କେଜ୍ରିଓ୍ବାଲଙ୍କୁ ମିଳିଲା ଆଶ୍ୱସ୍ତି
ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍ରେ ରହିବାକୁ ଅନୁମତି…