ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ

ନେପାଳ ରାଜନୀତିରେ ବଡ ହଲଚଲ । ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଚଣ୍ଡ । ତେବେ ୧୯ ମାସ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବା ପରେ ହଠାତ୍ ପ୍ରଚଣ୍ଡ ସରକାରରେ ହଲଚଲ ଦେଖାଦେଇଥିଲା ।…

ଜିନିଷକୁ ଠିକ୍‌ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ

ଘରେ ଠିକ୍‌ ଜିନିଷକୁ ଠିକ୍‌ ଜାଗାରେ ନ ରଖିଲେ ସୌଭାଗ୍ୟକୁ ତାହା ଦୁର୍ଭାଗ୍ୟରେ ପରିଣତ କରି ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଏକ ପ୍ରମୁଖ କୋଣରେ କେବେ ବି କଳା ରଙ୍ଗର ଜିନିଷ ରଖନ୍ତୁ ନାହିଁ। ଏପରି ଏକ ସାଧାରଣ ତ୍ରୁଟି ଆପଣଙ୍କ ଜୀବନକୁ ନର୍କ କରିଦେବ । ସ୍ୱର୍ଗର କୋଷାଧ୍ୟକ୍ଷ…

ହସିବ ଜାପାନ

ଯଦି ଆପଣ ସକାଳୁ ଉଠନ୍ତି, ଘରୁ ବାହାରକୁ ଯାଆନ୍ତୁ ଏବଂ କିଛି ହସୁଥିବା ଚେହେରା ଦେଖନ୍ତି, ଦିନଟି ଭଲ ହୋଇଯାଇଥାଏ। ହସକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଭାବରେ ବିବେଚନା କରାଯାଇଥାଏ। କିନ୍ତୁ ଯଦି ସରକାର ପ୍ରତି ଦିନ ଥରେ ହସିବାକୁ ବାଧ୍ୟ ବୋଲି ନିୟମ ଜାରି କରନ୍ତି ତେବେ…

ଡେଙ୍ଗୁ, ମ୍ୟାଲେରିଆ ସଚେତନତା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଚଳଚ୍ଚିତ୍ର କଳାକାରଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି…

ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର

ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ବିଧିବଦ୍ଧ ଭାବେ ନୋଟିଫିକେସନ୍ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ତେବେ ୧୯୭୫ ମସିହା ଏହି ସମାନ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ…

ଖିଲାଡି ଷ୍ଟାର କରୋନା ପଜିଟିଭ୍

ଆଜି ଅକ୍ଷୟ କୁମାରଙ୍କ ଫିଲ୍ମ ‘ସରଫିରା’ ରିଲିଜ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଦୁଃଖଦ ଖବର । ଖିଲାଡି ଷ୍ଟାର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି ରିପୋର୍ଟ…

ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଜେମ୍ ଆଣ୍ଡରସନ୍

ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ଭେଟେରାନ୍ ଫାଷ୍ଟ ବୋଲର ଜେମ୍ ଆଣ୍ଡରସନ୍ । ଶୁକ୍ରବାର ଲର୍ଡସରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ ଇଂନିସ୍ ୧୧୪ ରନରେ ଦଳ ପରାସ୍ତ କରିଛି । ଆଉ ଏଥିସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଆଣ୍ଡରସନ୍ ।ଐତିହାସିକ…

ଆସନ୍ତା ୨୫ ତାରିଖରେ ବଜେଟ୍ ଉପସ୍ଥାପନ ହେବ – ମୁଖ୍ୟମନ୍ତ୍ରୀ ମୋହନ ମାଝି

ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା,…

ଆସନ୍ତାକାଲି ପାଇଁ ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ

ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି।ତେବେ ଆସନ୍ତାକାଲି ପାଇଁ ପାଣିପାଗ କେନ୍ଦ୍ର ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି। ସେହିଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ,…

ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ରାୟଗଡ଼ା ରେ ୫୨ ମିମି ରେକର୍ଡ କରାଯାଇଛି।ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଛି ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବାର ସମ୍ଭାବନା…