Realme Narzo 100x 5Gର Xରେ ଫୋନ୍ର ଏକ ଟିଜର୍ ରିଲିଜ , ଆସନ୍ତୁ ଜାଣିବା ଏହାର ଫିଚର୍ସ
ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ Realme Narzo 100x 5G । କମ୍ପାନୀ ଏହି ଆଗାମୀ ଫୋନ୍ ଲଞ୍ଚ ହେବା କଥା ନିଶ୍ଚିତ କରିଛି । କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ୍ର ଏକ ପୋଷ୍ଟର ଟିଜର୍ ଲଞ୍ଚ କରିଛି । ପୂର୍ବରୁ, କମ୍ପାନୀ ଭାରତୀୟ ବଜାରରେ Narzo 100 Lite ଲଞ୍ଚ କରିସାରିଛି ।…