Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Business
All business-related news will news will upload
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫ୍କୋ ଏମ୍ଡି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାର କମ୍ପାନି ଇଫ୍କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁ ଏସ୍ ଅୱସ୍ତି ସାକ୍ଷାତ କରିଛନ୍ତି। ସେ ଇଫ୍କୋର ନାନୋ ସାରର ବ୍ୟବହାର ସମେତ ଡିଏପି ଓ ୟୁରିଆ ଉତ୍ପାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଇଫ୍କୋ କିଭଳି ଓଡ଼ିଶାର…
ଭାରତୀୟ ଷ୍ଟକ ବଜାର , ଉଭୟ ସେନସେକ୍ସ ଓ ନିଫଟି ବୃଦ୍ଧି ସହ ବନ୍ଦ ହୋଇଛି
ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ଉଭୟ ସେନସେକ୍ସ ଓ ନିଫଟି ବୃଦ୍ଧି ସହ ବନ୍ଦ ହୋଇଛନ୍ତି । ସେନସେକ୍ସ ୧୩୩୧ ପଏଣ୍ଟ ବୃଦ୍ଧି ସହ ୮୦୪୩୬.୮୪ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟିରେ ୩୯୭ ପଏଣ୍ଟ ବୃଦ୍ଧି ସହ ୨୪୫୪୧.୧୫ ପଏଣ୍ଟରେ ବନ୍ଦ ହୋଇଛି ।…
ୱାର୍କ-ଫ୍ରମ-ହୋମ ପାଇଁ କ୍ଷତି ସହୁଛି ଗୁଗୁଲ
ଗୁଗୁଲକୁ ନେଇ ଆପଲ, ମାଇକ୍ରୋସଫ୍ଟ ଏବଂ ଫେସବୁକ ପର୍ଯ୍ୟନ୍ତ ଟେକ ଜଗତର ବଡ଼ କମ୍ପାନୀମାନ ଏଆଇର ଦୌଡରେ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଚାଟଜିପିଟି ତିଆରି କରିଥିବା ଓପେନଏଆଇ ଭଳି ନୂଆ କମ୍ପାନୀ ଏହି ଦୌଡରେ ଆଗରେ ରହିଛି। ଗୁଗୁଲର ପୂର୍ବତନ ସିଇଓ ଏଆଇର ରେସରେ ଟେକ କମ୍ପାନୀଗୁଡିକ ପଛରେ ରହିବାର…
ଡିଜିଟାଲ ନ୍ୟୁଜ୍ ସବସ୍କ୍ରିପସନ୍ ଜିଏସଟି ସମୀକ୍ଷା କରିବ ଅର୍ଥ ମନ୍ତ୍ରଣାଳୟ
ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ଆଗାମୀ ବୈଠକ ସେପ୍ଟେମ୍ବର ୯, ୨୦୨୪ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାର କାଯ୍ୟକ୍ରମ ରହିଛି। ଅଗଷ୍ଟ ୧୩ ରେ ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ୫୪ ତମ ଜିଏସଟି ପରିଷଦ ବୈଠକ ୯ ସେପ୍ଟେମ୍ବର ୨୦୨୪ ରେ…
ବିନା ସୁଧରେ ମିଳିବ ଲୋନ୍
ଆଜି ସାରା ଦେଶରେ ପାଳନ ହେଉଛି ଭାରତର ୭୮ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ହଜାର ମେଡିକାଲ ସିଟ୍ ଭେଟି ଦେବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ବିନା ସୁଧରେ ଲୋନ୍ ଦେବା ପାଇଁ ଘୋଷଣା କରିଛନ୍ତି ଜଣେ ରାଜ୍ୟ ସରକାର । ଏଣିକି…
୨୨ରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ
ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କ ନାମରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ କରିବ। କଂଗ୍ରେସ କର୍ମୀମୀନେ ଇଡି…
ହିନ୍ଦୁସ୍ତାନ ଜିଙ୍କକୁ ମଞ୍ଜୁରୀ ଦେଲା ବେଦାନ୍ତ
ହିନ୍ଦୁସ୍ତାନ ଜିଙ୍କରେ ଥିବା ୧୧ କୋଟି ଅଂଶଧନ ବିକ୍ରୟ ପ୍ରସ୍ତାବକୁ ମଂଜୁରୀ ଦେଇଛି । ତେବେ ବେଦାନ୍ତ ଲିମିଟେଡ୍ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କରେ ଅଂଶଧନ ବିକ୍ରୟ ପାଇଁ OFS ତାରିଖ ଏବଂ ଏହାର ବେସ୍ ପ୍ରାଇସ୍ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ ।ବେଦାନ୍ତ ଲିମିଟେଡ୍ ଶେୟାର ମାର୍କେଟ…
ହିଣ୍ଡେନ୍ବର୍ଗ ମାମଲାରେ ସରକାର ହସ୍ତକ୍ଷେପ କରିବେନି
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍ଙ୍କୁ ଟାର୍ଗେଟ୍ କରି ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ସ୍ପଷ୍ଟ କରିଛନ୍ତି ଯେ ଏହି…
ଶେୟାର ବଜାରରେ ପରିବର୍ତ୍ତନ
ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୫୭ (୫୬.୯୯) ପଏଣ୍ଟ…
ବଢିବନି କି କମିବନି ଇଏମଆଇ
ରିଜର୍ଭ ବ୍ୟାଙ୍କ ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ…