ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ-ଟ୍ରମ୍ପ

ଏତେ ମିଶାଇଲ୍ ମାଡ କରିବୁ ଯେ, ସମଗ୍ର ଇରାନକୁ ଧ୍ୱଂସ କରିଦେବୁ। ପୁଣି ଇରାନକୁ ଏମିତି ଧମକ ଦେଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ହତ୍ୟାର ଭୟ ପ୍ରକାଶ କରିଛନ୍ତି। ସେ ଇରାନକୁ ଚେତାବନୀ ଦେଇଛନ୍ତି ଯେ ସେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ…

ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବା ଫଳରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି…

୩ ବର୍ଷ ପରେ ସ୍ୱଚ୍ଛ ପବନର ଅନୁଭୂତି ନେଉଛନ୍ତି ଦିଲ୍ଲୀବାସୀ

ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣ, ଯାହା ଦେଶର ସବୁଠାରୁ ବଡ଼ ଚିନ୍ତାର କାରଣ ଥିଲା । ଗତ ୩ ବର୍ଷ ହେବ ଧୂଆଁର ଚାଦର, ବିଷାକ୍ତ ବାୟୁ ଓ ବଢ଼ୁଥିବା ପ୍ରଦୂଷଣ ଯୋଗୁଁ ରାଜଧାନୀର ଲୋକମାନେ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ। | ଶୀତ ଋତୁ ଆସିଲେ ଧୂଆଁର ଚାଦର, ବଢ଼ୁଥିବା ପ୍ରଦୂଷଣ ଓ ଖରାପ AQI ଯୋଗୁଁ…

ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ପେନ୍

ଚଳିତ ବିଶ୍ଵକପ୍‌ରେ ଏକ ରୋମାଞ୍ଚକର ମୁକାବିଲାରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ସ୍ପେନ୍। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ୧-୧ ଗୋଲ୍‌ରେ ବରାବର ରହିଥିବା ବେଳେ, ଦ୍ଵିତୀୟାର୍ଦ୍ଧର ଅନ୍ତିମ ଭାଗରେ ସ୍ପେନ୍ ବିଜୟ ସୂଚକ ଗୋଲ୍ ଦେଇ ବାଜି ମାରିନେଇଥିଲା।…

ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା ,ଆସନ୍ତା ୪ ଦିନ ଯାଏ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଆସନ୍ତା ୪ ଦିନ ଯାଏ ବର୍ଷା ଲାଗି ରହିବ। ୧୩ ତାରିଖରୁ ବଢ଼ିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି…

୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ଏନପିପିଏ

ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଂ ଅଥରିଟି (ଏନପିପିଏ) ୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ସବୁ ଔଷଧରେ ଉଚ୍ଚରକ୍ତଚାପ, ଡାୟବେଟିଜ୍, ଏଚଆଇଭି, ହୃଦରୋଗ ଓ ଆଖି ସଂକ୍ରମଣ ଭଳି ରୋଗ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ରହିଛି। ଡ୍ରଗସ୍ (ପ୍ରାଇସ…

ଆରପାରିରେ ‘ନେଇ ଯାରେ ମେଘ ମୋତେ’ ଗାୟିକା ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ. ଜାନକୀଙ୍କର

ଦକ୍ଷିଣ ଭାରତର କୋକିଳକଣ୍ଠୀ ତଥା ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ. ଜାନକୀଙ୍କର ୧୧ ଜୁଲାଇ ୨୦୨୬ରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। କର୍ଣ୍ଣାଟକର ମହୀଶୂରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ, ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଦୀର୍ଘ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ, ତିନି ରଥ ଦାୟିତ୍ଵ ପାଇଁ ଅଧିକାରୀ ନିଯୁକ୍ତ

ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରାକୁ ଆଉ ମାତ୍ର ୫ ଦିନ ବାକି ରହିଲା। ଶୃଙ୍ଖଳିତ ରଥଯାତ୍ରା ଏବଂ ନୀତି କାନ୍ତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନିଳାଦ୍ରୀ ଭକ୍ତ ନିବାସରେ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ…

ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ…

RBI ପାଇଁ ବଡ଼ ଚ୍ୟାଲେଞ୍ଜ ‘ଶର୍ଟ ଡଲାର ଫରୱାର୍ଡ’ ପୋଜିସନ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ ଦୁଇ ବର୍ଷ ଧରି ଦୁର୍ବଳ ହେଉଥିବା ଟଙ୍କାକୁ ସ୍ଥିର ରଖିବା ପାଇଁ ବିଶ୍ୱର ସବୁଠାରୁ ବଡ଼ ‘ଶର୍ଟ ଡଲାର ଫରୱାର୍ଡ’ ପୋଜିସନ୍ ମଧ୍ୟରୁ ଗୋଟିଏ ଗଢ଼ିଥିଲା। ବର୍ତ୍ତମାନ ସେହି ପୋଜିସନ୍କୁ ବଜାରରେ ଅସ୍ଥିରତା ସୃଷ୍ଟି ନକରି କିପରି କମାଯିବ, ତାହା RBI ପାଇଁ ବଡ଼…