ଭାରତ ମଣ୍ଡପମଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ଅଖିଳ  ଭାରତୀୟ  ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ର ୩ୟ ବାର୍ଷିକୀ ସମୟରେ ହେଉଛି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପିଏମ ଶ୍ରୀ ଯୋଜନା ଅଧୀନରେ ପ୍ରଥମ…

ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର:  ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ହଟସ୍ପଟ୍ ହେବାକୁ ଯାଉଛି। ଆମେରିକାର ସିଲିକନ ଭ୍ୟାଲିରେ ଏକାଧିକ ଏମଏନସିର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଟିମ୍ । https://twitter.com/CMO_Odisha/status/1685148050489016321?s=20 ରାଜ୍ୟରେ…

ବିଧାୟିକା ବର୍ଷାଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼ :ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ । ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାଇକମାଳ ବିଏଲ୍‌ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି।  ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ…

ବସ୍ ଭିତରକୁ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ କଲେ ମିଳିବ ଦଣ୍ଡ

ଭୁବନେଶ୍ବର: କୌଣସି ମାଲିକ କିମ୍ବା କଣ୍ଡକ୍ଟର ମହିଳାମାନଙ୍କୁ ପ୍ରଥମେ ଯାତ୍ରୀ ଭାବେ ବସ୍ ଭିତରକୁ ଯିବାକୁ ବାରଣ କରିଥିବା ଅଭିଯୋଗ ଆସିଲେ ସଂପୃକ୍ତ ଗାଡି ମାଲିକଙ୍କ ପାଖରୁ ଇ ଚାଲାଣ କଟାଯିବ । ଏଭଳି କଡା ଚିଠି ଲେଖିଛି ପରିବହନ ବିଭାଗ ।  ମହିଳା ଯାତ୍ରୀଙ୍କ ପାଇଁ  ରାଜ୍ୟ ପରିବହନ ବିଭାଗ…

ଆଜି ବାଘ ଦିବସ

ଭୁବନେଶ୍ବର: ଆଜି ନନ୍ଦନକାନନରେ ୧୪ତମ ବିଶ୍ୱ ବାଘ ଦିବସ ପାଳିତ ହେବ। ଏନେଇ ବିଭିନ୍ନ ଛାତ୍ର ସଂଗଠନକୁ ନିମନ୍ତ୍ରଣ କରାଯାଇଛି ଏବଂ ବିଭିନ୍ନ କା‌ର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ପୃଥିବୀର ୧୩ ଟି ଦେଶରେ ବାଘ ଦେଖା ଦିଅନ୍ତି। ବାଘ ସଂଖ୍ୟା କମିବା ଦ୍ୱାରା ଖାଦ୍ୟ ଶୃଙ୍ଖଳ ଓ ଜୌବ ବିବିଧତା ନଷ୍ଟ…

ଆଜିର ରାଶିଫଳ

ମେଷ ଆଜି ସକାଳୁ ବନ୍ଧୁଙ୍କ ସହାନୁଭୂତିସୂଚକ କଥାରେ ହୃଦୟ ବିଗଳିତ ହୋଇଯିବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରୁଥିବା ଦିଗରୁ ଅଧିକ ଅର୍ଥ ପାଇ ଖୁସି ହେବେ। କୃତ୍ତିକା ନକ୍ଷତ୍ର ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜେପି, ବିଜଡି  ନେତାଙ୍କ ବୟାନବାଜି ଜୋର ଧରିଛି । ବିଜେପି ଏହି ପ୍ରସଙ୍ଗରେ ବିଜେଡିକୁ ଦୋଷ ଦେଉଥିବା ବେଳେ ବିଜେଡି ମଧ୍ୟ ବିଜେପି ଉପରେ ବର୍ଷିଛି । ବିଜେଡି କହିଛି ଏହି ରାକେଟ୍ ଉତ୍ତରପ୍ରଦେଶ ଓ ଗୁଜରାଟର ଷ୍ଟାଫ୍ ସିଲେକସନ୍ କମିଶନ…

‘‘ଡିଜିଟାଲ ଇଣ୍ଡିଆ ଫର୍‌ ନ୍ୟୁ ଇଣ୍ଡିଆ’’ ବିଷୟବସ୍ତୁ ଉପରେ ପତ୍ର ଲେଖି ପୁରସ୍କାର ଜିତିପାରିବେ ପ୍ରତିଯୋଗୀ

ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ । ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍‌ ନ୍ୟୁ ଇଣ୍ଡିଆ (ନୂତନ ଭାରତ…

ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା

ଭୁବନେଶ୍ବର: ଲଘୁଚାପ  ପ୍ରଭାବରେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୈାସୁମୀ ପ୍ରଭାବରେ କାଲିଠୁ…

ଜେ କ୍ରିଷ୍ଣା କିଶୋର ହେଲେ ନୂଆ ମୁଖ୍ୟ ଆୟକର ଆୟୁକ୍ତ

୧୯୯୦ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଶ୍ରୀ ଜେ. କ୍ରିଷ୍ଣା କିଶୋରଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି । ବର୍ତ୍ତମାନ ଶ୍ରୀ କିଶୋର ଆୟକର ବିଭାଗ ଓଡ଼ିଶା ପ୍ରାନ୍ତର ତଦନ୍ତ ନିର୍ଦ୍ଦେଶାଳୟରେ ପ୍ରମୁଖ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଭାରତ…