ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼, ୪ଜଣଙ୍କର ମୃତ୍ୟୁ

ଜୟପୁର:  ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ଗୁଳିମାଡ ଫଳରେ ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଘଟଣ ଟ୍ରେନର ୫ ନମ୍ବର ବଗିରେ ହୋଇଥିବା ଜଣାପଡିଛି ।…

ଜୀବନ ନେଲା ଡେଙ୍ଗୁ

ଭୁବନେଶ୍ବର:  ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁବାକୁ ବସିଥିବା ବେଳେ  ରାଜଧାନୀରେ ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ ହୋଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଡେଙ୍ଗୁ ଜଣେ ପ୍ରସୂତିଙ୍କ ଜୀବନ ନେଇଛି। ମୃତା ମହିଳା ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି।…

ବଢ଼ିଲା ହରଡ଼ ଡ଼ାଲି ଦର

ବଜାର ଦର ଉପରେ ଲଗାମ ନାହିଁ । ପରିବା ଦର କମିଲା ବେଳେ ଡାଲି ଡର ବଢ଼ି ବଢ଼ି ଚାଲିଛି । ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି |  ପରିବା ଦରକୁ ନେଇ ଏବେ ବି ଖାଉଟି ଚିନ୍ତାରେ ଥିବାବେଳେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ହରଡ ଡାଲିର ଦର ମଧ୍ୟ ବଢିଛି | ବାସ୍ତବରେ ବଜାରରେ ଏବେ…

ଆଜିର ରାଶିଫଳ

ମେଷ ଆଜି ନବମସ୍ଥ ଚନ୍ଦ୍ର ପ୍ରଭାବରୁ ଘର କାମ ଛାଡି ବାହାର ଲୋକମାନଙ୍କ ପାଇଁ ବିଶେଷ ସମୟ ଦେବେ। ତଥାପି ପାରିବାରିକ ଜୀବନରେ ସୁଖ, ସ୍ବାଚ୍ଛନ୍ଦ୍ୟ ବାଧାପ୍ରାପ୍ତ ହେବ ନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ସୁପରିକଳ୍ପିତ ଯୋଜନା ମୁତାବକ…

ଶ୍ରୀହରିକୋଟାରୁ PSLV-C56 ରକେଟର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଇସ୍ରୋ । ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ। PSLV-C56 ରକେଟରେ ୭ଟି ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରିଛି  । ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ । ଭାରତର କମର୍ସିଆଲ…

ଉଗ୍ରତାରାଙ୍କ ମନ୍ଦିରରୁ ଚୋରି

ଟାଙ୍ଗୀ:  ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଦୁଇ ସୁରକ୍ଷାକର୍ମୀ ଶୋଇପଡ଼ିଥିବା ବେଳେ  ଗତକାଲି ରାତିରେ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ଓ ରୁପାର ଅଳଙ୍କାର ଲୁଟି…

ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହେବ : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । https://twitter.com/mcbbsr/status/1685586676171837440?s=20 ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ପରବର୍ତ୍ତୀ ଆଇପିଏଲ ବିଦେଶରେ ଆୟୋଜନ ହେବାର ସମ୍ଭାବନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ସଂସ୍କରଣକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ସିଜିନକୁ ଶୀଘ୍ର କରାଇବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଛି । ପରବର୍ତ୍ତୀ ଆଇପିଏଲ ଭାରତରେ ନୁହେଁ, ବରଂ…

ଭୁବନେଶ୍ବରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ସିନୋପସିସ

ଆମେରିକାରୁ ଓଡ଼ିଶାକୁ ଛୁଟୁଛି ନିବେଶ । ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନରେ ଭୁବନେଶ୍ବରରେ ନିବେଶ କରିବା ସହ ଡିଜାଇନ ସେଣ୍ଟର ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରିଛି ସିନୋପସିସ । 25ରୁ ଅଧିକ ଦେଶରେ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଅଟୋମେସନ୍ କାର୍ଯ୍ୟକ୍ଷମ ଅଛି ସିନୋପସିସ । ଏବେ…

ଓଡ଼ିଶା ଟୁରିଜିମ ଭିଏତନାମ ହାନୋଇ ଶେଷ କରିଛି ତାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ

ଭିଏତନାମ: ସରିଲା ହାନୋଇ ରୋଡ ଶୋ । ଦକ୍ଷିଣ ପୂର୍ବ ଏସିଆରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ଟୁରିଜିମ ଭିଏତନାମ ହାନୋଇ ଶେଷ କରିଛି ତାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଜାତୀୟ ପ୍ରମୋସନ ରୋଡ ଶୋ । ଫିକ୍କିର ସହଯୋଗରେ ଆୟୋଜିତ ଏହି ରୋଡ ଶୋରେ ଯୋଗଦେଇଥିଲେ ୧୩୦ ଭିଏତନାମ ଟୁର ଅପରେଟର ।…