Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Business
All business-related news will news will upload
କମିଲା ଜିଡିପି ଅଭିବୃଦ୍ଧି
ଚଳିତ ବର୍ଷର ପ୍ରଥମ ୩ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ୬.୭ % ରହିଛି, ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୮.୨% ରହିଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର…
ମହଙ୍ଗା ହେଲା କ୍ଷୀର
ଦରବୃଦ୍ଧିକୁ ନେଇ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । କ୍ଷୀର ମହଙ୍ଗା ହୋଇଛି । କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମୁମ୍ବାଇ କ୍ଷୀର ଉତ୍ପାଦନକାରୀ ସଂଘ (ଏମଏମପିଏ)…
ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ହେଲା ଧନୀ ତାଲିକା: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଆାଦାନୀ
ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ପାଇଛନ୍ତି। ମୁକେଶ ଅମ୍ବାନୀଙ୍କୁ ହଟାଇ ସେ ଦେଶର ୧ ନମ୍ବର ଧନୀ ହେବାର ସୁଯୋଗ ଲାଭ କରିଛନ୍ତି। ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଧନୀ ତାଲିକା ୨୦୨୪ ରିପୋର୍ଟରେ ଏହା କୁହାଯାଇଛି।
ତାଲିକା ଅନୁସାରେ, ଆଦାନୀଙ୍କ…
ଶେୟାର ହୋଲ୍ଡର୍ମାନଙ୍କୁ ବୋନସ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍ଙ୍କୁ ଏକ ବଡ ଉପହାର ଦେଇଛି। କମ୍ପାନୀ ଶେୟାର ହୋଲ୍ଡର୍ମାନଙ୍କୁ ଗୋଟିଏ ଶେୟାର ବଦଳରେ ବୋନସ ଭାବରେ ଗୋଟିଏ ଶେୟାର ଦେବ। ଏହାକୁ ଅନୁମୋଦନ କରିବା ପାଇଁ ୫ ସେପ୍ଟେମ୍ବର…
୧୨ ନୂଆ ଶିଳ୍ପ ସ୍ମାର୍ଟ ସହର
ଦେଶର ୧୦ଟି ସହରରେ ୧୨ଟି ଶିଳ୍ପ ସ୍ମାର୍ଟ ସହର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଛଅଟି ପ୍ରମୁଖ ଶିଳ୍ପ କରିଡର୍ ମଧ୍ୟ ଦେଇ ଏହି…
ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହେଲେ
ଆମେରିକୀୟ ପ୍ରଯୁକ୍ତି କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ତାଲିକା ବେଶ୍ ଲମ୍ବା। ସେଥିରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି କେଭନ୍ ପାରେଖ। ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍ ଆଦି ବିକାଶ କରୁଥିବା କମ୍ପାନି ଆପଲ୍ର ମୁଖ୍ୟ…
ଶେୟାର ବଜାରର ଉତ୍ସାହ
ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାରର ଶେୟାର ବଜାର କାରବାର ଶେଷ ପରେ ନିବେଶକ ପୁଞ୍ଜି ବଜାରରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଯୋଡ଼ିଛନ୍ତି।…
ଜୋମାଟୋ ଗ୍ରାହକଙ୍କ ପାଇଁ ଖୁସି ଖବର
ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ । ନିକଟରେ ଜୋମାଟୋ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ୍ କରିଛି । ଫଳରେ ଅନେକ ଗ୍ରାହକ ଲାଭାନ୍ୱିତ ହୋଇପାରିବେ ।କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ଦୀପିନ୍ଦର ଗୋୟଲ ଜୋମାଟୋର ନୂତନ ଫିଚରକୁ ନେଇ ‘ଏକ୍ସ’ରେ ଏକ…
ଓଡ଼ିଶାରୁ ୪୬% ଦେଶର ଖଣିଜ ଉତ୍ପାଦନ
ଦେଶରେ କ୍ରୋମାଇଟ୍ର ସଂପୂର୍ଣ୍ଣ ଉତ୍ପାଦନ (୧୦୦ ପ୍ରତିଶତ) ଓଡ଼ିଶାରେ ହୋଇଥିବା କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ କୁହାଯାଇଛି। ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍, ଓଡ଼ିଶା ଖଣି ନିଗମ (ଓଏମ୍ସି) ଓ ଇଣ୍ଡିଆନ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲିମିଟେଡ୍…
ଫାଷ୍ଟ୍ୟାଗକୁ ନେଇ ନୂଆ ନିୟମ ଜାରି କଲା ଆରବିଆଇ
ଆରବିଆଇ ପକ୍ଷରୁ ଫାଷ୍ଟ୍ୟାଗ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆସିଛି । ଏଣିକି ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ନୂଆ ନିୟମ ଅନୁସାରେ, କିଛି ସେବା ଯେପରିକି ଫ୍ୟାଷ୍ଟ୍ୟାଗ ଓ ନ୍ୟାସନାଲ କମସ ମୋବିଲିଟି କାର୍ଡ (ଏନସିଏମସି)ର…