ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ୪୫ ବର୍ଷ ଜେଲ

ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦଣ୍ଡିତ କରାଯାଇଛି। ଏହା ସହିତ ତାଙ୍କ ଉପରେ ୮ ମିଲିୟନ ଆମେରିକୀୟ ଡଲାର…

କିଛି କୁଅଭ୍ୟାସ , ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ

ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ... ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା…

ନୂଆ ଓଡ଼ିଆ ଫିଲ୍ମ ‘କର୍ମ’ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ

ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଫିଲ୍ମ ‘କର୍ମ’ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା ଜ୍ୟୋତି ମୋଟର୍ସ ପାଖ ସଙ୍କଟମୋଚନ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏହି ବିଗ୍‌…

ଶ୍ରୀଅଲାରନାଥଙ୍କ ଚନ୍ଦନବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠରେ ଅନବସରର ପଞ୍ଚମ ଦିନରେ ମହାପ୍ରଭୁ ଶ୍ରୀଅଲାରନାଥଙ୍କୁ ଚନ୍ଦନବେଶ କରାଯାଇଛି। ଗୁରୁବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲା । ଏହା ପରେ ତଡପ ଲାଗି, ଅବକାଶ ବେଶ ଏବଂ ଗୋପାଳବଲ୍ଲଭ ଶେଷ…

ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ଭାରତୀୟ ଷ୍ଟକ ବଜାର : ୭୯,୦୦୦ରେ ବନ୍ଦ ହେଲା ସେନସେକ୍ସ

ଭାରତୀୟ ଷ୍ଟକ ବଜାର ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଗୁରୁବାରର କାରବାର ଅଧିବେଶନ ସେନସେକ୍ସ ଓ ନିଫ୍ଟି ପାଇଁ ଐତିହାସିକ ରହିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ଟପିଥିବା ବେଳେ ନିଫ୍ଟି ୨୪,୦୦୦ଉପରେ ବନ୍ଦ ହୋଇଛି। ବଜାରରେ ଏହି ବୃଦ୍ଧିର ଶ୍ରେୟ…

ଭାରତୀୟ ସେନାରେ ବମ୍ପର ନିଯୁକ୍ତି

ଭାରତୀୟ ସେନା ହାବିଲଦାର ଏବଂ ନାଏବ ସୁବେଦାର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।ଆଗ୍ରହୀ ଏବଂ ଯୋଗ୍ୟ ଦଶମ ପାସ୍ ପ୍ରାର୍ଥୀମାନେ ଅଫଲାଇନ୍ ମୋଡ୍ ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୪ । ଏହି ନିଯୁକ୍ତି କୋଟା ଅଧୀନରେ…

ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିଯିବ କି? ଏହି ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା କି? ଏହି ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ହେଉଛି। କାରଣ ଜଣେ ବରିଷ୍ଠ ଏସ୍‌ପି ନେତା ମୁମ୍ବାଇରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ଏହା…

ଏୟାରଟେଲ୍‌ କିଣିଲା ୫ଜି ସ୍ପେକ୍ଟ୍ରମ୍

ଗତକାଲି କେନ୍ଦ୍ର ସରକାର ଆରମ୍ଭ କରିଥିବା ୯୬ ହଜାର କୋଟି ଟଙ୍କାର ୫ଜି ସ୍ପେକ୍ଟ୍ରମ୍ ନିଲାମ ମାତ୍ର ଦେଢ଼ ଦିନରେ ୭ ରାଉଣ୍ଡରେ ଶେଷ ହୋଇଛି। ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍‌ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦…

ଘଣ୍ଟାଏ ବର୍ଷାରେ ଭାସିଲା ଟ୍ୱିନ ସିଟି

ଘଣ୍ଟାଏ ବର୍ଷାରେ ଭୁବନେଶ୍ବର ଭାସିଲା। ଇସ୍କନମନ୍ଦିର ରାସ୍ତାରେ ପୂର୍ବବତ୍‌ ବସ୍‌, ବାଇକ୍‌ ଫସିଲା। ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ମାରିଲା। ତଳି ଅଞ୍ଚଳରେ ଘରେ ପଶିଯିବାରୁ ପଙ୍କ କାଦୁଅରେ ଲଟପଟ ହେଲେ ଅଗଣିତ ପରିବାର। ରାସ୍ତାରେ ପାଣି ଜମିବାରୁ ସହର ସାରା…

ଜନ ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ – ରାଷ୍ଟ୍ରପତି

ସଂସଦ ଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି । ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକସଭା ବାଚସ୍ପତି ଭାବେ…