Browsing Tag

#metro tv

୬ ଦଫା ଦାବି ନେଇ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ,ସକାଳ…

ଓଡ଼ିଶା ବନ୍ଦର ମିଶ୍ର ପ୍ରଭାବ । କେଉଁଠି ବନ୍ଦ ତ କେଉଁଠି ଖୋଲା । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ କର୍ମୀମାନେ କିଛି ସମୟ ପାଇଁ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ । ସେହିପରି ରାସ୍ତା ମଝିରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି…

ପିତୃ ପକ୍ଷରେ କେଉଁ ୫ଟି ଜୀବ ଘରକୁ ଆସିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ ଏବଂ ଏହା କେଉଁ କଥାର ସଙ୍କେତ ଦିଏ ଆସନ୍ତୁ…

ବର୍ତ୍ତମାନ ପିତୃ ପକ୍ଷ ଆରମ୍ଭ ହୋଇସାରିଛି । ଏହି ସମୟକୁ ପିତୃ ପୁରୁଷମାନଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ପ୍ରକାଶ କରିବାର ଏକ ପବିତ୍ର ଅବସର ବୋଲି ମନାଯାଇଥାଏ । ମାନ୍ୟତା ଅନୁଯାୟୀ, ଏହି ୧୬ ଦିନ ମଧ୍ୟରେ ଆମ ପିତୃପୁରୁଷମାନେ ଦେବଲୋକରୁ ପୃଥିବୀକୁ ଆସି ନିଜ ପରିଜନମାନଙ୍କ ମଧ୍ୟରେ…

କାହିଁକି ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ୪ ମହଲା ଉପରୁ ଡେଇଁଲେ? ଶିଷ୍ୟ ମୃତ୍ୟୁକୁ ନେଇ କାହିଁକି ଚୁପ୍ ଆଶ୍ରମ?…

କାହିଁକି ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ୪ ମହଲା ଉପରୁ ଡେଇଁଲେ? ଶିଷ୍ୟ ମୃତ୍ୟୁକୁ ନେଇ କାହିଁକି ଚୁପ୍ ଆଶ୍ରମ? ତାତିଲେଣି ସନ୍ଥ ସମାଜ । ଗ୍ରାଇଣ୍ଡରରେ କିଏ କାଟିଲା ଗୁପ୍ତାଙ୍ଗ? ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ଆଲୋଡ଼ନ…

ଜମ୍ମୁରୁ କଠୁଆ ଜିଲ୍ଲାରେ ଥିବା ସିଆଇଏସଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ, 4 ଯବାନ ମୃତ

ଜମ୍ମୁରୁ କଠୁଆ ଜିଲ୍ଲାରେ ଥିବା ସିଆଇଏସଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ସାମିଲ ଅଛନ୍ତି । ଏହି ଘଟଣା ବସୋହଲିର ମାଶକା ଅଞ୍ଚଳରେ ଥିବା ସେବା…

ଆସନ୍ତାକାଲି ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ,ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ‘ଓଡ଼ିଶା…

ବୁଧବାର ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’ ଡାକରାକୁ ନେଇ ସତର୍କ ହୋଇଛି ରାଜ୍ୟ ପ୍ରଶାସନ। ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ (NNKS) ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ…

ମିଆଁମାର ମାର୍କେଟ୍‌ରେ ଭୟଙ୍କର ଏୟାରଷ୍ଟ୍ରାଇକ,୪୯ ମୃତ ୫୮ରୁ ଅଧିକ ଗୁରୁତର

 ମିଆଁମାରରେ ଜାରି ରହିଥିବା ହିଂସା ପୁଣିଥରେ ଏକ ବଡ଼ଧରଣର ନରସଂହାର କରିଛି। ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ରାଖାଇନ୍ ରାଜ୍ୟର ଏକ ବ୍ୟସ୍ତବହୁଳ ବଜାର ଉପରେ ସେନା ବାହିନୀ ପକ୍ଷରୁ ଭୟଙ୍କର ବାୟୁସେନା ଆକ୍ରମଣ କରାଯାଇଛି। ଏଥିରେ ଅତିକମରେ ୪୯ ଜଣ ନିରୀହ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ…

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି,ସନ୍ଧ୍ୟା ୬ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ ଏହି ଗୁପ୍ତ ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଅନୁଷ୍ଠିତ ହେବ ନୀତି। ସନ୍ଧ୍ୟା ୬ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ…

ବଢିବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ମୁସ୍କିଲ, ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଦାଖଲ ଯାଚିକାର ଶୁଣାଣି…

ବଢିବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ମୁସ୍କିଲ । ଭାରତୀୟ ନିର୍ବାଚନ ଆୟୋଗ (ECI) ଭିତରେ କ୍ଷମତାର କେନ୍ଦ୍ରୀକରଣ ଏବଂ ଏକପାଖିଆ ନିଷ୍ପତ୍ତି ନିଆଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ ,ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ଏହି ସଂପର୍କରେ ସଂପୃକ୍ତି କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ଲୋଡିଛି । କିଛି ଦିନ ତଳେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ପାଇଁ…

ଭାରତୀୟ ବଜାରରେ ଲଞ୍ଚ ହେଲା ଟାଟା Sierra #DARK Edition,ତେବେ କେତେ ରହିଛି ଦାମ ଏବଂ କ’ଣ ରହିଛି ଏହାର ଖାସ୍ ଫିଚର୍?…

ଟାଟା ମୋଟର୍ସର ପପୁଲାର SUV Sierra ଏବେ ଆହୁରି ଷ୍ଟାଇଲିଶ୍ ଓ ଡାର୍କ ମଡେଲରେ। ଭାରତୀୟ ବଜାରରେ ଲଞ୍ଚ ହୋଇଛି Sierra #DARK Edition। ପୂରା ବ୍ଲାକ୍ ଥିମ୍, ପ୍ରିମିୟମ୍ ଇଣ୍ଟେରିୟର୍ ଓ ଦମଦାର ଫିଚର୍ ସହ ଆସିଛି ଏହି ନୂଆ SUV । ତେବେ କେତେ ରହିଛି ଦାମ ଏବଂ କ’ଣ ରହିଛି ଏହାର ଖାସ୍ ଫିଚର୍?…