Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Business
All business-related news will news will upload
ଷ୍ଟକ୍ ବଜାରରେ ଅଧିକ ରୋଜଗାର
ଷ୍ଟକ୍ ବଜାର ଜରିଆରେ ଆୟ କରିବା ନେଇ ସଚେତନତା ବଢ଼ିବା ଓ ଲୋକମାନଙ୍କ ସ୍ମାର୍ଟଫୋନ୍ରେ ସହଜରେ ସେହି ସୁବିଧା ମିଳିବା ପରେ ବହୁ ଲୋକ ଟ୍ରେଡିଂରେ ଭାଗ ନେଉଛନ୍ତି। ଅଳ୍ପ ସମୟ ଭିତରେ ଅଧିକ ରୋଜଗାର କରିବା ଲୋଭରେ ରାଜ୍ୟର ହଜାର ହଜାର ଲୋକ ଫ୍ୟୁଚର୍ ଆଣ୍ଡ୍ ଅପ୍ସନ୍ସ (ଏଫ୍ ଆଣ୍ଡ୍…
ଓଡ଼ିଶାରୁ ଓହରି ନାହିଁ JSW
ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ…
ପିଆଜ ଦରରେ ନିଆଁ
ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଳୁ ପରେ ଗତ ୨ ମାସ ହେବ…
ବଢିଲା ତେଲ ଦର
ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି ।ସୋରିଷ ତେଲଛଡ଼ା ଆମଦାନୀ ହେଉଥିବା ଅନ୍ୟ ଖାଇବା ତେଲଗୁଡ଼ିକର ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଥିବାରୁ…
କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ନେଲା ଇଞ୍ଜିନିୟରଙ୍କ ପ୍ରାଣ
କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ନେଲା ଇଂଜିନିୟରଙ୍କ ପ୍ରାଣ । ଅତ୍ୟଧିକ ଚାପରେ ଆତ୍ମହତ୍ୟା କଲେ କାର୍ତ୍ତିକେୟନ । ବସଙ୍କ କାମ କରୁକରୁ ସେ ଡିପ୍ରେସନରେ ରହିଲେ । ଆଉ ସେଥିରୁ ମେଡିସିନ ଖାଇଲେ ବି ବାହାରିପାରିଲେନି । ଶେଷରେ ଆତ୍ମହତ୍ୟା କଲେ । ଏଭିଳି ଡିପ୍ରେସନ ମୁଖ୍ୟ ସମସ୍ୟା ପାଲଟିଲାଣି।…
ପିଏନ୍ବି ପକ୍ଷରୁ ପିଏମ୍ ଇ-ବିଶ୍ୱକର୍ମା ପ୍ରୋଗ୍ରାମ
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ ଶୁକ୍ରବାର…
ଷ୍ଟକ୍ ବଜାରରେ ଉତ୍ସାହ
ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା। ନିବେଶକମାନେ ଅଟୋମୋବାଇଲ୍, ବ୍ୟାଙ୍କ ଓ କ୍ୟାପିଟାଲ୍…
ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ
ଆଇଫୋନ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆପଲ୍ ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ କରିଛି। ଭାରତରେ ନୂଆ ଆଇଫୋନ୍ ଶୁକ୍ରବାର ସକାଳ ୮ଟାରୁ ଉଭୟ ରିଟେଲ ଓ ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି । ଏଥର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ ହେତୁ କମ୍ପାନୀ ପ୍ରଥମ ଥର ପାଇଁ ପୂର୍ବ…
ସାହାରା ଜମାକାରୀ ୫୦ ହଜାର ଟଙ୍କା ପାଇବେ
ସାହାରା ଗ୍ରୁପ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉଥିବା ଟଙ୍କାର ସୀମାକୁ କେନ୍ଦ୍ର ସରକାର ୫୦ ହଜାର ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବରୁ ଏହି ସୀମା ୧୦ ହଜାର ଟଙ୍କା ଥିଲା। ସିଆର୍ସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ୍ ଜରିଆରେ ବର୍ତ୍ତମାନ ସୁଦ୍ଧା ସାହାରାର ୪.୨୯ ଲକ୍ଷ ଜମାକାରୀଙ୍କୁ ୩୭୦ କୋଟି…