ବଦଳିଲା ଶ୍ରଦ୍ଧା କପୁରଙ୍କ ‘ଈଠା’ର ରିଲିଜ ତାରିଖ , ‘ଟକ୍ସିକ୍’ ସହ ନୁହେଁ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’ ସହ ‘ଈଠା’…
ଅଗଷ୍ଟ ମାସକୁ ଚାତକ ପରି ଚାହିଁ ରହିଥିଲେ ସିନେପ୍ରେମୀ। ଏହି ମାସରେ ବକ୍ସ ଅଫିସ୍ରେ ଏକାଧିକ ବଡ଼ ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ହେବାର ଥିଲା। ‘ବଟ୍ୱାରା-୧୯୪୭’ ଓ ‘ଆୱାରାପନ୍-୨’ ମଧ୍ୟରେ ଟକ୍କର ନିଶ୍ଚିତ ଥିବା ବେଳେ ମାସ ଶେଷରେ ୟଶଙ୍କ ‘ଟକ୍ସିକ୍’ ଓ ଶ୍ରଦ୍ଧା କପୁରଙ୍କ ‘ଈଠା’ ମଧ୍ୟ…