Browsing Category

Business

All business-related news will news will upload

ସୁନା ଓ ରୁପା ଦର ବଢ଼ି ଚାଲିଛି

ସୁନା ଓ ରୁପା ଦରରେ ବ୍ରେକ ଲାଗୁନି । ପ୍ରତିଦିନ ଏହି ଦୁଇ ଅଳଙ୍କାରର ଦାମ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଗୋଟିଏ ଦିନରେ ରୂପା ୧୭ ହଜାର ଟଙ୍କା ମହଙ୍ଗା ହୋଇଛି । ଶୁକ୍ରବାର ଦିନ ଏମସିଏକ୍ସରେ ଚାନ୍ଦିର ଦାମ୍ ୧୭ ହଜାର ଟଙ୍କା ବୃଦ୍ଧି ପାଇ ବନ୍ଦ ହୋଇଛି । ସୁନା-ରୂପାର…

ନୂତନ ଟ୍ରେନ ଦୁଇଗୁଣ ଚଳାଚଳ କରିବ

ଭାରତୀୟ ରେଳବାଇ ଦ୍ୱାରା ଚିହ୍ନଟ ହୋଇଥିବା 48 ଟି ପ୍ରମୁଖ ସହର ମଧ୍ୟରୁ ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାକୁ ନେଇ ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ପରିକଳ୍ପନାରେ ମଞ୍ଜୁରିପ୍ରାପ୍ତ, ପ୍ରଗତିରେ ଥିବା ଓ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ…

ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ

ବାଜାଜ ଅଟୋ ଭାରତରେ ପଲସର-୧୫୦ର ଏକ ଅପଡେଟ୍ ସଂସ୍କରଣ ଲଞ୍ଚ କରିଛି। ଏହାର ଏକ୍ସ ଶୋ ରୁମ ମୂଲ୍ୟ ୧.୦୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ନୂଆ ଅପଡେଟ୍ ମଡେଲ୍ରେ ସଫ୍ଟ କସମେଟିକ୍ ଚେଞ୍ଜେସ୍, ଅର୍ଥାତ ଏହାର ରୂପରେଖରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ ମଡର୍ଣ୍ଣ ଲାଇଟିଂ ଅପଗ୍ରେଡ୍…

ଭାରତୀୟଙ୍କ ପସନ୍ଦ ରୁଷର ମଦ , ଆମଦାନୀ ହୋଇଛି ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ

ଭାରତରେ ରୁଷ ମଦର ଚାହିଦା ବଢ଼ିଛି । ଏହାର ଅନୁମାନ ଏଥିରେ କରାଯାଇପାରେ ଯେ, ୨୦୨୫ର ପ୍ରଥମ ମାସରେ ଭାରତରେ ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ ଆମଦାନୀ ହୋଇଛି। ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୪ ଗୁଣ ଅଧିକ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବର୍ଷ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୦ ଟଙ୍କା ପର୍ଯ୍ୟନ୍ତ ଯାଇ ପାରେ

 ଆମେରିକୀୟ ଡଲାର ତୁଳନାରେ ଭାରତର ଟଙ୍କା ଲଗାତାର ଦୁର୍ବଳ ହେବାରେ ଲାଗିଛି। ଏଣୁ ନିବେଶକ ଓ ସେୟାର ବଜାର ଉଭୟ ଏବେ ଚାପରେ । ମଙ୍ଗଳବାର ଡଲାର ତୁଳନାର ଟଙ୍କାର ମୂଲ୍ୟ ୯୧ ଟଙ୍କାକୁ ପହଞ୍ଚିଥିଲା, ତେବେ ବୁଧବାର ଏଥିରେ ମାମୁଲି ସୁଧାର ଦେଖାଯାଇଛି। ଏଥିରେ ମାର୍କେଟ୍ ଏକ୍ସପର୍ଟ ତଥା ‘ସେନ୍ସ…

ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୮୬୦ ଟଙ୍କା ରହିଛି । ସେହିପରି ୨୨…

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବର  ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି।…

ସୁନା ଓ ରୁପା ଦରର ଅସ୍ୱାଭାବିକ ବୃଦ୍ଧି

ଚଳିତ ବର୍ଷ (୨୦୨୫) ସୁନା ଏବଂ ରୁପା ମୂଲ୍ୟରେ ଏକ ଅସ୍ୱାଭାବିକ ବୃଦ୍ଧି ଘଟିଛି। ଉଭୟ ଧାତୁରେ ବହୁଳ ବୃଦ୍ଧି ରେକର୍ଡ କରାଯାଇଛି, ଯାହାକି ଭାରତୀୟ ବଜାରରେ ବିନିଯୋଗକାରୀ ଏବଂ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।ଯେକୌଣସି ସମୟରେ ବିଶ୍ୱସ୍ତରରେ ଅର୍ଥନୈତିକ ଅନିଶ୍ଚିତତା, ଭୌଗୋଳିକ…

ଯୁବବର୍ଗ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି

ଆଜିର ଯୁବ ବର୍ଗଙ୍କ ମଧ୍ୟରେ ଖର୍ଚ୍ଚ କରିବାର ଶୈଳୀ ବଦଳିଛି। ପୂର୍ବରୁ କେତେକ ରିପୋର୍ଟରେ ଆସିଥିଲା ଯେ ୟୁଥ ଗେଜେଟ ଓ ଲାଇଫ ଷ୍ଟାଇଲ ଉପରେ ବେଶ୍ ବ୍ୟୟ କରୁଛନ୍ତି। ହେଲେ ଏବେ ଆପଣ ଫୋନ, ପୋଷାକ, ମହଙ୍ଗା ଗେଜେଟ କଥା ଭୁଲି ଯାଆନ୍ତୁ। ଏବେକା ଯୁବ ପିଢୀ ସେମାନଙ୍କ ପଇସାକୁ ପୁରା ଅଲଗା ଅଲଗା…

ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ

ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବା, ପରୀକ୍ଷାଗାର, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁଣବତ୍ତା ଇକୋସିଷ୍ଟମର ପ୍ରସାର । ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା…