Browsing Tag

#metro tv

ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର

ମୁକୁଳିବେନି ଦାରା ସିଂ । ସବୁ ଚର୍ଚ୍ଚାରେ ପଡି଼ଲା ପୂର୍ଣ୍ଣଚ୍ଛେଦ । ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ ହୋଇଛନ୍ତି । ସେଅଗଷ୍ଟ ୧୫ରେ କେନ୍ଦୁଝର ଜେଲରୁ ମୁକୁଳିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । କିନ୍ତୁ ଏବେ ମୁକୁଳି ପାରିବେ ନାହିଁ ଦାରା ସିଂ । ରିପୋର୍ଟ ଅନୁସାରେ,…

ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ

ପୁରୀ ରେଲୱେ ଷ୍ଟେସନ ନିକଟରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଏକ୍ସପ୍ରେସ । ପୁରୀ ଷ୍ଟେସନ୍ ଠାରୁ ମାତ୍ର ୫୦୦ ମିଟର ଦୂରରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍‌ର ଇଞ୍ଜିନଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି ।ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା…

ପ୍ରାୟ ୧୦ ବର୍ଷ ପରେ ନିଜର ଲୋଗୋ ବଦଳାଇ ଟ୍ରୋଲ ହେଲା ଇନଷ୍ଟାଗ୍ରାମ୍

ଇନଷ୍ଟାଗ୍ରାମ୍ ପ୍ରାୟ ୧୦ ବର୍ଷ ପରେ ନିଜର ଲେଖା ଲୋଗୋ ବା ୱାର୍ଡମାର୍କକୁ ବଦଳାଇଛି । ନୂଆ ଡିଜାଇନକୁ ଅଧିକ କ୍ଲିୟର୍ ଏବଂ ମଡର୍ନ୍ କରିବାକୁ କମ୍ପାନୀ ଚେଷ୍ଟା କରିଛି । କିନ୍ତୁ ନୂଆ ଡିଜାଇନ୍ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ ହୋଇଛି । କିଛି ୟୁଜର୍…

ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା,୨୦ ଆହତ ଦୁଇ ଗୁରୁତର

ଇଂଲଣ୍ଡର ଇଷ୍ଟ ସସେକ୍ସସ୍ଥିତ ଲୁଇସ୍ ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଘଟଣାରେ ଅତିକମରେ ୨୦ ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ…

୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଶୁକ୍ରବାର ଇମେଲ୍ ଜରିଆରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଏହି ବୋମା ଧମକ ମିଳଛି। ଦିଲ୍ଲୀ ହାଇକୋର୍ଟ…

୨୦୨୭ ମାର୍ଚ୍ଚ ସୁଦ୍ଧା ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବ ବିଏସ୍‌ଏନ୍‌ଏଲ୍‌

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ରାଜ୍ୟରେ ୧୭୪୧ ନୂଆ ୪ଜି ଟାୱାର ସ୍ଥାପନ କରାଯାଇଛି। ଏଥି ସହିତ ୨୪୮୭ ଦୁର୍ଗମ ଓ ଅପହଞ୍ଚ ଗ୍ରାମରେ ୪ଜି ସେବା ଯୋଗାଇ ଦିଆଯାଉଛି। ୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବାକୁ କମ୍ପାନି ଲକ୍ଷ୍ୟ…

ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି – ସାଂସଦ ଅପରାଜିତା…

ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି…

କୌନ୍ ବନେଗା କରୋଡ଼ପତି ହଟ୍ ସିଟ୍‌ରେ ‘ବିଶ୍ୱର ସବୁଠାରୁ ଛୋଟ ଡାକ୍ତର’, ପ୍ରକାଶ କଲେ ଜୀବନର ଭାବପ୍ରବଣ ଘଟଣା

କୌନ୍ ବନେଗା କରୋଡ଼ପତି ସିଜନ୍ ୧୮ର ସଦ୍ୟ ପ୍ରସାରିତ ଏପିସୋଡରେ ହୋଷ୍ଟ ଅମିତାଭ ବଚ୍ଚନ ଗ୍ରାଣ୍ଡ ଏଣ୍ଟ୍ରି କରି ଦର୍ଶକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ହୋଇଥିଲା ଫାଷ୍ଟେଷ୍ଟ ଫିଙ୍ଗର୍ ଫର୍ଷ୍ଟ ରାଉଣ୍ଡ। ଏହି ରାଉଣ୍ଡରେ ଗୁଜରାଟର ଗୋର୍ଖୀ ଗାଁର ଗଣେଶ ବାରେୟା ହଟ୍ ସିଟ୍‌ରେ ବସିବାର ସୁଯୋଗ…

ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ

ଫ୍ଲାଇଟ୍ ବାତିଲ, ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା । ୩ ଘଣ୍ଟା ଅପେକ୍ଷା ପରେ ତାତିଲେ ଯାତ୍ରୀ । କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଲେ କ୍ଷୁବ୍ଧ ଯାତ୍ରୀ । ଷ୍ଟାଫ୍ ଙ୍କୁ ଗାଳି ଦେବା ସହ CISFକୁ କଲେ ନାକେଦମ୍ । ଭୁବନେଶ୍ୱର ଏୟାରପୋର୍ଟରେ ରାତିରେ ହାଇଡ୍ରାମା । ଉଡ଼ାଣ ବାତିଲ ପରେ…

୨୦ ତାରିଖବେଳକୁ ପୁଣି ଗୋଟିଏ ଲଘୁଚାପ,ଅଜାଡ଼ିବ ବର୍ଷା

ଏତେବର୍ଷା କେହି ଆକଳନ କରିନଥିଲେ। ଭୟାବହ ପରିସ୍ଥିତି ଉତ୍ତର ଓଡ଼ିଶାରେ  । ଦିନକର ବର୍ଷାରେ ମୟୂରଭଞ୍ଜରେ ମାଡ଼ି ଆସିଛି ବନ୍ୟା। ବାରିପଦା ସହର ଉବୁଟୁବୁ । ଜିଲ୍ଲାର ୨୨ ବ୍ଲକରେ ପାଣି ମାଡ଼ିଯାଇଛି। ବାଲେଶ୍ଵର ବି ଜଳାର୍ଣ୍ଣବ। ରାଉରକେଲା ସହରର ପଶିଯାଇଛି ପାଣି। କେନ୍ଦୁଝର ଆନନ୍ଦପୁରର ଅନେକ…