Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ଡିଜିଟାଲ ପ୍ରଯୁକ୍ତିକୁ ସାର୍ବଜନୀନ କରିଛି ଭାରତ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ…
ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଦୂରସଂଚାର ସଂଘ - ବିଶ୍ୱ ଦୂରସଂଚାର ମାନକ ସଭା (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୪ର ଅଷ୍ଟମ ସଂସ୍କରଣକୁ ଉଦଘାଟନ କରି…
ବୋଇଙ୍ଗ କମ୍ପାନି ଚାଲିଛି କ୍ଷତିରେ
ବିମାନ ନିର୍ମାଣ କରୁଥିବା କମ୍ପାନୀ ଏବେ କ୍ଷତିରେ ଚାଲିଛି । ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ । ବୋଇଙ୍ଗରେ ଏବେ ଛଟେଇ ଖବର ଆସିଛି । ବୋଇଙ୍ଗରେ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରୁଛନ୍ତି । କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡିବାରୁ ଛଟେଇ ପାଇଁ କହିଚି କଂପାନି । ଏହି…
ଏୟାର ଇଣ୍ଡିଆ ବିମାନ ଦୁଇ ଘଣ୍ଟା ଚକର କାଟିବା ପରେ ସୁରକ୍ଷିତ ଲ୍ୟାଣ୍ଡି କଲା ବିମାନ
ମଝି ଆକାଶରେ ବାଜି ଲାଗିଥିଲା ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେବାରୁ ମଝି ଆକଶରେ ଦୁଇ ଘଣ୍ଟା ଚକର କାଟିଥିଲା ବିମାନ। ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିଲା ।
ପାଇଲଟ ବିମାନବନ୍ଦର…
କିଏ ହେବେ ଟାଟାଙ୍କ ଉତ୍ତରାଧିକାରୀ ? ଶାନ୍ତୁନଙ୍କୁ ନେଇ ଚର୍ଚ୍ଚା!
ରତନ ଟାଟାଙ୍କ ପରଲୋକ ପରେ ଟାଟା ଟ୍ରଷ୍ଟ୍ର କିଏ ହେବେ ଅଧ୍ୟକ୍ଷ ? ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ତାଙ୍କ ସାବତ ଭାଇ ନୋଏଲ ଏନ୍ ଟାଟା। କିନ୍ତୁ ସୋସିଆଲ ମିଡିଆରେ ଯାହାଙ୍କ ନାମଙ୍କୁ ନେଇ ବେଶୀ ଚର୍ଚା ହେଉଛି ସେ ହେଉଛନ୍ତି ଶାନ୍ତନୁ ନାଇଡୁ ।…
ଏୟାରଟେଲ ସବୁଠୁ ଶସ୍ତା ପ୍ଲାନ
ଖୁବ କମ୍ ଟଙ୍କାର ରିଚାର୍ଜରେ ଭ୍ୟାଲିଡିଟି ପାଇବା ସହ ଇଣ୍ଟରନେଟ୍, Free SMS ଏବଂ ଅନଲିମିଟେଡ କଲିଙ୍ଗ ପାଇପାରିବେ ଗ୍ରାହକ । ଏହାସହିତ ୟୁଜର ଏହି ରିଚାର୍ଜ ଇନକମିଙ୍ଗ କଲ୍ କଟିଯିବାର ସମ୍ଭାବନାରୁ ମଧ୍ୟ ବର୍ତ୍ତିପାରିବେ । ଦୀର୍ଘ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିପାରିବ ଆପଣଙ୍କ ଏୟାରଟେଲ ସିମ୍…
ଅଟଳ ପେନସନ ଯୋଜନା
ଅଟଳ ପେନସନ ଯୋଜନା (ଏପିୱାଇ) ଅଧୀନରେ ମୋଟ ପଞ୍ଜୀକରଣ ୭ କୋଟି ଅତିକ୍ରମ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହା ୫୬ ଲକ୍ଷରୁ ଅଧିକ ହୋଇଛି।ଏହି ଯୋଜନା କାର୍ଯ୍ୟକାରୀ ହେବାର ୧୦ମ ବର୍ଷରେ ପହଞ୍ଚିଛି ଏବଂ ସମସ୍ତ ବ୍ୟାଙ୍କ ଏବଂ ଏସଏଲବିସି/ୟୁଟିଏଲବିସିର ଅକ୍ଳାନ୍ତ ପ୍ରୟାସ ଦ୍ୱାରା…
ଆପଣଙ୍କ ଇଏମଆଇରେ କିଛି ପରିବର୍ତ୍ତନ ହେବ ନାହିଁ: ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତନ କରିନାହିଁ । ଏହି ଆଭିମୁଖ୍ୟକୁ ନିରପେକ୍ଷ ରଖିବାକୁ ସମସ୍ତ ଏମସିପି ସଦସ୍ୟ ରାଜି ହୋଇଥିଲେ । ଅକ୍ଟୋବର 7 ରେ ଆରମ୍ଭ ହୋଇଥିବା ଏମସିପି ବୈଠକରେ ବଜାର ଧ୍ୟାନ ରଖିଥିଲା କାରଣ ଗତ ନଅଟି ବୈଠକ ପାଇଁ…
ଚର୍ଚ୍ଚାରେ ଏଲନ୍ ମସ୍କ
ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ର ମାଲିକାନା ନେବା ପରେ ତାଙ୍କ ଚର୍ଚ୍ଚା ବହୁତ୍ ବଢ଼ିଯାଇଥିଲା । ଏଲନ ମସ୍କ ବର୍ତ୍ତମାନ X ରେ ଏପରି କାମ କରିଛନ୍ତି ଯାହା ଆଉ କେହି କରିବା ଅସମ୍ଭବ । ବାସ୍ତବରେ ଏଲନ ମସ୍କ…
ବଡ଼ ଅଘଟଣ ଟଳିଗଲା : ଜାହାଜରୁ ଅନ୍ଲୋଡିଂ ବେଳେ କଣ ଘଟିଲା ?
ପାରାଦୀପ: ରାଦୀପ ବନ୍ଦରର ଏଫ୍ପିବି ବର୍ଥରେ ଏମ୍ଭି ଆନ୍ସି ମ୍ୟାକ୍ସିମସ୍ ଜାହାଜରୁ ଚୂନପଥର ଅନଲୋଡ଼ିଂ ହେଉଥିଲା। କ୍ରେନ୍ର ବକେଟ୍ ସମୁଦ୍ର ଭିତରକୁ ଖସି ପଡ଼ିଲା । ପୂର୍ବରୁ କେବେ ଏଭଳି ଦୁର୍ଘଟଣା ଘଟି ନଥିବା ବେଳେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। କାହିଁକି ଓ କେଉଁ…