ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ,ଇସ୍କନ ଦ୍ୱାରା ଆୟୋଜିତ ସମସ୍ତ ରଥଯାତ୍ରା ସମ୍ପୂର୍ଣ୍ଣ ଭାବେ…

ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ ଆଜି ଆନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ…

ପୁଣି ଘାରିଲାଣି ଲଘୁଚାପ ଭୟ , ୧୦ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ପୁଣି ଘାରିଲାଣି ଲଘୁଚାପ ଭୟ । ୧୦ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୫ ତାରିଖ ସୁଦ୍ଧା ଉତ୍ତର ବଂଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ପାଣିପାଗ ବିଜ୍ଞାନୀଙ୍କ ଆକଳନ ମୁତାବକ, ଆସନ୍ତା ୧୦ ଦିନ ପର୍ୟ୍ୟନ୍ତ ବର୍ଷା ଲାଗିରହିବ। ୨୧ ତାରିଖ ପର୍ଯ୍ୟନ୍ତ ଲାଗିରହିବ…

ବଜାରରେ ପ୍ରବେଶ କରିବ Kia Syros EV,ମିଳିବ ଆଧୁନିକ ସୁବିଧା, ଆସନ୍ତୁ ଜାଣିବ ଫିଚର୍ସ

ପ୍ରାୟ ସମସ୍ତ ବଡ଼ କାର କମ୍ପାନୀ ନିଜର ନୂଆ EV ମଡେଲ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ Kiaର ଆସନ୍ତା Syros EV ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । ଲଞ୍ଚ ପୂର୍ବରୁ ଏହି ଇଲେକ୍ଟ୍ରିକ୍ SUVର ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍ ହୋଇଛି । ରିପୋର୍ଟ ଅନୁଯାୟୀ, ଏହି…

ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ-ଟ୍ରମ୍ପ

ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ହତ୍ୟାର ଭୟ ପ୍ରକାଶ କରିଛନ୍ତି। ସେ ଇରାନକୁ ଚେତାବନୀ ଦେଇଛନ୍ତି ଯେ ସେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ…

ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବା ଫଳରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି…

୩ ବର୍ଷ ପରେ ସ୍ୱଚ୍ଛ ପବନର ଅନୁଭୂତି ନେଉଛନ୍ତି ଦିଲ୍ଲୀବାସୀ

ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣ, ଯାହା ଦେଶର ସବୁଠାରୁ ବଡ଼ ଚିନ୍ତାର କାରଣ ଥିଲା । ଗତ ୩ ବର୍ଷ ହେବ ଧୂଆଁର ଚାଦର, ବିଷାକ୍ତ ବାୟୁ ଓ ବଢ଼ୁଥିବା ପ୍ରଦୂଷଣ ଯୋଗୁଁ ରାଜଧାନୀର ଲୋକମାନେ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ। | ଶୀତ ଋତୁ ଆସିଲେ ଧୂଆଁର ଚାଦର, ବଢ଼ୁଥିବା ପ୍ରଦୂଷଣ ଓ ଖରାପ AQI ଯୋଗୁଁ…

ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ପେନ୍

ଚଳିତ ବିଶ୍ଵକପ୍‌ରେ ଏକ ରୋମାଞ୍ଚକର ମୁକାବିଲାରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ସ୍ପେନ୍। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ୧-୧ ଗୋଲ୍‌ରେ ବରାବର ରହିଥିବା ବେଳେ, ଦ୍ଵିତୀୟାର୍ଦ୍ଧର ଅନ୍ତିମ ଭାଗରେ ସ୍ପେନ୍ ବିଜୟ ସୂଚକ ଗୋଲ୍ ଦେଇ ବାଜି ମାରିନେଇଥିଲା।…

ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା ,ଆସନ୍ତା ୪ ଦିନ ଯାଏ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଆସନ୍ତା ୪ ଦିନ ଯାଏ ବର୍ଷା ଲାଗି ରହିବ। ୧୩ ତାରିଖରୁ ବଢ଼ିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି…

୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ଏନପିପିଏ

ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଂ ଅଥରିଟି (ଏନପିପିଏ) ୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ସବୁ ଔଷଧରେ ଉଚ୍ଚରକ୍ତଚାପ, ଡାୟବେଟିଜ୍, ଏଚଆଇଭି, ହୃଦରୋଗ ଓ ଆଖି ସଂକ୍ରମଣ ଭଳି ରୋଗ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ରହିଛି। ଡ୍ରଗସ୍ (ପ୍ରାଇସ…

ଆରପାରିରେ ‘ନେଇ ଯାରେ ମେଘ ମୋତେ’ ଗାୟିକା ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ. ଜାନକୀଙ୍କର

ଦକ୍ଷିଣ ଭାରତର କୋକିଳକଣ୍ଠୀ ତଥା ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ. ଜାନକୀଙ୍କର ୧୧ ଜୁଲାଇ ୨୦୨୬ରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। କର୍ଣ୍ଣାଟକର ମହୀଶୂରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ, ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଦୀର୍ଘ…