ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ -୨ ସଫଳ ,ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ କକ୍ଷରେ ପହଁଚି ଯାଇଛନ୍ତି
ମହାକାଶ ଅଭିମୁଖେ ଆର୍ଟେମିସ୍ ମିଶନ-୨ । ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍ ମିଶନ ଏପ୍ରିଲ ୨ ତାରିଖରେ ଲଞ୍ଚ୍ ହୋଇଛି । ଯାହାର ଉତକ୍ଷେପଣ ସଫଳ ହୋଇଛି । ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟାନୁସାରେ ଭୋର୍ ୩ଟା ୫୪ରେ ଏହାର ଲଞ୍ଚ୍ କରାଯାଇଛି ।
ଏହା ହେଉଛି ୫୪ ବର୍ଷ…