Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Business
All business-related news will news will upload
ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର
ଅଶୋଧିତ ତୈଳ ଯୋଗାଣ ସଙ୍କଟ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଶୂନ୍ୟ କରାଯାଇଛି।
ସରକାର…
ପ୍ରତି ପରିବାରକୁ ହିନ୍ଦୁ ପର୍ବ ହୋଲି ଏବଂ ଦୀପାବଳି ଅବସରରେ ମିଳିବ ମାଗଣା ଏଲପିଜି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ରେଖା ଗୁପ୍ତା ୧,୦୩,୭୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ଦିଲ୍ଲୀର ପ୍ରତି ପରିବାରକୁ ହିନ୍ଦୁ ପର୍ବ ହୋଲି ଏବଂ ଦୀପାବଳି ଅବସରରେ ଗୋଟିଏ ଲେଖାଏଁ (ମୋଟ ଦୁଇଟି) ମାଗଣା…
ସୋମବାର କ୍ରାଶ୍ କରିଥିଲା ସେୟାର ବଜାର,ଆଜି ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ଆରମ୍ଭ କରିଛନ୍ତି
ସୋମବାର କ୍ରାଶ୍ କରିଥିଲା ସେୟାର ବଜାର । କୋଟିକୋଟି ଟଙ୍କା ହରାଇଥିଲେ ନିବେଶକ । ମାର୍କେଟ୍ ଆହୁରି ତଳକୁ ଜୀବ ବୋଲି ଆଶଙ୍କା ଦେଖାଗଲା । କିନ୍ତୁ ମଙ୍ଗଳବାର ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଜାର ସବୁଜ ସଙ୍କେତରେ ଖୋଲିଛି ।
ମଙ୍ଗଳବାର ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ…
କ୍ରେଡିଟ୍ କାର୍ଡ ଜରିଆରେ ଦୁବାଇରେ ସମ୍ପତ୍ତି କିଣିଥିବା ଭାରତୀୟଙ୍କୁ ନୋଟିସ୍ କରିଛି ଇଡି
କ୍ରେଡିଟ୍ କାର୍ଡ ଜରିଆରେ ଦୁବାଇରେ ସମ୍ପତ୍ତି କିଣିଥିବା କେତେକ ଭାରତୀୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ୍ କରିଛି। ଫେବ୍ରୁଆରି ମାସରେ ଅତିକମ୍ରେ ୩ ଜଣଙ୍କୁ ନୋଟିସ୍ ଦିଆଯାଇଛି। ଦୁବାଇରେ କ୍ରୟ କରାଯାଇଥିବା ସମ୍ପତ୍ତି ପାଇଁ ଟଙ୍କା କେଉଁ ସୂତ୍ରରୁ ଦିଆଯାଇଛି ତାହା…
ଯୁଦ୍ଧ ପାଇଁ ମହଙ୍ଗା ହେବାକୁ ଯାଉଛି ବିମାନ ଯାତ୍ରା
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖା ଯାଉନାହିଁ । ୨୩ ଦିନରେ ବି ଇରାନ-ଇସ୍ରାଏଲ ଏବଂ ଆମେରିକା ଲଢେଇ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ୍…
ଆୟକର ନିୟମ ୨୦୨୬ର ବିଜ୍ଞପ୍ତି ଜାରି,ଏପ୍ରିଲ୍ ୧ରୁ ତାହା କାର୍ଯ୍ୟକାରୀ ହେବ ଆୟକର ନିୟମ
କେନ୍ଦ୍ର ସରକାର ଆୟକର ନିୟମ ୨୦୨୬ର ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଆସନ୍ତା ଏପ୍ରିଲ୍ ୧ରୁ ତାହା କାର୍ଯ୍ୟକାରୀ ହେବାର ପଥ ପ୍ରଶସ୍ତ ହୋଇଛି। ଏଥିରେ ସ୍ବଚ୍ଛତା, ଆୟ ଘୋଷଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ…
ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ ,୫ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ବନ୍ଦ ହେଲା…
ଭାଙ୍ଗିଗଲା ମାର୍କ ଜୁକରବର୍ଗଙ୍କ ସ୍ୱପ୍ନ । ୨୦୨୧ରେ ମାର୍କ ମେଟାଭର୍ସକୁ ନେଇ ଅନେକ ସ୍ୱପ୍ନ ଦେଖାଇଥିଲେ । ଏହା ଏପରି ଏକ ଭର୍ଚୁଆଲ ଦୁନିଆ ଯେଉଁଠି ସବୁ ବାସ୍ତବ ଲାଗେ । ଏଠାରେ ଲୋକେ ପରସ୍ପର ସହ ମିଶିପାରୁଥିଲେ ଏବଂ କାମ ମଧ୍ୟ କରିପାରୁଥିଲେ । ଏପରିକି ଡିଜିଟାଲ ଭାବରେ ଜୀବନ ବଞ୍ଚି…
ଭୁବନେଶ୍ୱରରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ର ଶୁଭାରମ୍ଭ: ଐତିହ୍ୟ ଓ ଆଧୁନିକତାର ଅପୂର୍ବ ସମନ୍ୱୟ
ଭୁବନେଶ୍ୱର: ରାଜଧାନୀର ହୋଟେଲ ‘ଦି ପ୍ରେସିଡେନ୍ସି’ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରସିଦ୍ଧ ଖାନାଙ୍କ ଜୁଏଲର୍ସ ଏବଂ ଦି ଜି ଷ୍ଟୁଡିଓ ର ମିଳିତ ସହଯୋଗରେ ‘ସୁଭାରିଆ - ଦି ଲଗଜରୀ ଏଡିଟ୍’ ର ଶୁଭାରମ୍ଭ କରାଯାଇଛି। ଏକ ସ୍ୱତନ୍ତ୍ର ପ୍ରେସ୍ ମିଟ୍ ଜରିଆରେ ଏହି ଅଭିନବ…
ଭାରତୀୟ ଷ୍ଟକ ବଜାରରେ ହାହାକାର,ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ…
ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ପ୍ରାରମ୍ଭିକ କାରବାରରେ, ଉଭୟ ବେଞ୍ଚମାର୍କ ସୂଚକାଙ୍କ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଥିଲା। ସକାଳ ପ୍ରାୟ ୯:୨୩ ସମୟରେ,…
ପଛୁଆ ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
କୋରାପୁଟ ଜିଲ୍ଲାରେ ସେଞ୍ଚୁରି ପ୍ଲାଏବୋର୍ଡସ୍ ଏକ ପ୍ଲାଏଉଡ୍ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିରେ କମ୍ପାନି ୮୭୦.୮୨ କୋଟି ଟଙ୍କା ନିବେଶ କରିବ। ସେହିପରି ପିଡିଲାଇଟ୍ ଇଣ୍ଡଷ୍ଟ୍ରିଜ୍ ବାଲେଶ୍ବରରେ ଏକ ଟାଇଲ୍ ଯୋଡ଼େଇ ଅଠା ଉତ୍ପାଦନ ପ୍ରକଳ୍ପ ବସାଇବ। ଅନ୍ତର୍ଜାତୀୟ ଖ୍ୟାତି…