Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ମିଟ୍ ରିଜ୍ଟା ପ୍ରୋଗ୍ରାମ
ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମିଟ୍ ରିଜ୍ଟା’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଥର୍ର କମ୍ୟୁନିଟି ସଦସ୍ୟ ଇଲେକ୍ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍ଟା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫାମିଲି ସ୍କୁଟର ରିଜ୍ଟା ଓ ଅଭିନବ ହାଲୋ ହେଲ୍ମେଟର ଉନ୍ମୋଚନ…
ପରିବା ଛୁଇଁଲେ 50
ଆଳୁ ସଙ୍କଟ ଭିତରେ ପରିବା ଦର ମଧ୍ୟ ବଢିଥିବା ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାଂଶ ପରିବା ଦର ୫୦ଟଙ୍କା ଉପରେ ରହିଛି। ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ଥିବା ବେଳେ , ପୋଟଳ ୪୦ଟଙ୍କା, ଭେଣ୍ଡି ୫୦ଟଙ୍କା , ଟମାଟୋ ୫୦ଟଙ୍କା, ପିଆଜ…
କମିଲା ଆାଇଫୋନ ଦାମ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ରେ ମୌଳିକ ସୀମା ଶୁଳ୍କ ହାର ହ୍ରାସ କରିବା ପରେ ଆଇଫୋନ୍ ନିର୍ମାତା ଆପଲ୍ ଏହାର ବିଭିନ୍ନ ମଡେଲ୍ ଫୋନ୍ ଦାମ୍ ହ୍ରାସ ଘୋଷଣା କରିଛି। କମ୍ପାନି ଆଇଫୋନ୍ ଦାମ୍ରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ…
ଶେୟାର ବଜାର
ଶେୟାର ବଜାର ଚଳିତ ସପ୍ତାହ କାର୍ଯ୍ୟ ଦିବସର ଶେଷ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜି ବଜାରରେ ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷଦିନର ଫଳାଫଳ ଅନୁଯାୟୀ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ସ୍ବାଧୀନତା ଦିବସ ଅବସରରେ ଜିଓ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି
ଜିଓ ଗ୍ରହକଙ୍କ ପାଇଁ ଏକ ଖୁସି ଖବର ରହିଛି। ଜାଣବାକୁ ମିଳିଛି ଯେ ଜିଓ ସ୍ବାଧୀନତା ଦିବସ ଅବସରରେ ଏକ ବଢ଼ିଆ ଅଫର୍ ନେଇଆସିଛି। ଏହି ନୂଆ ଅଫର୍ରେ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି ମିଳିବ।କମ୍ପାନି ଜିଓ ଏୟାର୍ ଫାଇବର୍ ପାଇଁ ଏହି ଅଫର୍ ଘୋଷଣା କରିଛି। ଯଦି ଆପଣ ଏହି ଅଫର୍ରେ ଜିଓ…
୭୦% ଷ୍ଟକ୍ ବଜାରରେ କ୍ଷତି
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ନୂଆ ସର୍ବେକ୍ଷଣ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ତିନି ନିବେଶକଙ୍କ ଭିତରୁ ଜଣେ ଲେଖାଏଁ ବିପଦପୂର୍ଣ୍ଣ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ କ୍ଷତି ସହୁଛନ୍ତି। ଦେଶରେ ୩୦ ବର୍ଷରୁ କମ୍ ବୟସର…
ଜିଏସ୍ଟି ସ୍ଲାବ୍ର ହୋଇପାରେ ବଡ଼ ପରିବର୍ତ୍ତନ
ଗୁଡ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(ଜିଏସ୍ଟି) ସ୍ଲାବ୍ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍ଟି ଟ୍ୟାକ୍ସ ସ୍ଲାବ୍ ୪ରୁ ୩କୁ ହ୍ରାସ କରାଯାଇପାରେ। ଜିଏସ୍ଟିରେ ଏକାଧିକ ହାର ବ୍ୟବସ୍ଥା କାରଣରୁ ବର୍ଗୀକରଣକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ…
ଶସ୍ତା ହେଲା ସୁନା
ବଜେଟ ଦିନଠାରୁ ସୁନା ଓ ରୂପା ବିକ୍ରିରେ ବୃଦ୍ଧି ଘଟିଛି ।ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୪,୦୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକମାନେ କ୍ରୟରୁ ଦୂରେଇ ରହିଥିଲେ, କିନ୍ତୁ ଡ୍ୟୁଟି କଟ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୁଲିଅନ୍ ବଜାରରେ ଦୈନିକ ଚାହିଦା ୨୦% ବୃଦ୍ଧି ପାଇଛି…
ଆଜି ବିଧାନସଭାରେ ଓଡ଼ିଶା ବଜେଟ୍
ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧…
ଖସିଲା ସୁନା ଦର
କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ ଜନତାଙ୍କୁ ବହୁତ ଆରାମ ମିଳିଛି। ୧୦ ଗ୍ରାମରେ ପ୍ରାୟ ୪ ହଜାର ଟଙ୍କା କମିଲା । କଷ୍ଟମ ଡ୍ୟୁଟି କମାଇବା ପରେ ରେଟ ହ୍ରାସ ପାଇଛି ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରୁଥିବାବେଳେ ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ…