ବନ୍ଦ ହେବନି ମଦ

ସାରା ରାଜ୍ୟରେ ମଦ ବନ୍ଦ ହେବ ବୋଲି ଚର୍ଚ୍ଚା ଚାଲିଥିଲା । ମୁଖ୍ୟମନ୍ତ୍ର ମୋହନ ମାଝୀ ମଦ ବନ୍ଦକୁ ନେଇ କଡା ପଦକ୍ଷେପ ନେବେ ବୋଲି ସମସ୍ତେ ଆଶା କରିଥିଲେ । ମାତ୍ର ତାହା ହୋଇ ନାହିଁ , ବରଂ କୋରାପୁଟରେ ୮ ଟି ଦେଶୀ ମଦ ଦୋକାନ ଖୋଲିଛି । ଯାହାକୁ ନେଇ ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ…

ଥରିଲା ପେରୁ , ଭୂକମ୍ପର ତୀବ୍ରତା ୭.୨ ରେକର୍ଡ

ଦକ୍ଷିଣ ପେରୁରେ ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୮ କିଲୋମିଟର ଗଭୀର ସହ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ସ୍ଥାନରେ ଝଟକା ସମୟରେ ସିସିଟିଭି…

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା, ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧…

ବଦଳିବ ମେକ୍ ଇନ୍ ଓଡ଼ିଶାର ରୂପରେଖ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ

ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ । ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ଓଡ଼ିଶାକୁ…

କର୍କଟ ରୋଗରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ

ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି। ହିନା ଲେଖିଛନ୍ତି, ‘‘ନିକଟରେ ଉଡ଼ୁଥିବା ଗୁଜବ ଉପରେ ମୁଁ ଆପଣମାନଙ୍କ ସହ କିଛି…

ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି ଜିଓ

ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ପ୍ଲାନ୍‌ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍‌ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍‌, ୩ ଡାଟା ଆଡ଼ଅନ୍‌ ଏବଂ ୨ ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଏହି ମୂଲ୍ୟ ବୃଦ୍ଧି…

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ଜମି ଦୁର୍ନୀତି ମାମଲାରେ ଗତ ଜାନୁଆରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୋରେନଙ୍କୁ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା। ତାଙ୍କ ବିରୋଧ‌ରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ…

ଜୁଲାଇ ୧୪ରେ ପ୍ରିଲିମିନାରୀ ପରୀକ୍ଷା

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୭ ତାରିଖରେ ଏଟିଓ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ପୂର୍ବରୁ ଓଏସଏସସି ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର…

ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ

ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ ବାସୁ ଭଗନାନୀ। ୨୫୦କୋଟିର କ୍ଷତି ପରେ ବିକ୍ରି କଲେ ଅଫିସ । ଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପ‌ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାସୁ ଭଗନାନୀ।ଅକ୍ଷୟ କୁମାରଙ୍କ ଫିଲ୍ମ ବର୍ତ୍ତମାନ ଲଗାତାର…

ବହୁ ପ୍ରତୀକ୍ଷିତ ଜିଟି ଫୋର୍ସର ବଜାରରେ

ଦୁଇଚକିଆ ଇଲେକ୍ଟ୍ରିକ୍‌ ଭେଇକିଲ(ଇଭି) ନିର୍ମାତା ଜିଟି ଫୋର୍ସର ବହୁ ପ୍ରତୀକ୍ଷିତ ଇ- ମୋଟରସାଇକେଲ (ଇଲେକ୍ଟ୍ରିକ ମୋଟରସାଇକେଲ) ‘ଜିଟି ଟେକ୍ସା’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏପରିକି ସହରାଞ୍ଚଳ ଚାଳକଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ…