Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Business
All business-related news will news will upload
ଉପର ମୁହାଁ ଶେୟାର ବଜାର
ଷ୍ଟକ୍ ଏକ୍ସଚେଞ୍ଜରେ ଖୁସିର ଲହରି ଖେଳିଯାଇଛି । ଆଜିର ଟ୍ରେଡରେ ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବଜାର ବନ୍ଦ ହେବା ପୂର୍ବରୁ BSE ସେନସେକ୍ସ ୫୮୪ ପଏଣ୍ଟ ବୃଦ୍ଧି ପାଇ ୮୧, ୬୩୪ ଏବଂ NSE ନିଫ୍ଟି ୨୪୦ ପଏଣ୍ଟ ବୃଦ୍ଧି ପାଇ ୨୫, ୦୧୩ରେ ସ୍ଥିର ରହିଛି…
ବ୍ୟାଙ୍କ ଅଫ୍ ବରୋଦାର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ହେଲେ ସଚିନ
ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି…
ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ
ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର ଏକ ସରଳ ସମାଧାନ ପାଲଟିଛି। ଏପରିକି ଏହା ଜରିଆରେ ଉପଭୋକ୍ତା ଅଳଙ୍କାର କ୍ରୟଠାରୁ ଆରମ୍ଭ କରି ଉପହାର ପ୍ରଦାନ ପର୍ଯ୍ୟନ୍ତ ବ୍ୟାପକ ସୁବିଧା ପାଇପାରିବେ।…
ଆଜିଠୁ ୧୪ ଜିଲ୍ଲାରେ ଗଡ଼ିବନି ବସ୍! କଣ କହିଲେ ମନ୍ତ୍ରୀ ?
ଲକ୍ଷ୍ମୀ ବସକୁ ନେଇ ବିବାଦ । କ୍ଷତି ହେଉଛି ତେଣୁ ଆମେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ଚଳାଇବୁନି । ସଂଘ ଦେଇଛି ଚେତାବନୀ । ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି…
କମେଡିଆନ୍ କୁନାଲ୍ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍ ଯୁଦ୍ଧ ?
ଓଲା ଇଲେକ୍ଟ୍ରିକ୍ ସ୍କୁଟର୍ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍ କାମ୍ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍ଙ୍କ…
ଆପଣଙ୍କ ଅଞ୍ଚଳରେ ଟମାଟୋ ଦର କେତେ ?
ଟମାଟୋ, ବାଇଗଣ, ପୋଟଳ, କାକୁଡ଼ି ଦର ଆପଣଙ୍କ ଅଞ୍ଚଳରେ କେତେ? ଦରକୁ ନେଇ ଏବେ ସବୁଠି ଚର୍ଚା । ବଜାରରେ ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଟମାଟୋ କିଲୋ ପଚାଶ ଟପି 80ରେ…
ବଢ଼ିଲା ସିମେଣ୍ଟ ମୂଲ୍ୟ
ଦେଶରେ ମୌସୁମୀ ଋତୁ ଶେଷ ହେଉଛି ଏବଂ ଏହାର ପ୍ରତ୍ୟକ୍ଷ ପ୍ରଭାବ ବର୍ତ୍ତମାନ ନିର୍ମାଣ କାର୍ଯ୍ୟକଳାପ ଉପରେ ଦେଖାଯାଉଛି ଏବଂ ଦେଶରେ ନିର୍ମାଣ କାର୍ଯ୍ୟ ପୁଣି ଗତିଶୀଳ ହେବାରେ ଲାଗିଛି | ଏଭଳି ପରିସ୍ଥିତିରେ ସିମେଣ୍ଟର ଚାହିଦା ମଧ୍ୟରେ ବୃଦ୍ଧି ଦେଖାଯାଉଛି ଏବଂ ଏହା ସହିତ ସିମେଣ୍ଟର ମୂଲ୍ୟ…
ପୂଜାରେ ଗଡ଼ିବନି କି ବସ ! ଘରୋଇ ବସ ମାଲିକ ସଂଘ ଦେଲା ଚେତାବନୀ
ଆମ ଦାବି ପୂରଣ କର । ନହେଲେ ପୂଜାରେ ଗଡ଼ିବନି ବସ୍। ଏପରି ଚେତାବନୀ ଦେଇଛି ବସ ମାଲିକ ସଂଘ । ଆଜି ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସଂଘ କହିଛି। ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ…
ଚୀନ୍ ପାଇଁ ଖସୁଛି ସେୟାର ବଜାର
ଗୋଟିଏ ପଟେ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବା ବେଳେ ଚୀନ୍ ସରକାର ଅର୍ଥନୈତିକ ପ୍ରୋତ୍ସାହନ ଘୋଷଣା କରିବା ପରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହି ଦୁଇ କାରଣ ଲାଗି ଦେଶର ଦୁଇ ଷ୍ଟକ୍ ବଜାର…
ତେଲ ଦର ୭୫ ଡଲାର ଟପିଲା
ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା…