Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Business
All business-related news will news will upload
ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଫାଲ୍କନ୍ ଗ୍ରୁପ୍
ଫାଲ୍କନ୍ ଗ୍ରୁପ୍ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି,ଫାଲ୍କନ୍…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ପୁଣି ତଳ ମୁହାଁ , ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।…
ଜାମନଗରରେ ହେବ ବିଶ୍ବର ସର୍ବବୃହତ ଏଆଇ ଡ଼ାଟା ସେଣ୍ଟର
ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍ ରହିବ। ବିଶ୍ବରେ ଏଆଇର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରିଛି। ଏନ୍ଭିଡିଆ…
ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ୍ ୮୨ ହଜାର ଟଙ୍କା ଟପିଲା
ସୁନା ଦରରେ ପୁଣି ଥରେ ଦ୍ରୁତ ବୃଦ୍ଧି ଧାରା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦାମ୍ ୮୨ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ତେବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୫,୨୫୦ ଟଙ୍କା ହୋଇଛି। ତେବେ ରୁପାର କିଲୋପିଛା ଦାମ୍ ୧,୦୪,୦୦୦ ଟଙ୍କା ରହିଛି।…
ଚାର୍ଜର୍ C–ଟାଇପ୍ : କାହିଁକି ଲୋକେ ବହୁଳ ବ୍ୟବହାର କରୁଛନ୍ତି ?
ଆଜିକାଲି ସବୁଠି ଚାର୍ଜର ଚାହିଦା ଅଧିକ । ସମସ୍ତଙ୍କ ବ୍ୟାଗରେ ଆପଣ ଚାର୍ଜର ଦେଖିବେ । ତେବେ ବି ଟାଇପ୍ , ସି ଟାଇପ ଚାର୍ଜର କଣ ତାହା ଉପରେ ଆମେ ଆଜି ଆପଣଙ୍କୁ ବୁଝାଇବୁ । ଫୋନ୍ ଚାର୍ଜର୍ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ…
ଭୁବନେଶ୍ବର ବଜାରରେ ଗତ ସପ୍ତାହକ ମଧ୍ୟରେ ସୁନା ଦର ପ୍ରାୟ ଦେଢ଼ ହଜାର ଟଙ୍କା ବୃଦ୍ଧି ପାଇଛି
ବିଭିନ୍ନ କାରଣରୁ ଦେଶରେ ଏବେ ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଭୁବନେଶ୍ବର ବଜାରରେ ଗତ ସପ୍ତାହକ ମଧ୍ୟରେ ସୁନା ଦର ପ୍ରାୟ ଦେଢ଼ ହଜାର ଟଙ୍କା ବଢ଼ିଯାଇଛି। ଜାନୁଆରି ୧୮ ତାରିଖରେ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୧,୧୦୦ ଟଙ୍କା ରହିଛି। ଯଦିଓ ଗତକାଲି ତୁଳନାରେ…
ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ :ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ
ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ହେବ ଏବଂ ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।…
କୋଇଲା ହପର୍ ଭୁଶୁଡିବା ଘଟଣା : ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର୍ ଭୁଶୁଡିବା ଘଟଣାରେ ନିଖୋଜ ଥିବା ସମସ୍ତ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ପ୍ରଥମେ ଦୁଇ ଜଣଙ୍କ ମୃତଦେହ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଦୀର୍ଘ ୩୬…
ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି
ବିଶ୍ୱ ବ୍ୟାଙ୍କ ଅର୍ଥନୀତିକୁ ପ୍ରଶଂସା କରିବା ସହ ଭାରତର ଜିଡିପି ବୃଦ୍ଧିକୁ ନେଇ ଏକ ନୂଆ ଆକଳନ କରିଛି । ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ସୁଦୃଢ଼ ଶ୍ରମ ବଜାର, ବର୍ଦ୍ଧିତ ଋଣ ଏବଂ ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ…
ଆଜି ପାଳିତ ହେଉଛି ଜାତୀୟ ଷ୍ଟାର୍ଟଅପ୍ ଦିବସ
ଷ୍ଟାର୍ଟଅପ୍ ଜରିଆରେ ନୂଆ ଉଦ୍ୟୋଗୀ ସୃଷ୍ଟି କରିବାରେ ଓଡ଼ିଶା ଯଥେଷ୍ଟ ଉନ୍ନତି ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହୋଇଛି। ସବୁଠୁ ଉତ୍ସାହଜନକ ବିଷୟ ହେଉଛି ୧୩୨୪ଟି ଷ୍ଟାର୍ଟଅପ୍ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ପାଞ୍ଚ ବର୍ଷରେ ୫୦୦୦…