Browsing Tag

#india

ଟଙ୍କା ଦିଅ ବିଏଡ୍ ସାର୍ଟିଫିକେଟ୍ ନିଅ,ଆଶାୟୀଙ୍କ ଠାରୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା,ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ…

ପିଲାଙ୍କ ଭବିଷ୍ୟତ ସହ ଖେଳ। ଟଙ୍କା ଦିଅ ବିଏଡ୍ ସାର୍ଟିଫିକେଟ୍ ନିଅ। ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷାଧିକ ଟଙ୍କା। ଥରେ ନେଇଗଲା ପରେ ଆଉ ଧରାଛୁଆଁ ଦେଉନଥିଲେ। ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର। କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ବଡ଼ଧରଣର ସ୍କାମର ପର୍ଦ୍ଦାଫାସ। ସମ୍ବଲପୁର…

କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ…

ବିଶ୍ବ ମ୍ୟାଲେରିଆ ଦିବସ ,୨୦୩୦ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଯୋଜନା

୩ ବର୍ଷ ହେଲାଣି କାୟା ମେଲାଇ ଚାଲିଛି ମ୍ୟାଲେରିଆ ରୋଗ । ବର୍ଷକୁ ୬୦ହଜାର ଟପିଲାଣି ରୋଗୀଙ୍କ ସଂଖ୍ୟା । ସଚେତନତା ଚାଲିଛି, ଔଷଧ ମଶାରି ବଣ୍ଟନ ହେଉଛି । ତଥାପି ବିସ୍ତାରିତ ହୋଇ ଚାଲିଛି ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳ । ଯାହା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଲାଣି । ତଥ୍ୟ ଅନୁସାରେ,…

ରଥ ନିର୍ମାଣର ପଞ୍ଚମ ଦିନ:ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ…

ଛଟପଟ କରୁଛି ଗ୍ରୀଷ୍ମ ଜ୍ୱାଳା ,୬ଟି ସ୍ଥାନରେ ୪୩ ଡେଇଁଲା ପାରଦ

ଦିନ ୧୧ଟାରୁ ୩ଟା, ଅସମ୍ଭାଳ ତାତି । ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ଥିଲା…

କିପରି କଟିବ ଆଜିର ଦିନ

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ରହିପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । ଯୋଜନା ଅନୁଯାୟୀ କାର୍ଯ୍ୟ ସଂପୂର୍ଣ୍ଣ ହେବ । ସହକର୍ମୀ ଏବଂ ସହଯୋଗୀ ସାମାନ୍ୟ ବ୍ୟବହାର କରିବେ । ବୃଷ: ଆଜି ଆପଣଙ୍କର ଭାବନା ଅଧିକ ରହିବ ଯାହାଦ୍ୱାରା…

ଇଣ୍ଡୋନେସିୟା ଦେଇଛି ନୂଆ ସଂକେତ,ମଲକ୍କା ଷ୍ଟ୍ରେଟ୍ ଜଳମାର୍ଗ ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଠାରୁ ଶୁଳ୍କ ଅସୁଲ…

ହର୍ମୁଜ ପରେ ଏବେ ମଲକ୍କା ଷ୍ଟ୍ରେଟ୍ ଚର୍ଚ୍ଚାରେ ଏହାକୁ ବିଶ୍ୱର ସବୁଠୁ ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ରୂପେ ଦେଖା ଯାଏ। ଏହି ଜଳ ମାର୍ଗ ଦେଇ ତୈଳ ଓ ଅନ୍ୟ ପଣ୍ୟ ପରିବହନ ହୋଇଥାଏ। ଏହି ଜଳ ମାର୍ଗର ବେଶ୍ ଗୁରୁତ୍ୱ ରହିଛି, କାରଣ ଏହା ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ହେଲେ ଏବେ ଏଠାରେ…

୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ଯୋଗାଇଲେ କରତି ସେବକ

ରଥଖଳାରେ ରଥ ନିର୍ମାଣର ଆଜି ଥିଲା ତୃତୀୟ ଦିବସ। ଗତକାଲି ତିନିରଥର ଗୋଟିଏ ଲେଖାଏଁ ତୁମ୍ବ କାର୍ଯ୍ୟ ଶେଷ ହୋଇଥିଲା। ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ…

୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଲା କାଳୀ , ସମସ୍ତଙ୍କୁ ଆଖିରେ…

ରଙ୍ଗ କଳା ବୋଲି ନା ତାର କାଳୀ । କେଉଁ ବର୍ଷରୁ ଆସି ଗାଁରେ ରହିଥିଲା । ଆଉ ଗ୍ରାମବାସୀଙ୍କ ଅତି ଆପଣାର ସେ ପାଲଟି ଯାଇଥିଲା । ଗ୍ରାମବାସୀଙ୍କ ଭଲ ପାଇବାର ଋଣ କୁ ସେ ସୁଝି ଦେଇଛି। ସେଥିପାଇଁ ୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଇଛି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର

ଲୋକଙ୍କ ସ୍ୱାର୍ଥ ଆଗ ରାଜନୀତି ପଛ। ରାଜନେତା ତ ରାଜଧର୍ମ ପାଳିବା କଥା। ଶୁକ୍ରବାର ବଲାଙ୍ଗିରରେ ଘଟିଥିବା ଏକ ଘଟଣା ଏହାକୁ ପ୍ରମାଣିତ କରିଛି। ଗସ୍ତ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ସେଠାରେ ପହଞ୍ଚିଥିଲେ…