ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବନି ଭାରତ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ।  ଏହି ଟୁର୍ନାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ଜଣାଯାଇଛି।ବିସିସିଆଇ ଏନେଇ ଆଇସିସି ସହିତ ଆଲୋଚନା କରିବ। ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ।…

ଡେଙ୍ଗୁରୁ ବର୍ତ୍ତିବାକୁ ହେଲେ ଖାଆନ୍ତୁ ଏହିସବୁ ଖାଦ୍ୟ

ଡେଙ୍ଗୁ ଜ୍ୱର ପ୍ରତି ବର୍ଷ ବର୍ଷାଦିନେ ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ । ଏପରିକି ପ୍ରାୟ ଲୋକ ମୃତ୍ୟୁବରଣ କରିଥାନ୍ତି । ପ୍ରତିରୋଧ ଶକ୍ତି କମ୍ ଥିବା ଲୋକଙ୍କୁ ହିଁ ଡେଙ୍ଗୁ ପ୍ରଭାବିତ କରିଥାଏ ।ତେଣୁ ଏହି ସମୟରେ ପ୍ରତିଟି ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍ । ଚାଲନ୍ତୁ ଜାଣିବା…

ଫିଲ୍ମ ‘ସରଫିରା’ କରୁଛି କମାଲ

ଆଉ ଯଦି ବାରମ୍ବାର ଆଖିରୁ ଲୋତକ ଝରୁଛି, ତେବେ ସିନେମାଟି ଆପଣଙ୍କୁ ମନରୁ ଯାଉନି । ଏହିକ୍ରମରେ ଖିଲାଡି କୁମାର ଅକ୍ଷୟ କୁମାରଙ୍କ ସିନେମା ‘ସରଫିରା’ ଏବେ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ସିନେମା ହଲରେ ଦର୍ଶକ ଆଖିରେ ରୁମାଲ ଦେଉଥିବାର ମଧ୍ୟ ନଜର ଆସୁଥିଲେ । ‘ସରଫିରା’ ସିନେମାରେ ଜଣେ…

ସାଉଦି ଆରବ ବିକ୍ରି କଲା ଆରାମକୋ ସେୟାର

ସାଉଦି ଆରବର ଜାତୀୟ ତୈଳ କମ୍ପାନୀ ଆରାମକୋ ଅତିରିକ୍ତ ସେୟାର ବିକ୍ରି ପରେ ୧୨ ବିଲିୟନ ଡଲାର ପାଇଛି । ଏହି ଯୋଜନାକୁ ସାଉଦି ଆରବ ସରକାରଙ୍କ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ଅଧୀନରେ ଏହା ନିଜର ଅର୍ଥନୀତିରେ ବିବିଧତା ଆଣିବାକୁ ଚାହୁଁଛି । ୨୦୧୯ରେ ଆରାମକୋର ସେୟାର ବିକ୍ରି ପାଇଁ…

ଏସବିଆଇରେ ଚାକିରି ସୁଯୋଗ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିନିୟର ଭାଇସ୍ ପ୍ରେସିଡେଣ୍ଟ (ଆଇଏସ (ଅଡିଟର), ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ (ଆଇଏସ ଅଡିଟର), ମ୍ୟାନେଜର (ଆଇଏସ ଅଡିଟର), ଡେପୁଟୀ ମ୍ୟାନେଜର (ଆଇଏସ ଅଡିଟର) ଆଦି ପଦରେ ନିଯୁକ୍ତି ଦିଆଯିବ ।…

ଆଇଏଏସ୍ ସ୍ତରରେ ବଡ଼ ଅଦଳ ବଦଳ

ମୋହନ ମାଝୀ ସରକାରରେ ପ୍ରଥମ ଥର ପାଇଁ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି । ପୂର୍ବତନ ସରକାରଙ୍କ କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କୁ ବଡ଼ ଝଟକା ଲାଗିଛି । ତେବେ ବୁଧବାର ବିଳମ୍ବିତ ରାତି ଅର୍ଥାତ ଜୁଲାଇ ୧୦ରେ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳ ବଦଳକୁ ନେଇ ଚର୍ଚ୍ଚା ଜାରି…

ଆଜି ପବିତ୍ର ହେରା ପଞ୍ଚମୀ

 ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମ ବେଦିକୁ ଆସିଥିବା ବେଳେ ମାତା ଲକ୍ଷ୍ମୀଙ୍କୁ…

ଲୋକସଭା ନିର୍ବା‌ଚନ ପରେ ପ୍ରଥମ ଉପନିର୍ବାଚନ

୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଭୋଟ୍‌ ଗଣତି ଆସନ୍ତା ୧୩ ତାରିଖରେ ହେବ। ୨୦୨୪ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ। ଅନେକ ବରିଷ୍ଠ ଏବଂ ନବାଗତଙ୍କର ଏହି ଉପନିର୍ବାଚନ ଭାଗ୍ୟଫଳ ନିର୍ଦ୍ଧାରଣ କରିବ। ଏଥିସହ ଲୋକସଭା ନିର୍ବାଚନ…

ରାହୁଲ ସାଜିଲେ ଉଦାହରଣ

ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ…

ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଲା ସେନା

ଦୁଇ ଦିନ ପୂର୍ବେ ଜମ୍ମୁ କଶ୍ମିରର କାଠୁଆ ଜିଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ ଏବଂ ଅନ୍ୟ ୫ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ଅଧିକାରୀମାନେ ଘଟଣାଗୁଡ଼ିକୁ ଏକାଠି କରିବା ଆରମ୍ଭ କରିଛନ୍ତି। ଘାତ ଲଗାଇ ଆକ୍ରମଣ କରିବା ପରେ ଦୁଇ ଘଣ୍ଟାରୁ ଅଧିକ…