ଆଜିର ରାଶିଫଳ

ମେଷ: ଅନେକ ଶୁଭଫଳ ପାଇବେ । ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ନିଜର…

ବିଜୁଳି ଘଡଘଡି ସହ ପ୍ରବଳ ବରଷିବ

ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି  ଓ କୋରାପୁଟରେ ଅତିପ୍ରବଳ ବର୍ଷା ସହ ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ।୨୯ ତାରିଖ ଯାଏ ପ୍ରବଳ…

ଅଭିନୟ ଠାରୁ ଦୂରରେ ଥାଇ ମଧ୍ୟ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ,

ଅଭିନୟ ଠାରୁ ଦୂରରେ ଥାଇ ଭାରତୀୟ ସିନେମାର ସବୁଠାରୁ ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ପାଖରେ ଟଙ୍କାର ଅଭାବ ନାହିଁ, ଆଉ ତାଙ୍କର ବିଳାସମୟ ଜୀବନରୁ ଏହା ଜଣାପଡେ | ତେବେ କୌଣସି ଚଳଚ୍ଚିତ୍ର ନକରି ତାଙ୍କ ଘରର ଖର୍ଚ୍ଚ କିପରି ଚାଲିଛି ଆଜି ଆମେ ଆପଣଙ୍କୁ କହିବୁ | ରେଖା ଖୁବ୍ କମ୍…

ଜୁଲାଇ ମାସରେ ୫ ରାଶିଙ୍କ ବଦଳିବ ଭାଗ୍ୟ

ଜୁଲାଇ ମାସରେ ଶୁକ୍ର ରାଶି ପରିବର୍ତ୍ତନ କରି ଚନ୍ଦ୍ରମାଙ୍କ ରାଶି କର୍କଟରେ ପ୍ରବେଶ କରିବେ। ଏହାସହ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା କର୍କଟ ରାଶିରେ ପ୍ରବେଶ କରିବେ। ଜାଣନ୍ତୁ ଜୁଲାଇ ମାସରେ କେଉଁ ୫ ରାଶିଙ୍କ ଭାଗ୍ୟ ବଦଳିବ। ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ।…

ଓଡ଼ିଶାରେ ବନ୍ଦ ହେବ ମଦ କାରବାର

ପର୍ଯ୍ୟାୟକ୍ରମେ ମଦ ବନ୍ଦ ନେଇ ଅଣ୍ଟା ଭିଡ଼ିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର । କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ନିଶା ଦ୍ୱାରା ସମାଜ କଳୁଷିତ ହେଉଛି ।…

ପ୍ରବଳ ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ, ତଳିଆ ଅଂଚଳରେ ପସିଲା ପାଣି

ପ୍ରବଳ ବର୍ଷାରେ ଭୁବନେଶ୍ୱରର ସ୍ଥିତି ବେହାଲ ହୋଇଛି । ତଳିଆ ଅଂଚଳରେ ପାଣି ଜମିଥିଲା ବେଳେ ଇସ୍କନ ମନ୍ଦିର ସାମ୍ନାରେ ଗାଡ଼ିମଟର ଅଟକି ରହିଥିଲା । ଏହାସହ ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି । ଏପଟେ ୩ ଘଂଟା ପାଇଁ ପୁରୀ, ନୟାଗଡ଼,…

ଆସିଲା ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ

ଭାରତୀୟ ସେନା ପକ୍ଷରୁ ୨୦୨୪ ବର୍ଷ ପାଇଁ ହାବିଲଦାର ଏବଂ ନାଏବ ସୁବେଦାର ପଦ ପାଇଁ ନିଯୁକ୍ତି ଜାରି କରିଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ । ଆଗ୍ରହୀ ଥିବା ପ୍ରାର୍ଥୀମାନେ ଏହି ଆବେଦନକୁ ଅଫ ଲାଇନ ମାଧ୍ୟମରେ ହିଁ…

‘ସ୍କୋଡା’ର ‘କଷ୍ଟମର କେୟାର ପ୍ରୋଗ୍ରାମ’ ଉଦ୍‌ଘାଟିତ

ବହୁରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ‘ସ୍କୋଡା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘କଷ୍ଟମର କେୟାର ପ୍ରୋଗ୍ରାମ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଚଳିତ ଗ୍ରୀଷ୍ମ ଅବକାଶରେ ସ୍କୋଡାର ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଅବସର ବିନୋଦନ ଓ ମନୋରଞ୍ଜନ ପାଇଁ ସୁଯୋଗ ଯୋଗାଇ ଦିଆଯାଉଛି। ଏହି…

କେନିୟା ସରକାରଙ୍କ ଟିକସ ବୃଦ୍ଧି, ସଂସଦରେ ନିଆଁ ଲଗାଇଲେ ଲୋକେ

ରକାର ଟିକସ ବୃଦ୍ଧି କରିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଜନସାଧାରଣ।  କେନିୟାରେ ହିଂସା ସୃଷ୍ଟି ହୋଇଛି। ହଜାର ହଜାର ଲୋକ ରାସ୍ତାରେ ପ୍ରତିବାଦ କରିବା ସହିତ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ରୋକିବାକୁ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼…

ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ  ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଇଣ୍ଡିଆ ମେଣ୍ଟ୍‌ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା। ଏଥର ନିର୍ବାଚିତ ହେବା ପ‌ରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି…