ଲଘୁଚାପ ପ୍ରଭାବରେ ବର୍ଷା ଜାରି

ଭୁବନେଶ୍ୱର:  ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରେ ନିସ୍ତାର ମିଳିବ ନାହିଁ । ଅଗଷ୍ଟ ୧ ଏବଂ ୨ରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ବାର୍ବାଡସ୍‌:  ୱେଷ୍ଟଇଣ୍ଡିଜ୍‌ କେନସିଙ୍ଗଟନ୍‌ ଓଭାଲ୍‌ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ୬ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ରାମ ନେଇଥିଲା ବେଳେ ତାଙ୍କ ସ୍ଥାନରେ…

ଆଜିର ରାଶିଫଳ

ମେଷ:ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର ମିଳିବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ। ବୃଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ…

OSSC ପ୍ରଶ୍ନପତ୍ର ଲିକ୍ : ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ଏସ୍‌ଏସ୍‌ସି ପ୍ରଶ୍ନପ୍ରତ୍ର ଲିକ ମାମଲାରେ ବାଲେଶ୍ୱର ପୁଲିସର ରିପୋର୍ଟକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଏସ୍‌ଏସ୍‌ସି। ୫୫ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛି ଓଏସ୍‌ଏସ୍‌ସି । ଓଏସ୍‌ଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ ନୋଟିସ ଜାରି…

ରାଜ୍ୟରେ କମୁଛି ବାଘ ସଂଖ୍ୟା : ୨୦୦୬ରେ ଥିଲେ ୪୫ ବାଘ, ୨୦୨୨ରେ ମାତ୍ର ୨୦

ନୂଆଦିଲ୍ଲୀ: ରାଜ୍ୟରେ ବର୍ଷକୁ ବର୍ଷ କମୁଛି ବାଘ ସଂଖ୍ୟା : ୨୦୦୬ରେ ଥିଲେ ୪୫ ବାଘ, ୨୦୨୨ରେ ମାତ୍ର ୨୦ । ବର୍ତ୍ତମାନ ଦେଶର ୯ଟି ବ୍ୟାଘ୍ର ପ୍ରକଳ୍ପ ମଧ୍ୟରୁ ଝାଡ଼ଖଣ୍ଡର ପାଲାମୁରେ ବ୍ୟାଘ୍ର ଶୂନ୍ୟ ହୋଇ ସାରିଥିବା ବେଳେ ଓଡ଼ିଶାର ଶିମିଳିପାଳରେ ହାତଗଣତି ବାଘ ରହିଛନ୍ତି। ସେହିପରି ରାଜ୍ୟରେ…

ଓଡ଼ିଆ ଜାଭେଲିନ୍‌ ‌ଖେଳାଳି କିଶୋର କୁମାର ଜେନାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ବର: ଓଡ଼ିଆ ଜାଭେଲିନ୍‌ ‌ଖେଳାଳି କିଶୋର କୁମାର ଜେନା ଶ୍ରୀଲଙ୍କାରେ ଚାଲିଥିବା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଶୁକ୍ରବାର କଲମ୍ବୋରେ ଶେଷ ହୋଇଥିବା ପୁରୁଷ ଜାଭେଲିନ୍‌ରେ କିଶୋର ୮୪.୩୮ ମିଟର ଫିଙ୍ଗିବା…

ଟ୍ରୋଲ ହେଲେ ଉର୍ବଶୀ

ନୂଆଦିଲ୍ଲୀ:  ଅଭିନେତ୍ରୀ ଊର୍ବଶୀ ରୌତେଲା ତାଙ୍କ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ଥର ସେ ନିଜର ପୋଷ୍ଟ ଓ ବୟାନ ପାଇଁ ସମାଲୋଚିତ ମଧ୍ୟ ହୋଇଛନ୍ତି। ନିକଟରେ ଉର୍ବଶୀ ପୁଣି ଏମିତି ଏକ ଟୁଇଟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ  ଟ୍ରୋଲ ହେବାକୁ ପଡ଼ିଛି।…

ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ସିଡ୍‌ନି: ମିଳିତ ସମରାଭ୍ୟାସ ବେଳେ ଅଷ୍ଟ୍ରେଲିଆ ସେନାର ଗୋଟାଏ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ କୁଇନ୍‌ସ୍‌ଲାଣ୍ଡ୍‌ ଅନ୍ତର୍ଗତ ହାମିଲ୍‌ଟନ୍‌ ଦ୍ବୀପ ଅଞ୍ଚଳର ସମୁଦ୍ର ଜଳରାଶିରେ ପଡ଼ିଯିବାରୁ ୪ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।ଶୁକ୍ରବାର…

ମା’ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ଜାଣନ୍ତୁ

ମା’ଲକ୍ଷ୍ମୀଙ୍କୁ କିଛି ସ୍ୱତନ୍ତ୍ର ଜିନିଷ ଖୁବ ପ୍ରିୟ। ଏହାକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ଓ ଟଙ୍କାପଇସାର ଅଭାବ ହୋଇନଥାଏ। ମା’ଲକ୍ଷ୍ମୀଙ୍କ କୃପା ମିଳିଲେ ଆର୍ଥିକ କ୍ଷେତ୍ରରେ କଷ୍ଟର ସମ୍ମୁଖୀନ ହେବାକୁ ପଡେ ନାହିଁ ବୋଲି ମାନ୍ୟତା ରହିଛି। ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ…

ସ୍ୱାସ୍ଥ୍ୟ ପାଇଁ କ୍ଷୀର

ସ୍ୱାସ୍ଥ୍ୟ ପାଇଁ କ୍ଷୀର ବେଶ ଲାଭଦାୟକ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହି କାରଣରୁ ବୟସ୍କ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାଆନ୍ତି। ମାତ୍ର କ୍ଷୀରରେ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ।…