲାଏନ୍ସ ହୋମ ଫାଇନାନ୍ସକୁ ସିକ୍ୟୁରିଟୀ ମାର୍କେଟରୁ…
ଓଡ଼ିଶାରେ ସୁନାଖଣି , ନିଲାମ ପାଇଁ ପ୍ରସ୍ତୁତ
ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା…
ଛୋଟ ଦୋକାନକୁ ବିପଦ
ଖୁଚୁରା ବିକ୍ରି କ୍ଷେତ୍ରରେ ଯେତେବେଳେ ନୂଆ ବିପ୍ଳବ ଦେଖାଯିଏ ତାହାର ସିଧାସଳଖ ପ୍ରଭାବ ତେଜରାତି ଦୋକାନଗୁଡ଼ିକ ଉପରେ ପଡ଼ିଥାଏ। ତେଜରାତି ଦୋକାନଗୁଡ଼ିକ ଅତୀତରେ ଏଭଳି ଅନେକ ଆହ୍ବାନକୁ ସାମ୍ନା କରିଛନ୍ତି। ଏବେ ସେମାନଙ୍କ ସାମ୍ନାରେ ଆଉ ଏକ ନୂଆ ବିପଦ ଉଭା ହୋଇଛି। ତାହା ହେଉଛି ‘କ୍ବିକ୍…
୨୦୩୦ ଶେଷ ସୁଦ୍ଧା ଦେଶରେ ଏସି ବଜାର ଦୁଇଗୁଣା ହେବ
ଏବେ ଦେଶର ଏସି ବଜାର ୧.୪ କୋଟି ଥିବାବେଳେ ୨୦୩୦ ମସିହା ବେଳକୁ ଏହା ୩ କୋଟିରେ ପହଞ୍ଚିବ ବୋଲି ବ୍ଲୁ ଷ୍ଟାର୍ର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ୍ ଆକଳନ କରିଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ତାତି ଅନୁଭୂତ ହୋଇଥିଲା। ଏଥିସହିତ ଆଇପିଏଲ୍ ସାଙ୍ଗକୁ ସାଧାରଣ ନିର୍ବାଚନ…
ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶରେ ୬ ଗୁଣା ବୃଦ୍ଧି
ରାଜ୍ୟରେ ଲୋକମାନଙ୍କ ଲାଗି ମ୍ୟୁଚୁଆଲ୍ ଫଣ୍ଡ୍ ଏକ ପସନ୍ଦର ନିବେଶ ବିକଳ୍ପ ଭାବେ ଉଭା ହୋଇଛି। ୨୦୧୨ ପରେ ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ୬ ଗୁଣା ବୃଦ୍ଧି ପାଇଛି। ୨୦୧୧-୧୨ ବେଳକୁ ଭୁବନେଶ୍ବରରେ ମ୍ୟୁଚୁଆଲ୍ ଫଣ୍ଡ୍ର ପରିଚାଳନା ଅଧୀନ ସମ୍ପତ୍ତି ୨୭୦୦…
ରିଜିଓନାଲ ଟିଶାର୍ଟ କଲେକ୍ସନ
ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ…
ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି
ରାଜ୍ୟରେ ଚାଲିଥିବା ଶିଳ୍ପାୟନରେ ଖୋର୍ଦ୍ଧା ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ରାଜ୍ୟର ପାରମ୍ପରିକ ଶିଳ୍ପ ଜିଲ୍ଲାଗୁଡ଼ିକୁ ଏହା ପଛରେ ପକାଇ ଦେଇଛି। ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଜଗତସିଂହପୁର ଓ ଅନୁଗୁଳକୁ ଏହା ପଛରେ ପକାଇ…
ଷ୍ଟକ ବଜାରରେ ଉତ୍ସାହ
ଭାରତୀୟ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ଉଭୟ ସେନସେକ୍ସ ଓ ନିଫଟି ବୃଦ୍ଧି ସହ ବନ୍ଦ ହୋଇଛନ୍ତି । ସେନସେକ୍ସ ୧୩୩୧ ପଏଣ୍ଟ ବୃଦ୍ଧି ସହ ୮୦୪୩୬.୮୪ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟିରେ ୩୯୭ ପଏଣ୍ଟ ବୃଦ୍ଧି ସହ ୨୪୫୪୧.୧୫ ପଏଣ୍ଟରେ ବନ୍ଦ ହୋଇଛି ।ବଜାରରେ ଏହି…
ବଜାର ଆସିଲା ମହିନ୍ଦ୍ରା ‘ଥାର୍ ରକ୍ସ’
ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍ୟୁଭି ‘ମହିନ୍ଦ୍ରା ଥାର୍ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ…