Browsing Category

Business

All business-related news will news will upload

ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା

ଦେଶରେ ଡିଜିଟାଲ୍‌ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବଢ଼ୁଥିବା ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାମୂଳକ ପଦକ୍ଷେପ ପାଇଁ ସେ ଆହ୍ବାନ ଦେଇଛନ୍ତି।…

ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ,୯.୧୯ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନିବେଶକ ମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଥିବାରୁ ‌ଚଳିତ ସପ୍ତାହରେ ସେନ୍‌ସେକ୍ସ ଲଗାତାର ଭାବେ ତଳକୁ ଖସୁଛି। ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ଘଟିଛି। ଫଳରେ ନିବେଶକମାନେ ୯.୧୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ସେନ୍‌ସେକ୍ସ ୭୮୦ ପଏଣ୍ଟ୍‌ ହ୍ରାସ ପାଇ…

କମିବନି ଭକ୍ତନିବାସ ପାର୍କିଂ ଫି

ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ…

ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣର ୪୩ତମ ବୈଠକ,୫୫, ୭୮୩ କୋଟି ଟଙ୍କାର ମୋଟ ନିବେଶ ସହିତ ୭ଟି ପ୍ରମୁଖ ଶିଳ୍ପ…

୨୦୩୬ ସୁଦ୍ଧା ରାଜ୍ୟକୁ ଶକ୍ତିଶାଳୀ, ଆତ୍ମନିର୍ଭର ଏବଂ ସମୃଦ୍ଧ ଓଡ଼ିଶା ପାଇଁ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଂଶ ଉପରେ ଧ୍ୟାନ ଦେଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA)ର ୪୩ତମ ବୈଠକରେ ଅଧ୍ୟକ୍ଷତା କରି…

ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Redmi Note 15 ଲଞ୍ଚ କଲା Xiaomi

Xiaomi ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Redmi Note 15 ଲଞ୍ଚ କରିଛି। ଏହା ଭାରତରେ ଏହିବର୍ଷର ପ୍ରଥମ ସ୍ମାର୍ଟଫୋନ୍‌। Redmi Note 14ର ଅପ୍‌ଗ୍ରେଡ୍‌ ମଡେଲ୍‌ ହେଉଛି Note 15; ଏଥିରେ କର୍ଭଡ୍‌ ଡିସ୍‌ପ୍ଲେ, କ୍ବାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର୍‌ ଓ 108MPର କ୍ୟାମେରା…

ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି ଭବିଷ୍ୟତରେ ସୁନା ଏବଂ ରୂପା ମୂଲ୍ୟକୁ ପ୍ରଭାବିତ କରିବ

ଦେଶରେ ସୁନା ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ପୂର୍ୱରୁ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ, ଆମେରିକା ଆକ୍ରମଣ ପରେ ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି ଭବିଷ୍ୟତରେ ସୁନା ଏବଂ ରୂପା ମୂଲ୍ୟକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଜାନୁଆରୀ 3 ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଚାରି ଚକିଆ ଗାଡ଼ି ପାଇଁ ବନ୍ଦ ହେବ ‘ନୋ ୟୋର ଭେଇକିଲ’ ପ୍ରକ୍ରିୟା, ଜାଣନ୍ତୁ KYV କ’ଣ ?

ଫାସ୍‌ଟ୍ୟାଗ ପାଇଁ ନ୍ୟାସନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏକ ବଡ଼ ନିଷ୍ପତ୍ତି ନେଇଛି। ବନ୍ଦ ହେବ କାର, ଜିପ୍ ଏବଂ ଭ୍ୟାନ ଭଳି ଚାରି ଚକିଆ ଗାଡ଼ି ପାଇଁ ନୂଆ ଫାସ୍‌ଟ୍ୟାଗ ଜାରି ସମୟରେ ଆବଶ୍ୟକ ହେଉଥିବା ‘ନୋ ୟୋର ଭେଇକିଲ’ ବା KYV ପ୍ରକ୍ରିୟା । ଏହି ପରିବର୍ତ୍ତନ ୨୦୨୬…

ଏତେ ମହଙ୍ଗା ହୋଇଯିବ ସିଗାରେଟ୍, ଶୁଣିଲେ ଟାଣିବା ବନ୍ଦ କରିଦେବେ

 ଭାରତରେ ଆକାଶଛୁଆଁ ହେବାକୁ ଯାଉଛି ସିଗାରେଟ୍ର ଦର। ଏକାବେଳକେ ଚାରିଗୁଣା ବଢ଼ିଯିବ। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସଂଶୋଧନ ବିଲ୍-2025 ଉପରେ ବାଜିଛି ସଂସଦର ମୋହର। ଏହି ବିଲ୍ ସିଗାରେଟ୍, ସିଗାର, ହୁକା ଭଳି ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଏହି…

ପିୟୁସିସି ବିନା ପେଟ୍ରୋଲ ମନା ନେଇ ଉଠିଲା ପ୍ରଶ୍ନ

ପଲୁସନ୍ ଅଣ୍ଡର ଚେକ୍ ସାର୍ଟିଫିକେଟ(PUCC) ନଥିବା ଯାନଗୁଡ଼ିକୁ ପେଟ୍ରୋଲ/ଡିଜେଲ୍ ନଦେବା ପାଇଁ ପେଟ୍ରୋଲ ପମ୍ପ ଗୁଡ଼ିକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ବିବାଦୀୟ ହେବାରେ ଲାଗିଛି। ଓଡ଼ିଶାରେ ପଞ୍ଜିକୃତ ୧.୧୭ କୋଟି ଗାଡ଼ି ମଧ୍ୟରୁ ୫୦ ରୁ ୬୦ ଲକ୍ଷ ଗାଡ଼ିରେ PUCC ନାହିଁ ବୋଲି ଏକ…

ସୁନା ଓ ରୁପା ଦର ବଢ଼ି ଚାଲିଛି

ସୁନା ଓ ରୁପା ଦରରେ ବ୍ରେକ ଲାଗୁନି । ପ୍ରତିଦିନ ଏହି ଦୁଇ ଅଳଙ୍କାରର ଦାମ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଗୋଟିଏ ଦିନରେ ରୂପା ୧୭ ହଜାର ଟଙ୍କା ମହଙ୍ଗା ହୋଇଛି । ଶୁକ୍ରବାର ଦିନ ଏମସିଏକ୍ସରେ ଚାନ୍ଦିର ଦାମ୍ ୧୭ ହଜାର ଟଙ୍କା ବୃଦ୍ଧି ପାଇ ବନ୍ଦ ହୋଇଛି । ସୁନା-ରୂପାର…