ଫୁଲରେ ତିଆରି ଓଢ଼ଣୀ ପିନ୍ଧି ଅମ୍ବାନୀଙ୍କ ବୋହୂ  

ଅମ୍ବାନୀ ପରିବାରରେ ଏବେ ଖୁସିର ମାହୋଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ଏହା…

ଶରୀରର ପାଇଁ ଲାଭଦାୟକ

ଯଦି ଆପଣ ବି ସେମିତି କିଛି ଟେଷ୍ଟି ଓ ସ୍ୱାସ୍ଥ୍ୟକର ପିଇବା ପାଇଁ ଚାହାନ୍ତି, ତେବେ ଘରରେ ତିଆରି ଏହି ରେସିପିକୁ ନିଶ୍ଚିତଭାବରେ ବ୍ୟବହାର କରି ପାରିବେ । ଏହିକ୍ରମରେ ଘରରେ ରହି ଆପଣ ନିଜେ ମିକ୍ସ ଫ୍ରୁଡସ ରାୟତା ତିଆରି କରି ପାରିବେ । ଏହା ତିଆରି କରିବା ବେଶ୍ ସହଜ ମଧ୍ୟ ଅଟେ ।ଏହାକୁ ତିଆରି…

ସାମସଙ୍ଗର ନୂଆ ଫ୍ଲିପ ଫୋନ ଲଞ୍ଚ କଲା

 ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ସାମସଙ୍ଗ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି…

ବଡ଼ ଠାକୁର ଖସିପଡ଼ିବା ଘଟଣା ଅକ୍ଷମଣୀୟ ତ୍ରୁଟି କହିଲା ବିଜେଡି

ଭୁବନେଶ୍ବର: ବଡ଼ଠାକୁର ବଳଭଦ୍ର ଆଡ଼ପ ପହଣ୍ଡି ବେଳେ ଖସିପଡ଼ିବାକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ରଖିଛି । ଏହା ଏକ ଅକ୍ଷମଣୀୟ ତ୍ରୁଟି । କୋଟି କୋଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ଏହା ଗଭୀର ଭାବେ ଆଘାତ ଦେବା ସହ ଏହି ଘଟଣା ମର୍ମାହତ କରିଛି । ଆଇନ ମନ୍ତ୍ରୀ ଓ ଉପ…

୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର 

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ  ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି  । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି…

ଗମ୍ଭୀରଙ୍କ ପ୍ରତିକ୍ରିୟା

ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା ପରେ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି।ଗମ୍ଭୀର କହିଛନ୍ତି, ଭାରତ ମୋର ପରିଚୟ,…

ପୁଟିନ୍‌ଙ୍କୁ ମୋଦିଙ୍କ ଆଲିଙ୍ଗନ ଦୁଃଖ ପ୍ରକାଶ କଲେ

୨ଦିନିଆ ମସ୍କୋ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସାକ୍ଷାତ୍‌ କରିବା ଘଟଣାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋମବାର ରୁଷିଆ ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ…

ରୁଷିଆରେ ମୋଦିଙ୍କୁ ମିଳିଲା “ସର୍ବୋଚ୍ଚ ସମ୍ମାନ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ରେ ସମ୍ମାନିତ କରାଯାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମ ଲାଗି…

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ନୂଆ ସରକାର ଅନେକ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କିପରି ପୂରଣ କରୁଛି ତାହା ଦେଖିବାକୁ ଲୋକଙ୍କ ଅପେକ୍ଷା ରହିଛି । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ବୈଠକ…

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବରି କହିଛନ୍ତି ଯେ ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା…