ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌, ଆଜିଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ

ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌ ଆଜିଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ସୋରୁମ୍‌ରେ ଫ୍ୟାସନ, ହୋମ୍‌ ଡେକର୍‌, ଉପହାର ସାମଗ୍ରୀ, ଗ୍ରୋସରି, ହୋମ୍‌ୱେର୍‌ ଓ ଉତ୍ସବ ପାଇଁ ଜରୁରୀ ଜିନିଷପତ୍ର ଉପରେ ଆକର୍ଷଣୀୟ ଅଫର ଓ ମୂଲ୍ୟ ପାଇପାରିବେ। ପ୍ରମୁଖ ଭାରତୀୟ ମିଷ୍ଟାନ୍ନ ବ୍ରାଣ୍ଡ୍ ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ଅଫର ରହିଛି।ଫ୍ୟାସନ୍‌ ସାମଗ୍ରୀ ଦାମ୍‌ ୧୯୯ ଟଙ୍କାରୁ ଆରମ୍ଭ ହୋଇଛି। କେତେକ ବିରିଆନି ବାସମତୀ ଚାଉଳ କେଜି ୯୫ ଟଙ୍କା ରହିଛି। କୋଲ୍‌ଡ ଡ୍ରିଙ୍କ୍‌ସ ଓ ଜୁସ୍‌ ଉପରେ ତିନିଟି କିିଣିଲେ ଗୋଟିଏ ମାଗଣା ଉପହାର ରହିଛି। ଏହି ସମସ୍ତ ଅଫର ସହିତ ସ୍ମାର୍ଟ ବଜାର ପରିବାରଗୁଡ଼ିକୁ ଉତ୍ସବ ଲାଗି କିଣାକିଣି କରିବାକୁ ଆମନ୍ତ୍ରଣ କରିଛି।

Leave a comment