Browsing Tag

#india

ଗତ ମାସକ ମଧ୍ୟରେ ଏଆଇ ନେଇଛି ପ୍ରାୟ ୪୬,୭୫୦ କର୍ମଚାରୀଙ୍କ ଚାକିରି

କୃତ୍ରିମ ବୁଦ୍ଧିମତା(ଏଆଇ)କୁ ନେଇ ଯେଉଁ ଭୟ ଥିଲା ଏବେ ତାହା ଆଇଟି କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ବର୍ତ୍ତମାନ ‘ଏଆଇ’ର ବିକାଶ ପାଇଁ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଗତ ମାସକ ମଧ୍ୟରେ ମେଟା, ଓରାକଲ୍ ଓ ମାଇକ୍ରୋସଫ୍ଟ ଭଳି ପ୍ରତିଷ୍ଠିତ…

ଆପ ଛାଡ଼ି ବିଜେପିରେ ମିଶିଲେ ରାଘବ ଚଢାଙ୍କ ସହ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ

ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ରାଘବ ଚଢା କହିଛନ୍ତି, ଆମ୍ ଆଦମୀ ପାର୍ଟି ଦେଶ ପାଇଁ ନୁହେଁ ବରଂ ନିଜର…

୫୩ତମ ଜନ୍ମଦିନ ପାଳନ କରୁଛନ୍ତି ‘କ୍ରିକେଟର ଭଗବାନ’ସଚିନ ତେନ୍ଦୁଲକର

କ୍ରିକେଟ ପ୍ରେମୀଙ୍କ ପାଇଁ ୨୪ ଏପ୍ରିଲ ଏକ ଉତ୍ସବଠାରୁ କମ୍ ନୁହେଁ କାରଣ ୧୯୭୩ ମସିହାରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ‘କ୍ରିକେଟର ଭଗବାନ’ ଭାବରେ ପରିଚିତ ସଚିନ ତେନ୍ଦୁଲକର ଆଜି ୨୪ ଏପ୍ରିଲରେ ତାଙ୍କର ଜନ୍ମଦିନ ପାଳନ…

ସେନ୍‌ସେକ୍ସ ୯୮୨ ପଏଣ୍ଟ୍‌ ହ୍ରାସ ପାଇ ୭୬,୬୮୧.୨୯ ପଏଣ୍ଟ୍‌ରେ ବନ୍ଦ ହୋଇଛି

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅନିଶ୍ଚିତତା ମଧ୍ୟରେ ଅଶୋଧିତ ତୈଳ ଦର ପୁଣି ବଢ଼ିଥିବାରୁ ଇକ୍ବିଟି ବଜାରରେ କାରବାର ପ୍ରଭାବିତ ହୋଇଛି। ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୮୨ ପଏଣ୍ଟ୍‌ ହ୍ରାସ ପାଇ ୭୬,୬୮୧.୨୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସ‌ଚେଞ୍ଜର…

ଏହି କାରଣରୁ ବିଶ୍ୱରେ ଇଣ୍ଟରନେଟ୍ ବନ୍ଦ ହୋଇଯିବ?

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନାହିଁ। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ସଂଘର୍ଷ ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି । ଯାହା ଚିନ୍ତାଜନକ ଓ ଭୟାନକ ହେବ ବୋଲି ଜଣାପଡୁଛି। ଇରାନ ସହିତ ଜଡିତ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥା ଗୁଡ଼ିକ ସଙ୍କେତ…

ମେ ମାସ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁବ ମୌସୁମୀ

ଦେଶରେ ଏପ୍ରିଲର ଭୀଷଣ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେତେକ ସ୍ଥାନର ତାପମାତ୍ରା ଇତିମଧ୍ୟରେ ୪୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି, ଏଥିରେ ନୂଆ ଜଳବାୟୁ ମଡେଲରୁ କିଛି ଭଲ ଖବର ଆସୁଛି। ଏବେକା ମଡେଲ ପୂର୍ବାନୁମାନ ଅନୁସାରେ ଦେଶକୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ…

ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି ,ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ଛୁଟି । ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି ।  ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।…

ଫାଇବାର, ପ୍ରୋଟିନ୍, ଆଇରନ୍ ଓ ପୁଷ୍ଟିକର ଗୁଣ ଭରପୂର ବେଲପଣା

ଓଡିଆଙ୍କ ପାଇଁ ନ୍ୟାଚୁରାଲ ଥଣ୍ଡା କହିଲେ ବେଲପଣାକୁ ବୁଝାଏ । ଯାହା ସ୍ବାସ୍ଥ୍ୟକୁ ଭଲ ରଖିବା ସହିତ ଶରୀରକୁ ଭିତରୁ ଥଣ୍ଡା ରଖେ । ଏହା ଏନର୍ଜି ବୁଷ୍ଟର ଭାବେ କାର୍ଯ୍ୟ କରିଥାଏ । ଯାହା ଆମ ଶରୀର ପାଇଁ ରାମବାଣ ସଦୃଶ । ବେଲପଣା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ।…

ଓଡ଼ିଶାରେ ତାତିର କର୍ଫ୍ୟୁ , ଆକାଶରୁ ନଆଁ ବର୍ଷା ,ରାଜଧାନୀ ଭୁବନେଶ୍ବରରେ ୪୨ ଛୁଇଁଲାଣି ପାରଦ

ଓଡ଼ିଶାରେ ତାତିର କର୍ଫ୍ୟୁ । ଆକାଶରୁ ନଆଁ ବର୍ଷା  । ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର । ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି । ସକାଳ ୮ଟାରୁ ଜଳୁଛି ଓଡ଼ିଶା । ଗତକାଲିଠୁ ସ୍ଥିତି ଆଜି ଆହୁରି ଗମ୍ଭୀର । ଗତକାଲି ଝାରସୁଗୁଡ଼ା ୪୪.୬ ଡିଗ୍ରି ସହ ଦେଶର ସବୁଠୁ…

ଜାଣନ୍ତୁ ଆଜିର ରାଶିଫଳ

ମେଷ : ଆପଣଙ୍କ ମନ ଖୁସି ରହିବ, କିନ୍ତୁ ଆପଣଙ୍କ କଥାବାର୍ତ୍ତାରେ ସଂଯମ ରୁହନ୍ତୁ । ଆପଣଙ୍କ ପରିବାରରୁ ଆପଣଙ୍କୁ ସମର୍ଥନ ମିଳିବ । ଆପଣଙ୍କୁ କାର୍ଯ୍ୟସ୍ଥଳରେ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ । ଆପଣଙ୍କୁ ସରକାରୀ ସମର୍ଥନ ମିଳିବ । ଖର୍ଚ୍ଚ ବୃଦ୍ଧି ପାଇବ । ଜୀବନଯାପନ ଅସ୍ୱସ୍ତିକର…