Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ଭାରତୀୟ ଷ୍ଟକ ବଜାରରେ ହ୍ରାସ, କ୍ଷତି ସହିଲେ ନିବେଶକ
ଭାରତୀୟ ଷ୍ଟକ ବଜାରରେ ହ୍ରାସ ଧାରା ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ୧୨ ନଭେମ୍ବର ୨୦୨୪, ମଙ୍ଗଳବାର ବ୍ୟବସାୟ ଅଧିବେଶନରେ ଭାରତୀୟ ବଜାର ସକାଳେ ବୃଦ୍ଧି ସହିତ ଖୋଲିଥିଲା। ତେବେ ଦିନର କାରବାର ସମୟରେ ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଶକ୍ତି କ୍ଷେତ୍ରର ଷ୍ଟକଗୁଡ଼ିକରେ ପ୍ରବଳ…
ସ୍ବିଗି ଓ ଜୋମାଟୋ ବିରୋଧରେ ଗମ୍ଭୀର ଅଭିଯୋଗ
ଲୋକଙ୍କ ନିକଟରେ ଭୋଜନ ପହଞ୍ଚାଉଥିବା ଦେଶର ଦୁଇ ଅନଲାଇନ ପ୍ଲାଟଫର୍ମ ସ୍ବିଗି ଓ ଜୋମାଟୋ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ଏହି ଦୁଇ ସଂସ୍ଥା ଦେଶର ପ୍ରତିଯୋଗିତା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି କାରବାର କରୁଛନ୍ତି । ସେମାନେ ବଡ଼ ବଡ଼ ସଂସ୍ଥାକୁ ପ୍ରାଥମିକତା ଦେଉଛନ୍ତି ।…
ଆସନ୍ତା 20 ରେ ବନ୍ଦ ରହିବ ଷ୍ଟକ ବଜାର
ଆସନ୍ତା ନଭେମ୍ବର ୨୦ ବୁଧବାର ମହାରାଷ୍ଟ୍ରରେ ନିର୍ବାଚନ ଯୋଗୁଁ ଷ୍ଟକ ବଜାରରେ ଛୁଟି ରହିବ । ଅର୍ଥାତ୍ ସେହିଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ ।
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ । ଗୋଟିଏ…
ଦେଶବ୍ୟାପୀ ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି ଡିଏଲସି 3.0 ଅଭିଯାନ
ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି…
ମୋଦି ସରକାର ଯୋଗାଇବେ ଶସ୍ତା ଅଟା-ଚାଉଳ
ଭାରତ ସରକାର ପୁଣି ଶସ୍ତା ଚାଉଳ, ଅଟା ଯୋଗାଇଦେବେ । ଭାରତ ବ୍ରାଣ୍ଡ ଅନ୍ତର୍ଗତ ଚାଉଳ, ଅଟା ଏବଂ ଡାଲିର ଖୁଚୁରା ବିକ୍ରି ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବ। ଦ୍ୱିତୀୟ ପର୍ଯ୍ୟାୟରେ 'ଭାରତ' ବ୍ରାଣ୍ଡ ଅଟା ଏବଂ ଚାଉଳ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ବ୍ୟାଗରେ ବିକ୍ରି ହେବ। ଦ୍ୱିତୀୟ…
ଜେଏସ୍ଡବ୍ଲୁ-ପୋସ୍କୋ ଇସ୍ପାତ ପ୍ରକଳ୍ପ: ୬୫ ହଜାର କୋଟି ନିବେଶ ହେବ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦୁଇ କମ୍ପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଅଧିକ ତଥ୍ୟ…
ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା
ଧାନ କିଣା କୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି । ଆଉ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧…
ଓଡିଶାରେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର
ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। କମିବ ପେଟ୍ରୋଲ ଓ ଡିଜେଲ ଦର। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି,…
ଧନ୍ତେରସ୍ ଓ ଦୀପାବଳିକୁ ନେଇ ରାଜଧାନୀ ସୁନା ବଜାରରେ ପ୍ରବଳ ଉତ୍ସାହ
ଧନ୍ତେରସ୍ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା,…
ଭାରତକୁ ଏବେ ଡରିବ ଚୀନ,ପାକିସ୍ତାନ !
ଆମେରିକାର ଶକ୍ତିଶାଳୀ ଡ୍ରୋନକୁ କିଣିବ ଭାରତ । ଆକାଶରୁ ବୋମା ପକାଇବାରେ ଏହି ଡ୍ରୋନ ସିଦ୍ଧହସ୍ତ । ପାକିସ୍ତାନର ଆତଙ୍କବାଦୀଙ୍କୁ ଜଙ୍ଗଲରେ ମାରିବାକୁ ଏହାର କ୍ଷମତା ରହିଛି । ପ୍ରତିରକ୍ଷା କମ୍ପାନି ଆମେରିକାର ଜେନେରାଲ ଆଟମିକ୍ସଠାରୁ ଭାରତ ୩୧ଟି ପ୍ରିଡେଟର୍ ଡ୍ରୋନ୍ କିଣିବ।ଏହି…